Daily Archives

ଅଶୁର୍ଲା-ଖଇରଭାଡ଼ି ଅର୍ଜୁନି ନଦୀରେ ବ୍ରିଜ ନିର୍ମାଣ ଦାବିରେ ଅଧିକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟର ଦ୍ୱାରସ୍ଥ ହେଲେ…

ଟିଟିଲାଗଡ଼/ବଙ୍ଗୋମୁଣ୍ଡା, (ସଞ୍ଜୟ କୁମାର ନାୟକ/ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ କପିଳାଭଟା ପଂଚାୟତ ଅନ୍ତର୍ଗତ ଅଶୁର୍ଲା ଗ୍ରାମରୁ ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ତୁକୁଲା ପଞ୍ଚାୟତର ଖଇରଭାଡ଼ିକୁ ସଂଯୋଗ କରୁଥିବା ଅର୍ଜୁନି ନଦୀରେ ବ୍ରିଜ ନିର୍ମାଣ ପାଇଁ…
Read More...

ସୁନାପାଲି ଲୁଟ୍‌ ଘଟଣାରେ ୩ ଡକାୟତକୁ କୋର୍ଟ ଚାଲାଣ କଲା ପୋଲିସ

ସୁବର୍ଣ୍ଣପୁର : ୨୦ ହଜାର ଓ ବାଇକ ଲୁଟ୍‌ କରି ଏବେ ପୋଲିସ କବ୍‌ଜାରେ ୩ ଅଭିଯୁକ୍ତ । ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ଉଲୁଣ୍ଡା ବ୍ଲକ ମୃତ୍ତିକା ଜଳ ବିଭାଜିକାର ସମ୍ପ୍ରସାରଣ ଅଧିକାରୀ କୁବେର କର୍ମୀଙ୍କ ଠାରୁ ବାଇକ ଓ ୨୦ ହଜାର ଟଙ୍କା ଲୁଟ ଘଟଣାରେ ବୀରମହାରାଜପୁର ପୋଲିସ ତିନି…
Read More...

ଆସନ୍ତା ୨୩ରୁ ୨୬ ପର୍ଯ୍ୟନ୍ତ ୨୪ କୁଣ୍ଡୀୟ ଗାୟତ୍ରୀ ମହାଯଜ୍ଞ

ରାଉରକେଲା, (ସସ୍ମିତା ପ୍ରଧାନ) : ନାରୀ ସଶକ୍ତିକରଣ ଏବଂ ରାଷ୍ଟ୍ର ଜାଗରଣ ଅଭିଯାନ ଉପଲକ୍ଷେ ୨୪ କୁଣ୍ଡୀୟ ଗାୟତ୍ରୀ ମହାଯଜ୍ଞ ଆସନ୍ତା ୨୩ ତାରିଖରୁ ୨୬ ତାରିଖ ପର୍ୟ୍ୟନ୍ତ ସେକ୍ଟର -୨ ସ୍ଥିତ ଗାୟତ୍ରୀ ଶକ୍ତିପୀଠ ଠାରେ ଅନୁଷ୍ଠିତ ହେବ ବୋଲି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି…
Read More...

ବଲାଙ୍ଗିର ଜିଲ୍ଲା ପରିଷଦ କାର୍ଯ୍ୟାଳୟରେ ଜିଲ୍ଲା ପରିଷଦ ବୈଠକ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲା ପରିଷଦ କାର୍ଯ୍ୟାଳୟରେ ଜିଲ୍ଲା ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକ ଆରମ୍ଭ ହେବା ପୂର୍ବରୁ ହଟ୍ଟଗୋଳ ହୋଇଥିବା ଦେଖିବାକୁ ମିଳିଛି । ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଦେବକୀ ସାହୁ ଗତକାଲି ଠୁ ଆରମ୍ଭ ହୋଇଥିବା ଲୋକ ଉତ୍ସବରେ କାହିଁକି ମଞ୍ଚ…
Read More...

ଆଦର୍ଶ ଡିଗ୍ରୀ କଲେଜର ବାର୍ଷିକ କ୍ରୀଡା ମହୋତ୍ସବ

ଖଡିଆଳ, (କେପିଏନ୍‌ଏସ୍‌) : ଖଡିଆଳଠାରେ ଅବସ୍ଥିତ ଆଦର୍ଶ ଡିଗ୍ରୀ କଲେଜର ବାର୍ଷିକ କ୍ରୀଡା ମହୋତ୍ସବ ପାଳିତ ହୋଇଯାଇଛି । ଏଥିରେ ପ୍ରଥମେ ମାଁ ସମଲେଶ୍ଵରୀ ମନ୍ଦିରରୁ ମଶାଲ ଜ୍ୟୋତି କ୍ରୀଡାବୀତମାନେ ଆଣିବା ପରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ମେଜର ଡଃ. ରାମଚନ୍ଦ୍ର ମିଶ୍ର ଏହାକୁ ସ୍ଥାପନ ଓ…
Read More...

ଆର୍ଦ୍ରଭୂମି ସମ୍ପର୍କିତ କ୍ଷେତ୍ର ପରିଦର୍ଶନ

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ୍ ଅନ୍ତର୍ଗତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ମାୟାବର୍ହା ତରଫରୁ ଐତାହାହିକ ପୂଜାଦୁଙ୍ଗୁରି ପୀଠରେ ଆର୍ଦ୍ରଭୂମି ସମ୍ପର୍କିତ କ୍ଷେତ୍ରଭୂମି ପରିଦର୍ଶନ କାର୍ଯ୍ୟାକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବିଦ୍ୟାଳୟର…
Read More...

ପ୍ରଶାସନର ଉପସ୍ଥିତରେ ଉତ୍କଳ କମ୍ପାନୀ ସହ ତୁଣ୍ଡା ଗାଁବାସୀଙ୍କ ଆଲୋଚନା ଆସନ୍ତା ୨୮ରେ

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ କୋଡିପାରି ପଞ୍ଚାୟତର ଯୋଗୀପାରିତୁଣ୍ଡା ଗ୍ରାମବାସୀ ଜିଲ୍ଲା ପ୍ରଶାସନ ଓ ଉତ୍କଳ କମ୍ପାନୀ ଦ୍ଵାରା ହେବାକୁ ଥିବା ଆଗାମୀ ଆଲୋଚନାର ପ୍ରସ୍ତାବ ସ୍ୱୀକାର କରି ଧାରଣାରୁ ଓହରିଥିବା ଦେଖିବାକୁ ମିଳିଛି ।…
Read More...

ଧନୁଯାତ୍ରାରେ ନିଖୋଜ ଯୁବତୀ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର ଘଟଣା : ନ୍ୟାୟ ଦାବିରେ ୧୨ ଘଣ୍ଟିଆ ବରଗଡ଼ ବନ୍ଦ ଡାକରା

ବରଗଡ଼ : ଧନୁଯାତ୍ରା ଦେଖିବାକୁ ଆସି ନିଖୋଜ ଯୁବତୀ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର ଘଟଣାର ମୁଖ୍ୟ ଅଭିଯୁକ୍ତ ଫେରାର ଥିବା ବେଳେ ପୋଲିସ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି । ସେମାନେ ହେଲେ ବିଜେପୁର ବ୍ଲକ ପୁଟୁକାର ସର୍ଜନ ଡନସେନା (୩୬), ପ୍ରହଲ୍ଲାଦ ଦାଶ (୩୩) ଏବଂ ଜଗଦଲପୁର ଥାନା ଅନ୍ତର୍ଗତ…
Read More...

ଅଖିଳ ଭାରତୀୟ ଗୋଣ୍ଡୱାନା ଗୋଣ୍ଡ ମହାସଭାର ବାର୍ଷିକ ସଭା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଅନ୍ତର୍ଗତ ତୁର୍ଲା ଗ୍ରାମରେ ଗୋଣ୍ଡ ସମାଜର ବାର୍ଷିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ତୁର୍ଲା ସର୍କଲ ସଭାପତି ମାୟାଧର ଜଗତଙ୍କ ସଭାପତିତ୍ୱରେ ଏକ ସଭା କରିଥିବା ବେଳେ ସମ୍ପାଦକ ଜୟ ସିଂ ଦାଉ ସଭାକୁ ପରିଚାଳନା କରିଥିଲେ ।…
Read More...

ପ୍ରଥମ ଲଳିତ ନାୟକ ମେମୋରିଆଲ୍ ସର୍ବଭାରତୀୟ ଫ୍ଲଡ୍‌ଲାଇଟ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ

ଆରଏସ୍ ଫାଇଟରକୁ ହରାଇ ସାନଭି ସେନ ଏକାଦଶ ଚାମ୍ପିୟନ ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ପୃଥ୍ୱୀରାଜ ହାଇସ୍କୁଲ ପଡିଆରେ ଚାଲିଥିବା ପ୍ରଥମ ଲଳିତ ନାୟକ ମେମୋରିଆଲ୍ ସର୍ବଭାରତୀୟ ଫ୍ଲଡ୍ ଲାଇଟ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ ହୋଇ ସାନଭି ସେନ ଏକାଦଶ ବିଜୟର ମୁକୁଟ ପନ୍ଧିଛି…
Read More...