Daily Archives

ଛତ୍ରପୁର ବିଦ୍ୟୁତ ବିଭାଗୀୟ ବିଶ୍ୱକର୍ମା ପୂଜା ପରିଦର୍ଶନରେ ବିଧାୟକ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ଉପଖଣ୍ଡ ବିଦ୍ୟୁତ୍ ବିଭାଗୀୟ କାର୍ଯ୍ୟାଳୟର ପୂଜା ମଣ୍ଡପରେ ଆୟୋଜିତ ବିଶ୍ୱକର୍ମା ପୂଜା ସମ୍ଭାରର ୪ର୍ଥ ଦିବସର ସନ୍ଧ୍ୟାରେ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ଯୋଗଦେଇ ଠାକୁରଙ୍କ ବିଭୂକୃପା ଲାଭ କରିଥିଲେ । ବିଧାୟକ ତାଙ୍କରି
Read More...

ବଡସାଇମରାରୁ ବିରଞ୍ଚି ତାଣ୍ଡି ନାମକ ଜଣେ ବ୍ୟକ୍ତି ୪ ଦିନ ହେବ ଘରୁ ନିଖୋଜ : ଥାନାରେ ମାମଲା ରୁଜ୍ଜୁ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ବଡସାଇମରା ପଞ୍ଚାୟତ ସଦର ଗ୍ରାମର ବିରଞ୍ଚି ତାଣ୍ଡି ନାମକ ଜଣେ ୫୬ ବର୍ଷୀୟ ବ୍ୟକ୍ତି ଗତ ୪ଦିନ ହେବ ଘରୁ ନିଖୋଜ ଥିବା ନେଇ ତାଙ୍କ ପୁଅ ଶିବ ତାଣ୍ଡି(୨୨) ଥାନାରେ ଏତଲା ଦେଇଛନ୍ତି । ବିରଞ୍ଚି ଗତ ୧୬ ତାରିଖ
Read More...

ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ବିଶେଷ ଅଭିଯାନ ୪.୦ରେ ଭାଗ ନେବା ପାଇଁ ପ୍ରସ୍ତୁତି

ଏହି ଅଭିଯାନରେ ୨ରୁ ୩୧ ଅକ୍ଟୋବର ୨୦୨୪ ମଧ୍ୟରେ ସ୍ୱଚ୍ଛତାରେ ସୁଧାର ଏବଂ ବକେୟା ମାମଲାର ସମାଧାନ ଉପରେ ଗୁରୁତ୍ୱ ଦିଆଯିବ ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୃଷ୍ଟିକୋଣ ଦ୍ୱାରା ଅନୁପ୍ରାଣିତ ହୋଇ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଏହାର କ୍ଷେତ୍ରୀୟ
Read More...

ସିଲେଟପଡ଼ାରୁ ଜଣେ ୨୧ବର୍ଷୀୟା ଯୁବତୀ ୩ ଦିନ ହେବ ଘରୁ ନିଖୋଜ : ଥାନାରେ ମାମଲା ରୁଜ୍ଜୁ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ଲଖନା ପଞ୍ଚାୟତ ସିଲେଟପଡ଼ା ଗ୍ରାମର ମିଥିଳା ରଣା ନାମକ ଜଣେ ୨୧ବର୍ଷୀୟା ଯୁବତୀ ତିନି ଦିନ ହେବ ଘରୁ ନିଖୋଜ ହୋଇଯାଇଥିବା ନେଇ ଥାନାରେ ଏତଲା ହୋଇଛି । ସିଲେଟପଡ଼ା ଗ୍ରାମର ତାରାଚନ୍ଦ ରଣାଙ୍କ ଝିଅ ମିଥିଳା ଗତ ୧୭
Read More...

ପଶ୍ଚିମ ଓଡିଶା ବିକାଶ ପରିଷଦ ଜିଲ୍ଲା କାର୍ଯ୍ୟାଳୟ

ଛଅ ଟଙ୍କାର ଘୋଡାକୁ ନଅ ଟଙ୍କାର ଦାନା – ହେମନ୍ତ ପଣ୍ଡା ବଲାଙ୍ଗିର, (କେପିଏନ୍‌ଏସ୍‌) : ପଶ୍ଚିମ ଓଡିଶା ବିକାଶ ପରିଷଦର ମୁଖ୍ୟ ଦପ୍ତର ପଶ୍ଚିମ ଓଡିଶାର ଏକ ଜିଲ୍ଲାରେ ଖୋଲିବାକୁ ଦୀର୍ଘ ଦିନ ଧରି ଜୋର୍‌ଦାର୍‌ ଦାବୀ ହେବା ପରେ ଏହାକୁ ପ୍ରଶମିତ କରିବା ପାଇଁ ପଶ୍ଚିମ ଓଡିଶା ବିକାଶ ପରିଷଦ
Read More...

ପାଇକମାଲରେ କୋଶଲ ଅସ୍ମିତା ରଥ

କୋଶଲୀକୁ ମିଳୁ ସାମ୍ବିଧାନିକ ସ୍ୱୀକୃତି ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପାଇକମାଲ ଠାରେ ପହଁଚିଛି କୋଶଲ ଅସ୍ମିତା ରଥ । ପାଇକମାଲ ସହରରେ କୋଶଲ କଳାକାର ସଂଘ ତରଫରୁ ଭବ୍ୟ ସ୍ୱାଗତ କରାଯାଇଥିଲା । ସଂଘର ସଭାପତି ଟାଇଲ ଚନ୍ଦ୍ର ଭୋଇ, ଚାଷୀନେତା ପନ୍ନାଲାଲ ସେଠ, ନୃସିଂନାଥ
Read More...

ଜଟଗଡ ଓ ସୋରିପଡ଼ାରେ ଜଙ୍ଗଲି ବରାହ ଉପଦ୍ରବରେ ମକା ଚାଷ ନଷ୍ଟ

ନୂଆପଡ଼ା, (ଅଜିତ ବେହେରା) : ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ ଜଟଗଡ ଗ୍ରାମପଞ୍ଚାୟତର ଜଟଗଡ଼, ସୋରିପଡ଼ାରେ ଜଙ୍ଗଲି ବରାହ ଉପଦ୍ରବ ଦେଖାଦେଇଛି । ଏଥିରେ ୧୦ ଏକର ମକା ଚାଷ ନଷ୍ଟ ହୋଇଥିବା ଚାଷୀ ଅଭିଯୋଗ କରିଛନ୍ତି । ଗତ କିଛିଦିନ ହେଲା ଜଟଗଡ଼ ଓ ସୋରିପଡ଼ାରେ ବରାହ ଉପଦ୍ରବ ଦେଖା
Read More...

କୁମାରକେଳି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସୁନିତା ଓ୍ଵିଲିୟମସଙ୍କ ୫୯ ତମ ଜନ୍ମଦିବସ ପାଳିତ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ମାନବ କଲ୍ୟାଣ ପାଇଁ ଉତ୍ସର୍ଗୀକୃତ, ସାହସ ଓ ତ୍ୟାଗର ଜ୍ୱଳନ୍ତ ଉଦାହରଣ ଭାରତୀୟ ମୂଳବଂଶୋଭବ, ଆମେରିକୀୟ ମହାକାଶଚାରୀ ସୁନିତା ଓ୍ଵିଲିୟମସ ତାଙ୍କ ୫୯ ତମ ଜନ୍ମଦିବସକୁ ପ୍ରଥମ ଥର ପାଇଁ ପାଳନ କରିବେ ମହାକାଶରେ । ଭାରତ, ଆମେରିକା ସମେତ ସମଗ୍ର ବିଶ୍ୱରୁ
Read More...

ସମଗ୍ର ଶିକ୍ଷା ଯୋଜନା ଭିତ୍ତିକ ସ୍ୱତନ୍ତ୍ର ବୈଠକ

୧୨୬୪ ଜଣ କନିଷ୍ଠ ଶିକ୍ଷକ ନିଯୁକ୍ତି ତାଲିକାର ଅନୁମୋଦନ ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାରେ ସମଗ୍ର ଶିକ୍ଷା ଯୋଜନା ଭିତ୍ତିକ ୧୨୬୪ ଜଣ କନିଷ୍ଠ ଶିକ୍ଷକ ନିଯୁକ୍ତି ତାଲିକାର ଅନୁମୋଦନ ସକାଶେ ଜିଲ୍ଲା ପରିଷଦର ସ୍ୱତନ୍ତ୍ର ବୈଠକ ଗୁରୁବାର ଅନୁଷ୍ଠିତ ହୋଇଯାଇଛି ।
Read More...

ଫରେଷ୍ଟରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ଘଟଣା : ଉଚ୍ଚ ଅଧିକାରୀଙ୍କ ନାଁରେ ଆସିଲା ଅଭିଯୋଗ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସ୍ଥିତ ସରକାରୀ ବାସଭବନରୁ ଜଣେ ଫରେଷ୍ଟରଙ୍କ ଝୁଲନ୍ତା ମୃତଦେହ ଜବତ ହୋଇଛି । ମୃତ ଫରେଷ୍ଟର ହେଲେ ରାୟଗଡ଼ାର ସଞ୍ଜୟ ନାୟକ । ଭବାନୀପାଟଣା ଟାଉନ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ
Read More...