Daily Archives

ମୁକ୍ତା ଯୋଜନାରେ ମାଷ୍ଟର ଟ୍ରେନରଙ୍କ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଉ୍‌ଦଘାଟିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପୌରପରିଷଦ ପକ୍ଷରୁ ଜିଲ୍ଲାର ସମସ୍ତ ୫ଗୋଟି ପୌରାଞ୍ଚଳର ୨୫ଜଣ ମାଷ୍ଟର ଟ୍ରେନରଙ୍କ ପାଇଁ ୨ ଦିନିଆ ମୁକ୍ତା ଦକ୍ଷତା ବିକାଶ କାର୍ଯ୍ୟକ୍ରମ ବୁଧବାର ତା.୧୦-୦୧-୨୦୨୪ରୁ ୧୧.୦୧.୨୦୨୪ ଜିଲ୍ଲା ପଞ୍ଚାୟତ ସାଧନ କେନ୍ଦ୍ରଠାରେ ଆୟୋଜିତ ହୋଇଯାଇଛି । ରାଜ୍ୟ
Read More...

ଟିଟିଲାଗଡ଼ ବଣିକ ସଂଘର ବାର୍ଷିକ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଟିଟିଲାଗଡ଼ ବଣିକ ସଂଘର ବାର୍ଷିକ ସାଧାରଣ ପରିଷଦ ବୈଠକ ଗୁରୁବାର ଦିନ ସ୍ଥାନୀୟ ଅଭିମନ୍ୟୁ କଲ୍ୟାଣ ମଣ୍ଡପଠାରେ ସଭାପତି ଶମ୍ଭୁପ୍ରସାଦ ଗୋୟଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବିଭିନ୍ନ ସମସ୍ୟା
Read More...

ଗଞ୍ଜାମ ଗ୍ରସ୍ତରେ ଓଡିଶାର ମହାମହିମ ରାଜ୍ୟପାଳ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଓଡ଼ିଶାର ମହାମହିମ ରାଜ୍ୟପାଳ ରଘୁବର ଦାଶ ଗଞ୍ଜାମ ଗସ୍ତରେ ଆସି ଗଞ୍ଜାମ ବ୍ଲକ ହୁମ୍ମା ପଞ୍ଚାୟତରେ ଥିବା ଅଙ୍ଗନବାଡି କେନ୍ଦ୍ର ୪ରେ ସରକାରଙ୍କ ପୋଷଣ ପକ୍ଷ ନେଇ ଉପସ୍ଥିତ କୋମଳମତି ଶିଶୁ ଓ କର୍ମଚାରୀଙ୍କ ସହିତ ଆଲୋଚନା କରିଛନ୍ତି । ମହାମହିମ ରାଜ୍ୟପାଳ
Read More...

ବଣାଇଗଡ଼ ମହାବିଦ୍ୟାଳୟରେ ଜରୁରୀ ବୈଠକ ଅନୁଷ୍ଠିତ

ବଣାଇ, (ହବିବ ମହମ୍ମଦ ଖାନ) : ଆଜି ବଣାଇଗଡ଼ ମହାବିଦ୍ୟାଳୟଠାରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଅଧ୍ୟକ୍ଷ ଜେନାମଣୀ ସାହୁଙ୍କ ଅଧକ୍ଷତାରେ ଆହୁତ ବୈଠକରେ ବିଗତ ଦିନରେ ସ୍ଵର୍ଣ୍ଣ ଜୟନ୍ତୀ ସମାରୋହର ଆୟବ୍ୟୟର ତଥ୍ୟ ପୁରାତନ ଛାତ୍ର ସଂସଦ ଅଧ୍ୟକ୍ଷ ଶୁଭେନ୍ଦ୍ର ନାଥ ମଲ୍ଲିକ ପ୍ରଦାନ
Read More...

ମା’ ବସ୍ତ୍ରାଣୀ ଫୁଟବଲ ଟୁର୍ଣ୍ଣାମେଣ୍ଟ : କଣ୍ଟାବାଞ୍ଜିକୁ ୨-୧ ଗୋଲ୍‌ରେ ପରାସ୍ତ କରି ବଡ଼ଗମଡ଼ା ବିଜୟୀ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ବଳଧା ପଞ୍ଚାୟତ ସିନ୍ଧିଭାଡ଼ି ଗାଁର ପଟୁଆ ଡୁଙ୍ଗରି ଖେଳପଡିଆରେ ଚାଲିଥିବା ମା' ବସ୍ତ୍ରାଣୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆଜି ଦ୍ଵିତୀୟ ଦିବସରେ ପହଞ୍ଚିଛି । ଦ୍ଵିତୀୟ ଦିବସରେ ମୁଖ୍ୟ ଅତିଥି ଭାବେ ବିରିପାଲି ସରପଞ୍ଚ
Read More...

ଜରୁରୀକାଳୀନ ସୁବିଧାରୁ ବଞ୍ଚିତ କଳିଙ୍ଗା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର : ରୋଗୀ ହନ୍ତସନ୍ତ, ତୁରନ୍ତ ପ୍ରତିକାର ପାଇଁ…

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ସ୍ୱଚ୍ଛ ଭାରତ ମିଶନ ଯୋଜନାରେ ଘରେଘରେ ଶୌଚାଳୟ ନିର୍ମାଣ ହେଲା । ଗାଁ ଗାଁରେ ଗୋଷ୍ଠୀ ଶୌଚାଳୟ ନିର୍ମାଣ ହେଲା । ସ୍ୱଚ୍ଛତା ନାଁରେ ପ୍ରଚାର ପ୍ରସାର ଚାଲିଲା । ଲକ୍ଷାଧିକ ଟଙ୍କା ବ୍ୟୟ ହେଲା ହେଲେ ଫଳଶୂନ । କାରଣ ସର୍ବସାଧାରଣଙ୍କ ବ୍ୟବହାର
Read More...

କଂଟାବାଂଜି କେ.ଭି.କଲେଜ ପଡିଆରେ ଫାଇଭ୍‌-ଟି ତଥା ଆମ ଓଡିଶା ନବୀନ ଓଡିଶାଙ୍କ କାର୍ଯ୍ୟକ୍ରମ

ଅଂଚଳର ବିକାଶ ପାଇଁ ଅର୍ଥର ଅଭାବ ରହିବ ନାହିଁ : ଶ୍ରୀ ପାଣ୍ଡିଆନଜିଲ୍ଲାର ବିକାଶରେ ବିରୋଧୀ ବାଧା ସୃଷ୍ଟି କରୁଛନ୍ତି : ଶ୍ରୀ ପାଣ୍ଡିଆନକଂଟାବାଂଜି ନିର୍ବାଚନ ମଣ୍ଡଳୀ ଅଂଚଳର ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ, ଗମନା ଗମନ, ଜଳସେଚନର ବିକାଶ ପାଇଁ ୬୦ କୋଟିର ଅନୁଦାନମହିଳାମାନଙ୍କ ପ୍ରତି
Read More...

ଦାମୀ ଗାଡି ଛାଡି ଖସି ପଳାଇଲେ ଲୁଟେରା

ଉଦଳା : ୧୨ ଲକ୍ଷ ଟଙ୍କାର ଗାଡି ନେଇ ଆସି ଲୁଟ୍ କଲେ ଲୁଟେରା । ଲୁଟ୍ କରିବା ପରେ ପୋଲିସ ହାବୁଡ଼ରୁ ବଞ୍ଚିବା ପାଇଁ ବାଟ ହୁଡ଼ିଗଲେ । ଏଭଳି ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ରାଣୀବନ୍ଧ ଗଙ୍ଗାହାର ପୋଲ ଉପରେ । ସୂଚନା ଅନୁଯାୟୀ ଗଙ୍ଗାହାର ବାଉଁଶ ପୋଲ ଉପରେ ଗାଡି ପାରକରି ନ
Read More...

ଆଫଗାନିସ୍ତାନରେ ବଡ଼ ଧରଣର ଭୂକମ୍ପ

ନୂଆଦିଲ୍ଲୀ : ଭୂକମ୍ପରେ ଥରିଲା ଆଫଗାନିସ୍ତାନ । ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୬.୧ ରହିଛି । ଏହି ଭୂକମ୍ପର କେନ୍ଦ୍ରସ୍ଥଳ ଥିଲା ଆଫଗାନିସ୍ତାନର ଫୈଜାବାଦ । ତେବେ ଏହାର ପ୍ରଭାବ ଭାରତ ଏବଂ ପାକିସ୍ତାନର କିଛି ଅଞ୍ଚଳରେ ଦେଖିବାକୁ ମିଳିଛି । ୟୁରୋପୀୟ ଭୂମଧ୍ୟସାଗରୀୟ ଭୂକମ୍ପ ବିଜ୍ଞାନ
Read More...

ସତ୍ୟବାଦୀ ହାଇସ୍କୁଲରେ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ୍ ଧଣ୍ଡାମାଳ ଗ୍ରାମପଞ୍ଚାୟତର ସତ୍ୟବାଦୀ ହାଇସ୍କୁଲର ଚତୁର୍ଥ ଶ୍ରେଣୀ କର୍ମଚାରୀ ରାଜକୁମର ଭୋଇଙ୍କ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ପ୍ରଶାନ୍ତ କୁମାର ଯୋଷୀଙ୍କ ସଭାପତିତ୍ୱରେ
Read More...