ଜିଲ୍ଲାସ୍ତରୀୟ ପୁସ୍ତକ ମେଳାର ଚତୁର୍ଥ ସଂଧ୍ୟା : ପୁସ୍ତକ ପଠନର ଭାବ ଲୋକଙ୍କୁ ଜୀବନାନ୍ବେଷୀ କରୁ
ବଲାଙ୍ଗିର, (କେପିଏନ୍ଏସ୍) : ଆଧୁନିକ ଯୁଗରେ ପଠନ ଅଭ୍ୟାସ କମିଯାଉଛି। ଫଳରେ ଲୋକଙ୍କ ଭିତରେ ଜୀବନ ଅନ୍ବେଷଣ ଭାବ ନାହିଁ। ଲୋକେ ଏକ ଗତାନୁଗତିକ ଧାରାରେ ବଂଚୁଛନ୍ତି। ପୁସ୍ତକ ପଠନର ଅଭ୍ୟାସ ବଢିଲେ ଜୀବନବୋଧ ବଢିବ। ନିରାଶା ଭାବ ଆଉ ଲୋକଙ୍କ ଭିତରେ ଆସିବ ନାହିଁ ବୋଲି କହିଛନ୍ତି ଗୁରୁଶ୍ରୀ!-->…
Read More...
Read More...