Monthly Archives

June 2025

ମୁରିବାହାଲ ବ୍ଲକସ୍ତରୀୟ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି କର୍ମଚାରୀ କଲ୍ୟାଣ ସମନ୍ଵୟ ସମିତିର ସାଧାରଣ ବୈଠକ ଓ…

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ପଂଚାୟତ ସମିତିର ସଭା ଗୃହରେ ମୁରିବାହାଲ ବ୍ଲକସ୍ତରୀୟ ଓଡ଼ିଶା ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି କର୍ମଚାରୀ କଲ୍ୟାଣ ସମନ୍ୱୟ ସମିତିର ଏକ ସାଧାରଣ ବୈଠକ ରବିବାର ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମୁରିବାହାଲ…
Read More...

ଭାରତର ଶକ୍ତି କ୍ଷେତ୍ର : ଦୀର୍ଘସ୍ଥାୟୀ ବିକାଶ ଦେଉଛି ବଳ

ନୂଆଦିଲ୍ଲୀ, (ପିଆଇବି) : ଗତ କିଛି ବର୍ଷ ହେଲା ଭାରତ ଏହାର ଶକ୍ତି କ୍ଷେତ୍ରକୁ ସୁଦୃଢ଼ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଛି । ଦେଶ ନିଜର ବର୍ଦ୍ଧିତ ବିଦ୍ୟୁତ ଚାହିଦା ପୂରଣ ଏବଂ ସ୍ଥାୟୀତ୍ୱକୁ ପ୍ରୋତ୍ସାହିତ କରିବା ଭଳି ଦ୍ୱୈତ ଲକ୍ଷ୍ୟକୁ ସଫଳତାର ସହିତ ସନ୍ତୁଳିତ କରୁଛି ।…
Read More...

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଫୋନ୍ରେ କଥା ହେଲେ ଇରାନ ରାଷ୍ଟ୍ରପତି

ନୂଆଦିଲ୍ଲୀ, (ପିଆଇବି) : ବର୍ତ୍ତମାନର ପରିସ୍ଥିତି ବିଷୟରେ ଭାରତର ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଲେ ଇରାନ ରାଷ୍ଟ୍ରପତି ପେଜେଶକିୟାନ୍ପରିସ୍ଥିତିକୁ ନେଇ ପ୍ରଧାନମନ୍ତ୍ରୀ ମୋଦୀ ଗଭୀର ଚିନ୍ତା ପ୍ରକାଶ କରିଥିଲେ ଏବଂ ଉତ୍ତେଜନା ହ୍ରାସ, ଆଲୋଚନା ଓ କୂଟନୀତି ଏବଂ ଶାନ୍ତି, ସୁରକ୍ଷା ଓ…
Read More...

ରାଷ୍ଟ୍ରପତିଙ୍କ ଭାଷଣ ସଂକଳନ ‘‘ୱିଙ୍ଗସ୍ ଟୁ ଆୱାର୍ ହୋପ୍ସ-ଭଲ୍ୟୁମ୍-୨’’ ଏବଂ ‘‘ଆଶାଓଁ କି ଉଡ଼ାନ୍-ଖଣ୍ଡ ୨’’କୁ…

● କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ କେନ୍ଦ୍ର ରାଷ୍ଟ୍ର ମନ୍ତ୍ରୀ ଡକ୍ଟର ଏଲ. ମୁରୁଗନ ମଧ୍ୟ ଉନ୍ମୋଚନ ସମାରୋହରେ ଉପସ୍ଥିତ ରହିବେ● ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ କାର୍ଯ୍ୟକାଳର ଦ୍ୱିତୀୟ ବର୍ଷରେ ସେ ଦେଇଥିବା ଭାଷଣ ଉପରେ ଆଧାରିତ ପୁସ୍ତକଗୁଡ଼ିକ ଭାରତ…
Read More...

କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ ପକ୍ଷରୁ ଅନ୍ତର୍ଜାତୀୟ ଯୋଗ ଦିବସ

ଭୁବନେଶ୍ୱର, (ପିଆଇବି) : ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ ଭୁବନେଶ୍ୱର କ୍ଷେତ୍ର କାର୍ଯ୍ୟାଳୟ ପକ୍ଷରୁ ଏକାଦଶ ଅନ୍ତର୍ଜାତୀୟ ଯୋଗ ଦିବସ ଉପଲକ୍ଷେ ଏକ ସ୍ୱତନ୍ତ୍ର ଯୋଗ ଶିବିର ଅନୁଷ୍ଠିତ ହୋଇଯାଇଛି । କଟକ ପ୍ରତାପ ନଗରୀସ୍ଥିତ ଧାକୁଲେଇ…
Read More...

ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଆଶୁଆରୋଗ୍ୟ କାମନା ନିମନ୍ତେ ବଣାଇ ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ ତରଫରୁ…

ରାଉରକେଲା, (ସସ୍ମିତା ପ୍ରଧାନ) : ଓଡିଶାର ଜନମାନସର ନେତା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମୁମ୍ବାଇ ସ୍ଥିତ କୋକିଳାବେନ ଚିକିତ୍ସାଳୟରେ ଅସ୍ତ୍ରପୋଚାର ହୋଇଯାଇଛି । ଏହି ପରିପେଖିରେ ନବୀନ ପଟ୍ଟନାୟକଙ୍କ ଶୀଘ୍ର ଆସୁଆରୋଗ୍ୟ କାମନା ନିମନ୍ତେ ବିଜୁ ଜନତା ଦଳର ନିଦ୍ଦେଶ କ୍ରମେ ଏବଂ…
Read More...

ଆଞ୍ଚଳିକ ବିକାଶମଞ୍ଚ ପକ୍ଷରୁ ହସ୍ତତନ୍ତ ଶିଳ୍ପର ପ୍ରଶିକ୍ଷଣ ଶିବିର

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଆଞ୍ଚଳିକ ବିକାଶ ମଞ୍ଚ (ଟ୍ରଷ୍ଟ) ତତ୍ତ୍ଵାବଧାନରେ ପଞ୍ଚାୟତସ୍ତରୀୟ ହସ୍ତତନ୍ତ ଶିଳ୍ପର ପ୍ରଶିକ୍ଷଣ ଶିବିର ଶନିବାର ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁରଠାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଗୋପାଳପୁର, କଣମଣା, ଆର୍ଜିପଲ୍ଲୀ…
Read More...

ଡେଲାଙ୍ଗରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଯୋଗ କେବଳ ଏକ ବ୍ୟାୟାମ ନୁହେଁ । ଏହା ଶରୀର ଏବଂ ମନ ସହିତ ନିଜକୁ ସଶକ୍ତ କରିବାର ଏକ ପଦ୍ଧତି । ଆଜିର ଜୀବନ, ​​ଯାହା ଏତେ ଦ୍ରୁତ ଗତିରେ ଚାଲିଛି, ପ୍ରତ୍ୟେକ ବ୍ୟକ୍ତି ଯୋଗକୁ ସେମାନଙ୍କର ଦୈନନ୍ଦିନ ଅଭ୍ୟାସରେ ସାମିଲ କରିବା ଉଚିତ । ୨୧ ଜୁନ ୨୦୨୫ର…
Read More...

କଂଗ୍ରେସର ସମ୍ବିଧାନ ବଂଚାଓ ସମାବେଶ

ଲୋକଙ୍କ ଅଧିକାରର ସୁରକ୍ଷା ପାଇଁ ସମ୍ବିଧାନ ସୁରକ୍ଷିତ ରହିବା ନିହାତି ଜରୁରୀ - ସମରେନ୍ଦ୍ର ବଲାଙ୍ଗିର, (ଦେବାଶିଷ ମିଶ୍ର) : ଦେଶର ଜନତାଙ୍କ ଅଧିକାରକୁ କଂଗ୍ରେସ ସର୍ବାଗ୍ରେ ଗୁରୁତ୍ୱ ଦେଇଥାଏ । ଲୋକଙ୍କ ଅଧିକାର ସେତେବେଳେ ସୁରକ୍ଷିତ ରହିବ ଯେତେବେଳେ ଦେଶ ସମ୍ବିଧାନ ସୁରକ୍ଷିତ ରହିବ ।…
Read More...

କଂଗ୍ରେସର ସମ୍ବିଧାନ ବଂଚାଅ ସମାବେଶ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଲୋଇସିଂହା ନିର୍ବାଚନ ମଣ୍ଡଳି କଂଗ୍ରେସ ପକ୍ଷରୁ ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ଗଣ୍ଡବାହାଲ ଗ୍ରାମରେ ଗତ ବିଧାନସଭା କଂଗ୍ରେସ ପ୍ରାର୍ଥୀ ଓମ୍ ପ୍ରକାଶ କୁମ୍ଭାରଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିଲା । ଆୟୋଜିତ ସାଧାରଣ ସଭାରେ ଯୋଗ ଦେଇ ଜିଲ୍ଲା କିଶାନ କଂଗ୍ରେସ…
Read More...