Yearly Archives

2023

ବିଦ୍ୟୁତ୍‌ ଆଘାତରେ ଜଣେ ମହିଳା ମୃତ

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଥାନା ଜୁରାବନ୍ଧ ପଂଚାୟତ ତାଲଚକେଲ ଗାଁର ଜଣେ ମହିଳା ଗତକାଲି ସଂଧ୍ୟାରେ ନିଜ ଘରେ ଥିବା ବେଳେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ମୃତ୍ୟୁବରଣ କରିଥିବା ଜଣାପଡିଛି । ମହିଳା ଜଣକ ହେଲେ ବାଲମତି କରୁଆଁ(୫୦) । ପ୍ରାପ୍ତ ସୂଚନା
Read More...

ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉତ୍ସବ ପାଳନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବିଶ୍ୱାତ୍ମ ବିଦ୍ୟା ମନ୍ଦିର ସାହାଜବାହାଲଠାରେ ମହାସମାରୋହର ସହିତ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉତ୍ସବ ପାଳନ କରାଯାଇଛି । ବିଦ୍ୟା ମନ୍ଦିରର ସମସ୍ତ ଛାତ୍ରୀ ରାଧାରାଣୀ ବେଶ ଏବଂ ଛାତ୍ର ଗଣ ଶ୍ରୀକୃଷ୍ଣ ବେଶରେ ସୁସଜ୍ଜିତ ହୋଇଥିଲେ । ମୁଖ୍ୟ ଆଚାର୍ଯ୍ୟ ଚନ୍ଦ୍ର
Read More...

ବେଲପଡାଠାରେ ଭାଲୁମୁଣ୍ଡା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପକ୍ଷରୁ ଜନ୍ମାଷ୍ଟମୀ ପାଳିତ

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ବେଲପଡା ପଂଚାୟତ କାର୍ଯ୍ୟାଳୟଠାରେ ଭାଲୁମୁଣ୍ଡା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପକ୍ଷରୁ ଜନ୍ମାଷ୍ଟମୀ ମହାସମାରୋହରେ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବେଲପଡା ପଞ୍ଚାୟତ ସରପଞ୍ଚ ଖରତ
Read More...

ଛତ୍ରପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଜନ୍ମାଷ୍ଟମୀ ସମ୍ଭାର

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ଶ୍ରୀରାମନଗରଠାରେ ଅବସ୍ଥାପିତ ସରସ୍ଵତୀ ଶିଶୁବିଦ୍ୟା ମନ୍ଦିରରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପର୍ବ ବର୍ଣ୍ଣାଢ଼୍ୟ ସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ବିଦ୍ୟାଳୟରେ ଅଧ୍ୟୟନରତ ଶିଶୁମାନଙ୍କ ମଧ୍ୟରେ ଶ୍ରୀକୃଷ୍ଣ ବେଶ, ରାଧା ଓ
Read More...

ରାଜ୍ୟରେ ପ୍ରଥମ କରି ଗଞ୍ଜାମ ଜିଲ୍ଲାରେ ସ୍ୱଳ୍ପ ସଞ୍ଚୟ ଅଭିକାର୍ତ୍ତାଙ୍କୁ ପରିଚୟ ପତ୍ର ବଣ୍ଟନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ସାଧାରଣ ଲୋକଙ୍କ କଷ୍ଟ ଉପାର୍ଜିତ ଧନକୁ ସଠିକ୍‌ ଓ ସୁରକ୍ଷିତ ବିନିଯୋଗ କରିବା ସକାଶେ ଏକ ସଚେତନତା ଶିବର ବ୍ରହ୍ମପୁର ସ୍ଥିତ ରାଜସ୍ୱ ନିରୀକ୍ଷଣ ବଙ୍ଗଳା ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସ୍ବଳ୍ପ ସଞ୍ଚୟ ସଂଗଠନ ପକ୍ଷରୁ ସ୍ୱଳ୍ପ ସଞ୍ଚୟ
Read More...

ଛତ୍ରପୁର ସଦର ନୂତନ ଥାନାଧିକାରୀଙ୍କୁ ଶୁଭେଚ୍ଛାର ସୁଅ ଛୁଟୁଛି

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ପୋଲିସ ଜିଲ୍ଲା ମୁଖ୍ୟାଳୟ ସଦର ଛତ୍ରପୁର ଆଦର୍ଶ ଥାନାର ନୂତନ ଥାନା ଅଧିକାରୀ ଭାବେ ନିରୋଦ କୁମାର ଦାସ ଅବସ୍ଥାପିତ ହୋଇ ବୁଧବାର ତାଙ୍କ କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ଏହି ସ୍ଥାନରେ ଥିବା ଆଇ.ଆଇ.ସି. ସତ୍ୟରଞ୍ଜନ ପ୍ରଧାନ ଭୁବନେଶ୍ୱର
Read More...

ଗୁରୁ ଦିବସ ଉପଲକ୍ଷେ ବୈତାଳି କ୍ଲଷ୍ଟରରେ ୧୨ ଜଣ ଶିକ୍ଷକଙ୍କୁ ସମ୍ବର୍ଦ୍ଧିତ କଲେ ସିଆର୍‌ସିସି

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଅନ୍ତର୍ଗତ ବୈତାଳି କ୍ଲଷ୍ଟର ସିଆର୍‌ସିସି ଶ୍ରୀ ଦିବସ କୁମାର ସାହୁଙ୍କ ଉଦ୍ୟମ କ୍ରମେ ଗତବର୍ଷ ଭଳି ଏବର୍ଷ ମଧ୍ୟ କ୍ଲଷ୍ଟସ୍ତରୀୟ ଶିକ୍ଷକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ
Read More...

ଉଡାନ ତରଫରୁ ଗୁରୁଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ରୋଟାରୀ ଏଲିଟ୍‌ ବଲାଙ୍ଗିର ତରଫରୁ ଗତ ୦୫ ସେପ୍ଟେମ୍ବର ଦିନ ସ୍ଥାନୀୟ ପୃଥ୍ଵୀରାଜ ହାଇସ୍କୁଲଠାରେ ଉଡାନର "ଗୁରୁଦିବସ" ପାଳିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ରୂପେ ବଲାଙ୍ଗିର ସାଂସଦ ଶ୍ରୀମତୀ ସଂଗୀତା କୁମାରୀ ସିଂହଦେଓ ଯୋଗଦେଇ ଶିକ୍ଷକ ହିଁ ଜଣେ
Read More...

ଟ୍ରକ ଓ କାର ମୁହାଁ ମୁହିଁ ଧକ୍କା : ଚାଳକଙ୍କ ସହ ଦୁଇ ଗୁରୁତର

ନୂଆପଡା, (ନିରାକାର ମେହେର) : ନୂଆପଡା ୩୫୩ ନଂ ଜାତୀୟ ରାଜପଥରେ ସଡକ ଦୁର୍ଘଟଣା । ଟ୍ରକ୍-କାର୍ ମୁହାଁମୁହିଁ ଧକ୍କା ହୋଇଛି । କାର୍ ଚାଳକ ସହ ଦୁଇ ଗୁରୁତର ହୋଇଛନ୍ତି । ଟ୍ରକ୍‌କୁ ଅଟକ ରଖିଛି ନୂଆପଡା ପୋଲିସ । ସୂଚନାଯୋଗ୍ୟ ଯେ, ନୂଆପଡା ୩୫୩ ନଂ ଜାତୀୟ ରାଜପଥ ମହୁଲଭଟା ଛକଠାରେ ସଡକ
Read More...

ଗଞ୍ଜାମ ଜିଲ୍ଲା ଯୁବ ଉପସଭାପତି ହେଲେ ଅକ୍ଷୟ ପ୍ରଧାନ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ବୁଧବାର ଦିନ ଗଞ୍ଜାମ ଜିଲ୍ଲା ବିଜୁ ଜନତା ଦଳ ବିଜେଡି ପକ୍ଷରୁ ଗଞ୍ଜାମ ଜିଲ୍ଲା ଯୁବ ଉପସଭାପତି ଭାବେ ଅକ୍ଷୟ ପ୍ରଧାନ ମନୋନୀତ ହୋଇଥିବା ଜଣାପଡିଛି । ଏନେଇ ବିଜୁଯୁବ ଜନତା ଦଳ ପକ୍ଷରୁ ଏହା ଘୋଷଣା କରାଯାଇଛି । ଛାତ୍ର ଜୀବନରୁ ରାଜନୀତି ଆରମ୍ଭ କରିଥିବା
Read More...