Daily Archives

ତୃତୀୟ ଶ୍ରେଣୀ ବୃତ୍ତି ପରୀକ୍ଷା ଫଳ ପ୍ରକାଶନରେ ବିଳମ୍ବ : ଅଭିଭାବକ ମହଲରେ ଅସନ୍ତୋଷ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଶିକ୍ଷା ବିଭାଗ ତରଫରୁ ତୃତୀୟ ଶ୍ରେଣୀ ସରକାରୀ ବୃତ୍ତି ପରୀକ୍ଷା ହେବାର ଦୁଇମାସ ପାଖାପାଖି ହେବାକୁ ଯାଉଥିଲେ ହେଁ ଲୋଇସିଂହା ବ୍ଲକରେ ଅଦ୍ୟାବଧି ତାହାର ଫଳାଫଳ ବାହାରି ନ ଥିବାରୁ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି । ୨୦୨୩-୨୪ ଶିକ୍ଷା ବର୍ଷରେ…
Read More...

ସ୍ପର୍ଶ କୁଷ୍ଠ ସଚେତନତା ଅଭିଯାନ ୨୦୨୫ ସଫଳ କାର୍ଯ୍ୟକାରିତା ପାଇଁ ଜିଲ୍ଲା ସମନ୍ୱୟ କମିଟି ବୈଠକ

ବାରିପଦା, (ଦେବସ୍ମିତ ଚୌଧୁରୀ) : ମୟୂରଭଞ୍ଜ ଜିଲ୍ଲାପାଳ ହେମକାନ୍ତ ସୟଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ମହାତ୍ମା ଗାନ୍ଧୀ ସମ୍ମିଳନୀ କକ୍ଷ ଠାରେ ସ୍ପର୍ଶ କୁଷ୍ଠ ସଚେତନତା ଅଭିଯାନ ୨୦୨୫ର ସଫଳ କାର୍ଯ୍ୟକାରିତା ପାଇଁ ଜିଲ୍ଲା ସମନ୍ୱୟ କମିଟି ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।…
Read More...

ସାଂସଦଙ୍କ ପଦ୍ମପୁର ଉପକାରାଗାର ଓ ଚିକିତ୍ସାଳୟ ପରିଦର୍ଶନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ସାଂସଦ ପ୍ରଦୀପ ପୁରୋହିତ ପଦ୍ମପୁର ଉପଖଣ୍ତ ସ୍ତରୀୟ ଚିକିତ୍ସାଳୟ ଓ ଉପ କାରାଗାର ପରିଦର୍ଶନ କରିଥିଲେ । ଚିକିତ୍ସାଳୟରେ ରୋଗୀ ମାନଙ୍କୁ ବିସ୍କୁଟ ଓ ପାଉଁରୁଟି ପ୍ରଦାନ କରିବା ସହିତ ସେମାନଙ୍କ ଚିକିତ୍ସା ସଂର୍ପକରେ ପଚାରି ବୁଝିଥିଲେ । ତତ୍ ସଙ୍ଗେ…
Read More...

ଧାନ କିଣାବିକା ଠପ୍ : କଟନି ଛଟନି, ଟୋକନ ଲେପ୍ସ ସମସ୍ୟା

ସୋହେଲାରେ ମୁଖ୍ୟମନ୍ତ୍ରୀ ସମାବେଶରେ ମିଲର୍ସଙ୍କ ଠୁଁ ଚାନ୍ଦା ଆଦାୟର ତଦନ୍ତ ନିର୍ଦ୍ଦେଶ ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲାର ବିଭିନ୍ନ ମଣ୍ତିରେ ଓ ମାର୍କେଟ ୟାର୍ଡରେ ପର୍ଯ୍ୟାପ୍ତ ପରିମାଣରେ ଧାନ ପଡିରହିଛି । ବିଜୁ ଜନତା ଦଳ ସରକାର ସମୟରେ ଯେପରି ମିଲର୍ସ ମାନେ ମନ ମର୍ଜି…
Read More...

ଗୋପରାମ ହଂସ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ : କୁରସୁଡ଼ ଚାମ୍ପିଆନ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସଦର ସ୍ଥିତ ଖେଳପଡିଆ ଠାରେ ସ୍ୱାମୀ ବିବେକାନନ୍ଦ ପାଠାଗାର, ଏଥଲେଟିକ୍ସ ଏସୋସିଏସନ ବଙ୍ଗୋମୁଣ୍ଡା ପକ୍ଷରୁ ପ୍ରଥମ ବର୍ଷ ଗୋପରାମ ହଂସ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି । ଉଦ୍‌ଯାପନୀ…
Read More...

ରାଧାମୋହନ ଦେବ ଉଚ୍ଚ ବିଦ୍ୟାପୀଠର ବାର୍ଷିକ କ୍ରୀଡା ଉତ୍ସବ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ରାଧାମୋହନ ଦେବ ଉଚ୍ଚ ବିଦ୍ୟାପୀଠ, ଗଙ୍ଗପୁରପାଟଣା, ଘୋରଡ଼ିଆର ବାର୍ଷିକ କ୍ରୀଡା ଓ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ୭୬ତମ ସାଧାରଣତନ୍ତ୍ର ଦିବସ ଅବସରରେ ବିଦ୍ୟାପୀଠର ପ୍ରଧାନ ଶିକ୍ଷକ ସଞ୍ଜୟ…
Read More...

ପ୍ରଥମ ବିଶ୍ୱ ଅଡିଓ ଭିଜୁଆଲ୍ ମନୋରଞ୍ଜନ ସମ୍ମିଳନୀ ପୂର୍ବରୁ ସୃଜନଶୀଳ ସ୍ରଷ୍ଟାଙ୍କ ପାଇଁ ଶୀର୍ଷ ପୁରସ୍କାର ଘୋଷଣା କଲା…

• ପ୍ରଭାବଶାଳୀ ବ୍ୟକ୍ତିତ୍ୱ , ପୋଡକାଷ୍ଟର୍, ଏନିମେସନ୍ ନିର୍ମାତା ଏବଂ ଗେମ୍ ଡେଭଲପରଙ୍କ ପାଇଁ ସୁଯୋଗ• ସୃଜନଶୀଳ କଣ୍ଟେଣ୍ଟ ବା ବିଷୟବସ୍ତୁ ପ୍ରସ୍ତୁତ କରୁଥିବା ସ୍ରଷ୍ଟା ଓ ସଂସ୍ଥାଗୁଡ଼ିକୁ ଏକାଠି କରିବା ପାଇଁ ଏକ ଇ-ମାର୍କେଟପ୍ଲେସ୍ ୱେଭ୍ସ ବଜାରର ଶୁଭାରମ୍ଭ କଲେ କେନ୍ଦ୍ର ମନ୍ତ୍ରୀ…
Read More...

କଣ୍ଟାବାଞ୍ଜିରେ ମାଟିର ମହୋତ୍ସବ ପାଇଁ ବିଧାୟକଙ୍କ ବୈଠକ

ତୁରେକେଲା, (ପିତାମ୍ବର ଦୀପ) : କଣ୍ଟାବାଞ୍ଜି ମାଟିର୍ ମହୋତ୍ସବ କମିଟିର ଏକ ବୈଠକ ସ୍ଥାନୀୟ ହରି ଭବନ ଠାରେ ସନ୍ଧ୍ୟା ୭ଟାରେ ଆୟୋଜିତ ହୋଇଯାଇଛି । କମିଟିର ଆବାହକ ପୁଷ୍ପକେତୁ ବେହେରାଙ୍କ ଆବାହକତ୍ୱରେ ଅନୁଷ୍ଠିତ ହୋଇଥିବା ବୈଠକରେ କଣ୍ଟାବାଞ୍ଜି ବିଧାୟକ ତଥା କଣ୍ଟାବାଞ୍ଜି ମାଟିର୍ ମହୋତ୍ସବ…
Read More...

ମାଁ ମଝିଘରିଆଣୀ ଦାନ ହୁଣ୍ଡିରୁ ବାହାରିଲା ଗଦା ଗଦା ଟଙ୍କା

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ଦୀର୍ଘ ୧୦ ଘଣ୍ଟାର ଗଣତି ପରେ ଶେଷହେଲା ଟଙ୍କା ଗଣତି । ରାୟଗଡାର ଅଧିଷ୍ଠାତ୍ରୀ ଦେବୀ ମାଁ ମଝିଘରିଆଣୀ ମନ୍ଦିରରୁ ୯ଟି ହୁଣ୍ଡିର ଗଣତି ଶେଷ ହୋଇଯାଇଛି । ହୁଣ୍ଡିରୁ ନଗଦ ୯୪ ଲକ୍ଷ ୪୯ ହଜାର ୫୪ ଟଙ୍କା, ୯୩ ଗ୍ରାମରୁ ଅଧିକ ସୁନା, ୨ କେଜି ୧୭୦ ଗ୍ରାମ…
Read More...

ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭ ଅବସରରେ ତ୍ରିବେଣୀ ସଙ୍ଗମରେ ପବିତ୍ର ସ୍ନାନ କରିଛନ୍ତି କେନ୍ଦ୍ରଗୃହ ତଥା ସମବାୟ…

ପବିତ୍ର ତ୍ରିବେଣୀ ସଙ୍ଗମରେ ସାମାଜିକ ସଦ୍ଭାବନା ଓ ସଦିଚ୍ଛାର ପ୍ରତୀକ 'ମହାକୁମ୍ଭ'ରେ ଶ୍ରଦ୍ଧାଳୁ ସନ୍ଥମାନଙ୍କ ଉପସ୍ଥିତିରେ ସ୍ନାନ କରିବା ପରେ ଅତ୍ୟନ୍ତ ଆନନ୍ଦିତ ଓ ଭାବପ୍ରବଣମହାକୁମ୍ଭ ଦେଶବାସୀଙ୍କ ମଧ୍ୟରେ ସନାତନ ପରମ୍ପରା ପ୍ରତି ଏକତା ଓ ଗର୍ବର ଭାବନା ବଢ଼ାଉଛିସଙ୍ଗମ କୂଳରେ ପରିବାର…
Read More...