Daily Archives

ଝାରସୁଗୁଡ଼ା ଉପନିର୍ବାଚନରେ ବିଜୟୀ ଦୀପାଳି ଦାସଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଝାରସୁଗୁଡ଼ା : ଝାରସୁଗୁଡ଼ା ଉପନିର୍ବାଚନରେ ବିପୁଳ ଭୋଟରେ ବିଜୟୀ ହୋଇଥିବା ବିଜୁ ଜନତା ଦଳରର ପ୍ରାର୍ଥୀ ଦୀପାଳି ଦାସଙ୍କ ସହ କଥା ହୋଇ ଶୁଭେଚ୍ଛା ଜଣାଇଲେ ବିଜେଡିର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେବାକୁ ମୂଳମନ୍ତ୍ର ଭାବେ ଗ୍ରହଣ କରି ଲୋକଙ୍କ ଉନ୍ନତି ଓ କଲ୍ୟାଣ ପାଇଁ
Read More...

ବିଶିଷ୍ଟ ତବଲା ବାଦକ ରଘୁନାଥ ସାହୁଙ୍କ ପରଲୋକ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଅନ୍ତର୍ଗତ ମୁକୁନ୍ଦପୁର ପଞ୍ଚାୟତ ଥାଳବନ୍ଧ ଗାଁର ବଡ ଗୌନ୍ତିଆଙ୍କ ସାନପୁଅ ତଥା ଅଂଚଳର ବିଶିଷ୍ଟ ତବଲା ବାଦକ ରଘୁନାଥ ସାହୁ(୫୨)ଙ୍କ ଶନିବାର ସକାଳେ ପରଲୋକ ହୋଇଯାଇଛି । ସ୍ୱର୍ଗତ ସାହୁ ଅଞ୍ଚଳରେ ହେଉଥିବା ବିଭିନ୍ନ କୀର୍ତ୍ତନ, ନାଟକରେ ତବଲା
Read More...

ସ୍ୱର୍ଗୀୟ ଶ୍ରୀମତୀ ସରୋଜିନୀ ପଟ୍ଟନାୟକଙ୍କ ସ୍ମୃତିରେ ଆର୍ଥିକ ସୌଜନ୍ୟରେ ଉତ୍ସର୍ଗୀକୃତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ସ୍ୱର୍ଗୀୟ ଶିକ୍ଷୟିତ୍ରୀ ସରୋଜିନୀ ପଟ୍ଟନାୟକଙ୍କ ସ୍ମୃତିରକ୍ଷା ନିମନ୍ତେ ତାଙ୍କ ପରିବାର ପ୍ରୟାସ ଜାରି ରଖିଛନ୍ତି । ସ୍ୱର୍ଗୀୟ ଶ୍ରୀମତୀ ସରୋଜିନୀ ପଟ୍ଟନାୟକଙ୍କ ସ୍ମାରକୀ ପୁରସ୍କାର ଓ ମେଧାବୀ ସମ୍ମାନରେ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ
Read More...

ଫକୀରଚରଣ ପାଢ଼ୀଙ୍କ ପୁସ୍ତକ ‘ମେଳର ବଳ’ ଲୋକାର୍ପଣ ଓ ସମୀକ୍ଷାୟନ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପ୍ରାଥୀତଯଶା ଶିଶୁ ସାହିତ୍ୟିକ ତଥା ଓଡିଶାର ଜଣାଶୁଣା ସାରସ୍ୱତ ସାଧକ ପୂରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ବୋଳକଣା ଗ୍ରାମର ଫକୀରଚରଣ ପାଢ଼ୀଙ୍କ ପୁସ୍ତକ "ମେଳର ବଳ' ଉତ୍କଳମଣୀ ପଣ୍ଡିତ ଗୋପବନ୍ଧୁ ଦାସ ସ୍ମୃତି ସଂଗ୍ରହାଳୟ ସତ୍ୟବାଦୀର ସୁଆଣ୍ଡୋ
Read More...

ସିବିଏସ୍‌ଇ ଦଶମ ଓ ଦ୍ୱାଦଶ ପରୀକ୍ଷାରେ ସେଣ୍ଟ ଜାଭିୟର ଇଣ୍ଟରନ୍ୟାସନାଲ୍‌ ସ୍କୁଲର ସଫଳତା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ସିବିଏସ୍‌ଇ ଦଶମ ଓ ଦ୍ୱାଦଶ (ବିଜ୍ଞାନ ଓ ବାଣିଜ୍ୟ) ପରୀକ୍ଷାରେ ସେଣ୍ଟ ଜାଭିୟର ଇଣ୍ଟରନ୍ୟାସନାଲ ସ୍କୁଲର ଶତାଧିକ ଛାତ୍ରଛାତ୍ରୀ ସଫଳତାର ସହିତ ଉତ୍ତିର୍ଣ୍ଣ ହୋଇଛନ୍ତି । ଦଶମ ଶ୍ରେଣୀରେ ପୁର୍ଣ୍ଣମାସୀ ଶତପଥି ୯୭.୬% ରଖି ଟପର ହୋଇଥିବା ବେଳେ ଦେବୀ ପ୍ରସାଦ
Read More...

ବିକ୍ରମ କେଶରୀ ଆରୁଖଙ୍କ ଇସ୍ତଫା ରାଜ୍ୟ ରାଜନୀତିରେ ଚର୍ଚ୍ଚା ଜୋର୍‌ ଧରିଛି

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ଆସନରୁ ୧୯୯୫ରୁ ଲଗାତର ଭାବେ ବିଧାୟକ ଭାବେ ଲଢ଼ି ୬ଥର ବିଧାୟକ ଭାବେ ବିପୁଳ ଭୋଟରେ ବିଜୟୀଲାଭ କରି ଆସିଥିବା ଗଞ୍ଜାମ ଜିଲ୍ଲାର ଜଣେ ବିଜେଡି ଦଳୀୟ ଦକ୍ଷ ସଂଗଠକ ତଥା ଓଡ଼ିଶା ବିଧାନସଭାର ବାଚସ୍ପତି ବିକ୍ରମ କେଶରୀ
Read More...

ସଇଁତଲା ପଞ୍ଚାୟତ ସମିତି ବୈଠକ : ସିଡିପି ଦୁର୍ନୀତିକୁ ନେଇ ଝଡ଼, ପାନୀୟ ଜଳ ଯୋଗାଣ ଓ ବିଦ୍ୟାଳୟ ରକ୍ଷଣାବେକ୍ଷଣକୁ ନେଇ…

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ରାଜୀବ ଗାନ୍ଧୀ ସେବା କେନ୍ଦ୍ରଠାରେ ପଞ୍ଚାୟତ ସମିତି ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ବୈଠକରେ ସଇଁତଲା ବ୍ଲକ ଅଧ୍ୟକ୍ଷା ମୋନିକା ସିଂ ଭୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ବୈଠକ ଆରମ୍ଭରୁ ସରପଞ୍ଚ ଓ ସମିତି
Read More...

ଶ୍ରୀ ଶ୍ରୀ ରବିଶଙ୍କରଙ୍କ ଜନ୍ମଦିନ ଉପଲକ୍ଷେ ଦିବସ ବ୍ୟାପୀ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ଶ୍ରୀ ଶ୍ରୀ ରବିଶଙ୍କରଜୀଙ୍କ ୬୭ତମ ଜନ୍ମଦିନ ଉପଲକ୍ଷେ ରାଉରକେଲା ଚାପ୍ଟର ଆର୍ଟ ଅଫ୍ ଲିଭିଙ୍ଗ୍ ଆନୁକୂଲ୍ୟରେ ଦିବସ ବ୍ୟାପୀ କାର୍ଯ୍ୟକ୍ରମ ଯଥା ରକ୍ତଦାନ ଶିବିର, ଚଣା ଓ ଦହିସର୍ବତ ବଣ୍ଟନ, ବୃକ୍ଷରୋପଣ ଓ ସଂଧ୍ୟାରେ ସତସଂଗ, ଧ୍ୟାନ ଓ ପ୍ରସାଦ ସେବନର
Read More...

ଚୁଲିଫୁଙ୍କା ପଞ୍ଚାୟତକୁ ଗସ୍ତ କଲେ କଣ୍ଟାବାଞ୍ଜି ବିଧାୟକ

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଚୁଲିଫୁଙ୍କା ପଞ୍ଚାୟତକୁ ଗସ୍ତ କରି ଲୋକଙ୍କ ସମସ୍ୟା ବୁଝିଛନ୍ତି କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା । ବିଭିନ୍ନ ଗାଁରେ ଦୋଳବାଦ୍ୟ ଓ ସଂକୀର୍ତ୍ତନର ତାଳେ ତାଳେ ସ୍ୱାଗତ କରାଯାଇଥିଲା । ପ୍ରଥମେ ସେ
Read More...

ଜେସିଆଇ ବଲାଙ୍ଗିର ସିଟି ଦ୍ୱାରା ରକ୍ତଦାନ ଶିବିରରେ ୫୧ ୟୁନିଟ୍ ରକ୍ତ ସଂଗ୍ରହ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜେସିଆଇ ବଲାଙ୍ଗିର ସିଟି ଦ୍ୱାରା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ୫୧ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଛି । ରକ୍ତଦାନକୁ ମହାନ ଦାନ କୁହାଯାଏ । ଦେଶର ବିଭିନ୍ନ ଏନ୍‌ଜିଓ ତଥା ସାମାଜିକ ସଂଗଠନ ଦ୍ୱାରା ସମୟ ସମୟରେ ରକ୍ତଦାନ ଶିବିର ଆୟୋଜିତ
Read More...