Monthly Archives

January 2024

ଏସ୍ଇସିଏଲ୍‌ ଏବଂ ଏମ୍‌ସିଏଲ୍‌ ଦ୍ୱାରା ତାପଜ ବିଦ୍ୟୁତ ପ୍ଲାଣ୍ଟ ସ୍ଥାପନ ପାଇଁ ଇକ୍ୟୁଟି ନିବେଶକୁ ମଞ୍ଜୁର କଲା…

● ସୁନ୍ଦରଗଡ଼ ଜିଲ୍ଲାରେ ଏମ୍‌ବିପିଏଲ୍‌ ଜରିଆରେ ୨x୮୦୦ ମେଗାୱାଟ୍‌ କ୍ଷମତା ବିଶିଷ୍ଟ ତାପଜ ବିଦ୍ୟୁତ ପ୍ଲାଣ୍ଟ ପ୍ରତିଷ୍ଠା କରିବ ଏମ୍‌ସିଏଲ୍● ଏମ୍‌ପିପିଜିସିଏଲ୍‌ ସହ ଯୌଥ ଉଦ୍ୟୋଗ ଜରିଆରେ ୧x୬୬୦ ମେଗାୱାଟ୍‌ କ୍ଷମତା ସମ୍ପନ୍ନ ତାପଜ ବିଦ୍ୟୁତ କେନ୍ଦ୍ର ପ୍ରତିଷ୍ଠା କରିବ ସାଉଥ୍‌ ଇଷ୍ଟର୍ଣ୍ଣ…
Read More...

ବେଷ୍ଟ ରିପୋର୍ଟର ଆୱାର୍ଡରେ ସମ୍ବର୍ଦ୍ଧିତ ହେଲେ ସାମ୍ବାଦିକ ହୁଲେଶ୍ୱର ହଂସ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ବଳଧା ପଞ୍ଚାୟତ ସିନ୍ଧିଭାଡ଼ି ଗ୍ରାମରେ ଚାଲିଥିବା ମା' ବସ୍ତ୍ରାଣୀ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ବେଷ୍ଟ ରିପୋର୍ଟର ଆୱାର୍ଡରେ ସମ୍ବର୍ଦ୍ଧିତ ହୋଇଛନ୍ତି କଣ୍ଟାବାଞ୍ଜି ଅଞ୍ଚଳର ଯୁବ ସାମ୍ବାଦିକ ହୁଲେଶ୍ୱର ହଂସ ।…
Read More...

ନକଲି ସାର୍ଟିଫିକେଟ୍‌ ପରେ ଏବେ ନକଲି ନିଯୁକ୍ତି ପତ୍ର ମାମଲା ବଲାଙ୍ଗିରରେ ସୃଷ୍ଟି କରିଛି ହଇଚଇ

ବଲାଙ୍ଗିର, (କେପିଏନ୍‌ଏସ୍‌) : ନକଲି ସାର୍ଟିଫିକେଟ୍‌ ପରେ ଏବେ ନକଲି ନିଯୁକ୍ତି ପତ୍ର ମାମଲା ବଲାଙ୍ଗିରରେ ହଇଚଇ ସୃଷ୍ଟି କରିଛି । ସୂଚନା ଅନୁସାରେ ଗତ ୧୬ ତାରିଖ ଦିନ ଜଣେ ଯୁବତୀ ତୁଷୁରା ୱେଲ୍‌ଫେୟାର ଏକ୍ସଟେନ୍‌ସନ୍‌ ଅଫିସର୍‌ ନିଯୁକ୍ତି ପତ୍ର ନେଇ ବଲାଙ୍ଗିର ଜିଲ୍ଲା ମଙ୍ଗଳ…
Read More...

ଚଲକି ଛକରେ ଚଲକି, ଇଚ୍ଛାପଡ଼ା ଓ ବାନ୍ଦୁପଲା ପଞ୍ଚାୟତର ବିଜେଡ଼ି କର୍ମୀ ସମ୍ମିଳନୀ ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ମୁରିବାହାଲ ବ୍ଲକ ଚଲକି ଛକ ମଣ୍ଡପଠାରେ ଇଚ୍ଛାପଡା, ଚଲକି ଓ ବାନ୍ଧୁପଲା ତିନୋଟି ଗ୍ରାମପଂଚାୟତର ସମସ୍ତ ବିଜେଡି କର୍ମୀ ଆବାହକ ଦିଲ୍ଲୀପ ମହାନ୍ତିଙ୍କ ଆବାହନରେ ଯୋଗଦାନ କରି ଏକ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା…
Read More...

ମା’ ମାଉଳି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଭୁସଲାଡ଼ ଗ୍ରାମରେ ମା' ମାଉଳି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ ହୋଇଯାଇଛି । ଏହି ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ବଙ୍ଗୋମୁଣ୍ଡା ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି ତଥା ସିନ୍ଧେକେଲା ସମିତି…
Read More...

ପୂର୍ବକାଳର ଶୈଳୀରେ ମଂଚସ୍ଥ ହେଲା ଗୀତିନାଟ୍ୟ ଲକ୍ଷ୍ମୀପୁରାଣ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣକୁ ସ୍ମରଣ କରିବା ଉଦ୍ଦେଶ୍ୟରେ ଟ୍ରେଣ୍ଡି ଏକାଡ଼େମୀ, ମା' କଳାପାଟ କ୍ଲବ, ପାଣିସିଆଳି ଓ ଜିଲ୍ଲା ସଂସ୍କୃତି ପରିଷଦ, ସୁବର୍ଣ୍ଣପୁରର ମିଳିତ ଉଦ୍ୟମରେ ସୁବର୍ଣ୍ଣପୁରର ନୂଆଁ ଟାଉନ୍‌ ହଲ୍‌ରେ ମଂଚସ୍ଥ ହୋଇଯାଇଛି…
Read More...

ଭେଷଜ ରମ୍ଭାବତୀ ମହାବିଦ୍ୟାଳୟରେ ନୂଆ-ଓ ଓଡ଼ିଆ ସାହିତ୍ୟ ପ୍ରତିଯୋଗିତା

ସୁନ୍ଦରଗଡ଼, (କେପିଏନ୍‌ଏସ୍‌) : କୁଣ୍ଡୁକେଲା ସ୍ଥିତ ଭେଷଜ ରମ୍ଭାବତୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂଆ-ଓ ଓଡ଼ିଆ ସାହିତ୍ୟ ପ୍ରତିଯୋଗିତା ଉଦ୍‌ଘାଟିତ ହୋଇଯାଇଛି । ଏହି ଉତ୍ସବରେ ବିଶିଷ୍ଟ କବି ପ୍ରସାଦୀ ସାହୁ ମୁଖ୍ୟ ଅତିଥି ଏବଂ ସୁସାହିତ୍ୟିକା ଶୁଭଲକ୍ଷ୍ମୀ ନାୟକ ମୁଖ୍ୟବକ୍ତା ଭାବରେ…
Read More...

କଥାକାର ସୁକାନ୍ତ ସାହୁଙ୍କୁ ପୁସ୍ତକମେଳା ଗଳ୍ପ ସମ୍ମାନ

ଭବାନୀପାଟଣା, (କେପିଏନ୍‌ଏସ୍‌) : ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟ ଖେଳପଡ଼ିଆରେ ଅନୁଷ୍ଠିତ ୧୦ମ ବ୍ରହ୍ମପୁର ମହାନଗର ପୁସ୍ତକମେଳା ଉଦ୍‌ଯାପନୀ ଉତ୍ସବରେ ବିଶିଷ୍ଟ କଥାକାର ସୁକାନ୍ତ ସାହୁଙ୍କୁ ପୁସ୍ତକମେଳା ଗଳ୍ପ ସମ୍ମାନ ପ୍ରଦାନ କରାଯାଇଛି । କବି ସୁଶାନ୍ତ ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ…
Read More...

ଗୌରଗୋଠଠାରେ ଶ୍ରୀ ବଡ଼ଦେଓ ଯାତ୍ରା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ତୁଷୁରା ଥାନା ଅନ୍ତର୍ଗତ ଗୌରଗୋଠଠାରେ ଶ୍ରୀ ବଡଦେଓ ଯାତ୍ରା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ବରୁଆ ଦେହରେ ଶ୍ରୀ ବଡଦେଓ ଆବିର୍ଭାବ ହୋଇ ଭକ୍ତଙ୍କ ସମସ୍ୟା ବୁଝିଥିଲେ । ଏପରିକି ଶ୍ରୀ ବଡଦେଓଙ୍କ ଶରଣ ନେଲେ ମାନସିକ ରୋଗୀ ଆରୋଗ୍ୟ…
Read More...

ପୁରୀରେ ପ୍ରଦର୍ଶିତ ହେବ ଐତିହାସିକ ନାଟକ ‘ଆହେ ନୀଳଶଇଳ’

ପୁରୀ : ରାଜଧାନୀ ଭୁବନେଶ୍ୱର, ବେଙ୍ଗାଲୁରୁ ଓ ନୂଆଦିଲ୍ଲୀରେ ପରିବେଷିତ ହୋଇ ଓଡ଼ିଆ ମଞ୍ଚନାଟକ କ୍ଷେତ୍ରରେ ଚହଳ ସୃଷ୍ଟି କରିଥିବା ଐତିହାସିକ ନାଟକ ‘ଆହେ ନୀଳଶଇଳ’ ଆଜି ସଂଧ୍ୟା ୬.୩୦ରେ ଶ୍ରୀକ୍ଷେତ୍ର ପୁରୀରେ ପ୍ରଦର୍ଶିତ ହେବ । ଶ୍ରୀଜଗନ୍ନାଥଙ୍କ ମହାପର୍ବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର…
Read More...