Monthly Archives

June 2025

ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ସଭା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବିନ୍ଧ୍ୟ ବାସିନି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ସଭା ସୋମବାର ଅନୁଷ୍ଠିତ ହୋଇଯାଇଛି । ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ୟାମଲାଲ ପ୍ରଧାନ ସଭାପତିତ୍ୱ କରିଥିଲା ବେଳେ ଅଧ୍ୟାପିକା…
Read More...

ରାଉରକେଲା ହେଉଛି ସାହିତ୍ୟ ଓ ସଂସ୍କୃତିର ନଗରୀ : ବିଧାୟକ ସାରଦା ପ୍ରସାଦ ନାୟକ

ରଶ୍ମିପ୍ରଭା ଓ ପାର୍ବତୀ ଗୋବିନ୍ଦ ସ୍ମୃତି ସଂସଦ ମିଳିତ ଆନୁକୂଲ୍ୟରେ ରାଜ୍ୟସ୍ତରୀୟ ସାରସ୍ୱତ ସମାରୋହ ରାଉରକେଲା, (ସସ୍ମିତା ପ୍ରଧାନ) : ସମାଜ ପରିବର୍ତ୍ତନରେ ସାହିତ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ । ଓଡ଼ିଆ ଭାଷାରେ ପ୍ରଥମ ଗେଜେଟିୟର ଜଣେ ଇଂରେଜ ପ୍ରକାଶନ କରିଥିଲେ । ଅନ୍ୟକୁ ସମାଲୋଚନା…
Read More...

ବାସନ୍ତୀ ପାଠାଗାରର ମାସିକ ସାହିତ୍ୟ ଆସର

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅଗ୍ରଣୀ ସାହିତ୍ୟାନୁଷ୍ଠାନ ବାସନ୍ତୀ ପାଠାଗାରର ମାସିକ ସାହିତ୍ୟ ଆସର ଓ କବିତା ପାଠୋତ୍ସବ କାର୍ଯ୍ୟକ୍ରମ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ପାଠାଗାରର କାର୍ଯ୍ୟକାରୀ ସଭାପତି ସୁବାସ ମହାପାତ୍ରଙ୍କ ସଭାପତିତ୍ୱ, ସାଧାରଣ ସମ୍ପାଦକ ବିକ୍ରମ ଚନ୍ଦ୍ର…
Read More...

ନିୟମ ବହିଃଭୂତ କାର୍ଯ୍ୟକରି ହରଡ଼ଘଣାରେ ଅଧିକାରୀ

ରାଉରକେଲା, (ସସ୍ମିତା ପ୍ରଧାନ) : ନିୟମ ବହିଃଭୂତ କାର୍ଯ୍ୟକରି ହରଡ଼ଘଣାରେ ଏବେ ମିସନ ବାତ୍ସଲ୍ୟର କଣ୍ଟ୍ରାକ୍ଟ ଚୁଆଲ ଅଧିକାରୀ । ସୂଚନାଯୋଗ୍ୟ ଯେ ରାଉରକେଲା ସ୍ୱତନ୍ତ୍ର କାରାଗାର ପରିସରରେ ଥିବା ସୁରକ୍ଷିତ ଆଶ୍ରୟକେନ୍ଦ୍ର ମିସନ ବାତ୍ସଲ୍ୟର ଚୁକ୍ତି ବିଷୟକ ଅଧିକ୍ଷକ ଉମେଶ କୁମାର ସାବତ…
Read More...

ଜାତୀୟ ସ୍ତରୀୟ ଆଲୋଚନା ଚକ୍ର : ସାରସ୍ୱତ ମହାକୁମ୍ଭ ଏବଂ ନାଗରିକ ସମ୍ମାନ ସମାରୋହ

ରାଉରକେଲା, (ସସ୍ମିତା ପ୍ରଧାନ) : ଓଡ଼ିଶାର ଅଗ୍ରଣୀ ସାମାଜିକ ସାଂସ୍କୃତିକ ଅନୁଷ୍ଠାନ ହାପି ମୋମେଣ୍ଟସ ଇଣ୍ଡିଆ ପକ୍ଷରୁ ଜାତୀୟ ସ୍ତରୀୟ ଆଲୋଚନାଚକ୍ର ଏବଂ ସଦସ୍ୟ ସମ୍ମାନ ସମାରୋହ ସମ୍ବଲପୁର ସ୍ଥିତ ଓଡିଶା ସାଂସ୍କୃତିକ ସମାଜ ଭବନ ପରିସରରେ ମହା ଆଡ଼ମ୍ବର ସହ ପାଳିତ ହୋଇଯାଇଛି ।…
Read More...

କୈବଲ୍ୟଶ୍ରୀ ଆଧ୍ୟାତ୍ମିକ ସାହିତ୍ୟ ଏବଂ ଜଗନ୍ନାଥ ସଂସ୍କୃତିର ପ୍ରାଣକେନ୍ଦ୍ର

କଟକ, (ସସ୍ମିତା ପ୍ରଧାନ) : ପବିତ୍ର ଶ୍ରୀ ଗୁଣ୍ଡିଚା ଅବସରରେ କୈବଲ୍ୟଶ୍ରୀ ଗୃହ ପୂଜନ ଏବଂ କୈବଲ୍ୟ ସାହିତ୍ୟ ସଂସଦର କାର୍ଯ୍ୟାଳୟ କୈବଲ୍ୟ ଶ୍ରୀ ବିଡାନାସୀ ସ୍ଥିତ ଜୟଗୁରୁ କଲୋନୀରେ ଲୋକାର୍ପିତ ହୋଇଯାଇଛି । କୈବଲ୍ୟ ଭଳି ପବିତ୍ର ଏବଂ ଆଧ୍ୟାତ୍ମିକ ଚେତନା ସମ୍ମିଳିତ ଶତାଧିକ ଦିବ୍ୟ ସାରସ୍ୱତ…
Read More...

ରଥ ସରୋଜିନୀ ଫାଉଣ୍ଡେସନ ତରଫରୁ ବଡ଼ଦାଣ୍ଡରେ ସେବା କାର୍ଯ୍ୟ

ପୁରୀ : ରଥ ସରୋଜିନୀ ଫାଉଣ୍ଡେସନ ତରଫରୁ ପବିତ୍ର ଶ୍ରୀ ଗୁଣ୍ଡିଚା ଅବସରରେ ବଡଦାଣ୍ଡରେ ଘୋଷଯାତ୍ରା ଜଳଛତ୍ର ଲୋକ ଉତ୍ସବ ପାଳିତ ହୋଇ ଯାଇଛି । ଏହି ଅବସରରେ ପାଞ୍ଚ ହଜାରରୁ ଅଧିକ ଶ୍ରଦ୍ଧାଳୁଙ୍କୁ ପାଣି ବୋତଲ ଏବଂ ଶୁଖିଲା ଖାଦ୍ୟ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟ ଦୁଇଦିନ କରାଯାଇଥିଲା ।…
Read More...

ନିଃସ୍ୱାର୍ଥପର ଜନନାୟକ ଥିଲେ ନାରାୟଣ ସାହୁ : ଜଷ୍ଟିସ ମହାପାତ୍ର

ବ୍ରହ୍ମପୁର : ବିଶିଷ୍ଟ ସମାଜବାଦୀ ନେତା ତଥା ଖଲିକୋଟ ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ନାରାୟଣ ସାହୁ ଜଣେ ନୀତିନିଷ୍ଠ ରାଜନୀତିଜ୍ଞ ଥିଲେ ବୋଲି ନାରାୟଣ ସାହୁଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ବହୁବିଶିଷ୍ଟ ବ୍ୟକ୍ତି ମତ ପ୍ରକାଶ କରିଛନ୍ତି । ବିଶିଷ୍ଟ ସମାଜବାଦୀ ନେତା ତଥା ପରିବେଶବିତ୍‌…
Read More...

ସଂଘବଦ୍ଧ ଆକ୍ରମଣରେ ବ୍ରାହ୍ମଣିଆପଲ୍ଲୀ ଗ୍ରାମର ଲାଚ୍ଛେୟା ପାତ୍ର ମୃତ୍ୟୁ : ମାମଲା ରୁଜୁ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ଏବେ ଦିନକୁ ଦିନ ଅଶାନ୍ତ ହେଉଛି, ପୁଣି ଜଣକୁ ପିଟି ପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଘଟଣା ଟି ଘଟିଛି, ଛତ୍ରପୁର ଥାନା ଅଧିନସ୍ଥ ବ୍ରାହ୍ମଣିଆପଲ୍ଲୀ ଗ୍ରାମର ଲାଚ୍ଛେୟା ପାତ୍ର । ଗତକାଲି ଗ୍ରାମ ନିକଟରେ ଥିବା ରେଳ ଫାଟକ…
Read More...

ଓଡ୍ର ଖଣ୍ଡାୟତ ମହୁରୀ ଅଞ୍ଚଳ ପରିଷଦର ପ୍ରତିଭା ସମ୍ମାନ ଉତ୍ସବ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଚଣ୍ଡିପଦର ସ୍ଥିତ କାଳଞ୍ଜି କୋଠଗୃହ ଠାରେ ଓଡ୍ର ଖଣ୍ଡାୟତ କାଲଞ୍ଜି ସମାଜ ପକ୍ଷରୁ ପ୍ରତିଭା ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ମହୁରୀ ଅଞ୍ଚଳ ସଭାପତି ଗୁରୁନାଥ ବିଷୋୟୀଙ୍କ ସଭାପତିତ୍ଵରେ ଅନୁଷ୍ଠିତ । ଏହି ସମାରୋହରେ ମୁଖ୍ୟଅତିଥି ରୂପେ…
Read More...