Yearly Archives

2023

କପ୍‌ ସିରପ୍‌ ବେପାରୀଙ୍କୁ ଗିରଫ କଲା ବେଲପଡା ପୋଲିସ

ବେଲପଡ଼ା, (ଭୋଜରାଜ ଦଣ୍ଡସେନା) : ଦିନକୁ ଦିନ ବେଲପଡା ପୋଲିସ ତାର ପାୱାର ଦେଖାଇବାରେ ଲାଗିଛି । ଯେଉଁ ଦିନଠାରୁ ନୂତନ ଥାନା ଅଧିକାରୀ ସୁଶାନ୍ତ କୁମାର ଦାସ ବେଲପଡାକୁ ଆସିଲେ ସେହିଦିନଠାରୁ ବେଲପଡାରେ ଚାଲିଥିବା ଚୋରା ମଦ, ସଟ୍ଟା ଖେଳ, କପ୍‌ ସିରପ୍‌ ବେପାରୀଙ୍କ ନିଦ ହଜିଯାଇଛି । ଏହି
Read More...

ଡେଲାଙ୍ଗ ମହୋତ୍ସବ କମିଟି ପକ୍ଷରୁ ଗୁରୁ ଦିବସ ପାଳିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଆମର ରାଷ୍ଟ୍ରଗୁରୁ, ମହାନ ଦାର୍ଶନିକ, ରାଷ୍ଟ୍ରଦୂତ, ଉପରାଷ୍ଟ୍ରପତି ତଥା ରାଷ୍ଟ୍ରପତି ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ଜୟନ୍ତୀ ଦିବସ ଅର୍ଥାତ ସେପ୍ଟେମ୍ବର ମାସର ପାଞ୍ଚ ତାରିଖ ଗୁରୁ ଦିବସ ରୂପେ ସାରା ଦେଶ ପାଳନ କରୁଛି । ଶିକ୍ଷକମାନଙ୍କର ସମ୍ମାନାର୍ଥେ
Read More...

ଜନ୍ମାଷ୍ଟମୀ ଉପଲକ୍ଷେ ଶିଶୁ ମନ୍ଦିର ଛାତ୍ରଛାତ୍ରୀଙ୍କ ନଗର ପରିକ୍ରମା

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଖପ୍ରାଖୋଲ ବ୍ଲକ ଅଂଚଳର ବିଭିନ୍ନ ସ୍ଥାନରେ ଜନ୍ମାଷ୍ଟମୀ ପର୍ବ ଆନନ୍ଦ ଉତ୍ସାହ ମଧ୍ୟରେ ପାଳିତ ହୋଇଯାଇଛି । ପ୍ରସିଦ୍ଧ ହରିଶଙ୍କର ମନ୍ଦିର ସମେତ ବିଭିନ୍ନ ମନ୍ଦିରରେ ଶ୍ରଦ୍ଧାଳୁମାନଙ୍କର ଭିଡ ଲାଗି ରହିଥିଲା । ଶ୍ରଦ୍ଧାଳୁମାନେ ଉପାସ ରହିବା ସହିତ ମନ୍ଦିରକୁ
Read More...

ସଇଁତଲାରେ ନବରାତ୍ର ଦୁର୍ଗାପୂଜା ରୌପ୍ୟ ଜୟନ୍ତୀ ପାଇଁ ପ୍ରସ୍ତୁତି ବୈଠକ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ସ୍ଥିତ ସ୍ଥାନୀୟ ଦୁର୍ଗାମଣ୍ଡପ ପରିସରରେ ସାର୍ବଜନୀନ ନବରାତ୍ର ଦୂର୍ଗାପୂଜା ରୌପ୍ୟ ଜୟନ୍ତୀ କମିଟିର ସ୍ଥାୟୀ ସଭାପତି ସୁରେନ୍ଦ୍ର ସିଂ ଭୋଇଙ୍କ ସଭାପତିତ୍ବରେ ରୌପ୍ୟ ଜୟନ୍ତୀ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି
Read More...

ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ଜନ୍ମାଷ୍ଟମୀ ଉତ୍ସବ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ଜନ୍ମାଷ୍ଟମୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଆଚାର୍ଯ୍ୟ କିଶୋର ଚନ୍ଦ୍ର ତ୍ରିପାଠୀଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ଶିକ୍ଷକ ଚମରା ମହାଖୁଡ଼ ଯୋଗ ଦେଇଥିବା ବେଳେ
Read More...

ପବିତ୍ର ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉତ୍ସବ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ପବିତ୍ର ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉତ୍ସବ ପାଳିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବରେ ଦ୍ୱାଦଶ କୁମାର ପଧାନ (ସଂକୁଳ ପ୍ରମୁଖ) ଯୋଗ ଦେଇ ଦୀପ ପ୍ରଜ୍ୱଳନ କରିଥିଲେ । ଅନ୍ୟତମ ଅତିଥି ଭାବରେ ଜନକଲାଲ ମେହେର
Read More...

ବରିଷ୍ଠ ସାମ୍ବାଦିକ ସ୍ୱର୍ଗତ ସତ୍ୟ ନାରାୟଣ ବେହେରାଙ୍କ ଜନ୍ମ ବାର୍ଷିକ ପାଳିତ

ତଥ୍ୟ ସହ ସତ୍ୟର ଉପସ୍ଥାପନା କରନ୍ତୁ ସାମ୍ବାଦିକସମାଜର ଉନ୍ନତି ଓ ସଂସ୍କାରକୁ ଆୟୁଧ କରନ୍ତୁ ସାମ୍ବାଦିକ ବଲାଙ୍ଗିର, (କେପିଏନ୍‌ଏସ୍‌) : ଲୋକପ୍ରିୟ ବରିଷ୍ଠ ସାମ୍ବାଦିକ, ସ୍ତମ୍ଭକାର, ନାଟ୍ୟକାର ସ୍ୱର୍ଗତ ସତ୍ୟନାରାୟଣ ବେହେରାଙ୍କ ଜନ୍ମ ବାର୍ଷିକ ସମାରୋହ ବୁଧବାର ସ୍ଥାନୀୟ ସାମ୍ବାଦିକ
Read More...

ବରିଷ୍ଠ ଅଭିକର୍ତ୍ତାଙ୍କ ବୀମା ସପ୍ତାହ ପାଳନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସକାଳ ୧୦ଟା ସମୟରେ ସ୍ଥାନୀୟ ସୁଦପଡା କଲ୍ୟାଣ ମଣ୍ଡପଠାରେ ବରିଷ୍ଠ ଅଭିକର୍ତ୍ତାଙ୍କ ବୀମା ସପ୍ତାହ ପାଳନ ହୋଇଯାଇଛି । ଏହି ଅବସରରେ ଏଲ୍‌ଆଇସିର ଭୂମିକା ସମାଜ ଉପରେ କିଭଳି ଅଛି ସେ ଉପରେ ଆଲୋଚନା କରାଯାଇଥିଲା । ଏଥିରେ ସର୍ବଶ୍ରୀ ସୁଶାନ୍ତ ଷଡଙ୍ଗୀ,
Read More...

ଆର୍ଯ୍ୟ ସମାଜ ପକ୍ଷରୁ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତ ସେପ୍ଟେମ୍ବର ୨ ତାରିଖ ୨୦୨୩ ଶନିବାର ଅପରାହ୍ନ ୫ ଘଣ୍ଟା ସମୟରେ ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ଆୟୁଧ ନିର୍ମାଣୀ କ୍ଷେତ୍ର ବଡ଼ମାଳ ମାଉସୀ ମା' ମନ୍ଦିର ସଭାଗୃହରେ ବଡ଼ମାଳ ଆର୍ଯ୍ୟ ସମାଜରେ ୧୧ କୁଣ୍ଡୀୟ ବୈଦିକ ମହାଯଜ୍ଞ, ହବନ, ଭଜନ ଓ ପ୍ରବଚନ କାର୍ଯ୍ୟକ୍ରମ
Read More...

ହେଭେନ୍ ରାଇଟ୍ସ ତରଫରୁ ଗୁରୁଦିବସ ପାଳିତ

କଟକ : ହେଭେନ୍ ରାଇଟ୍ସ ତରଫରୁ ଗୁଗଲ ମିଟ୍‌ ମାଧ୍ୟମରେ ଗୁରୁଦିବସ ପାଳିତ ହୋଇଯାଇଛି । ଏହି ସଭାରେ ଓଡ଼ିଶାର କୋଣ ଅନୁକୋଣରୁ ସାହିତ୍ୟ ପ୍ରେମୀ ଯୋଗ ଦେଇଥିଲେ । ମୁଖ୍ୟ ଅତିଥି ଭାବରେ ଯାଜପୁରରୁ ସୁସାହିତ୍ୟିକ ଆଶୁତୋଷ ମିଶ୍ର ଓ ବଲାଙ୍ଗିରରୁ ଅଧ୍ୟାପକ ତଥା ସୁନାମଧନ୍ୟ ବ୍ୟଙ୍ଗକବି, ନାଟ୍ୟ
Read More...