Monthly Archives

July 2022

ପେନସିଲ ସ୍କେଚ୍‌ରେ ନୂତନ ରାଷ୍ଟ୍ରପତିଙ୍କୁ ଅଭିନନ୍ଦନ

ରାମଚନ୍ଦ୍ରପୁର : ଭାରତର ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିବା ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁଙ୍କ ପେନସିଲ ସ୍କେଚ୍‌ ଆଙ୍କି ଅଭିନନ୍ଦନ ଜଣାଇଛନ୍ତି କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ୍‌ ଦେଓଗାଁର ଚିତ୍ତରଂଜନ ପତି ଏବଂ କ୍ଷୀରାବ୍ଧିନନ୍ଦିନୀ ପତିଙ୍କ ଏକ ମାତ୍ର ଝିଅ ସୌମାଶ୍ରୀ ପତି(୧୬) ।…
Read More...

ଆଜିଠୁ ୪ ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଦେଶର ୧୫ତମ ରାଷ୍ଟ୍ରପତି ଭାବରେ ନିର୍ବାଚିତ ହୋଇଛନ୍ତି ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ । ଆସନ୍ତା ୨୫ ତାରିଖରେ ସଂସଦର ସେଣ୍ଟ୍ରାଲ ହଲ୍‌ରେ ହେବ ରାଷ୍ଟ୍ରପତିଙ୍କ ଶପଥ ଗ୍ରହଣ ଉତ୍ସବ । ଶପଥ ସମାରୋହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେବେ । ଶପଥ ଗ୍ରହଣରେ…
Read More...

ଚଳନ୍ତା ଟ୍ରେନ୍‌ ସମ୍ମୁଖକୁ ଡେଇଁପଡ଼ି ବୃଦ୍ଧଙ୍କ ମୃତ୍ୟୁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ରେଳ ଷ୍ଟେସନ ନିକଟ ଖୁଜେନପାଲି ନାଳା ପୋଲ ନିକଟରେ ଆଜି ଜଣେ ବ୍ୟକ୍ତି ଟ୍ରେନ ସମ୍ମୁଖକୁ ଡେଇଁପଡ଼ିଥିବା ଖବର ମିଳିଛି । ଟ୍ରେନ୍‌ ସମ୍ମୁଖରେ ଡେଇଁପଡ଼ିବାରୁ ଚଳନ୍ତା ଟ୍ରେନରେ ପିଟି ହୋଇ ତାଙ୍କର ମୃତ୍ୟୁ ଘଟିଛି । ମୃତ ବ୍ୟକ୍ତିଙ୍କ ବୟସ ପ୍ରାୟ ୬୦…
Read More...

ଟାଉନ ଥାନାରେ ରକ୍ତଦାନ ଶିବିର ଅନୁଷ୍ଠିତ

ସମ୍ବଲପୁର : ଟାଉନ ଥାନାରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ସମ୍ବଲପୁର ଜିଲ୍ଲା ପୁଲିସ ପକ୍ଷରୁ ରକ୍ତଭଣ୍ଡାରରେ ରକ୍ତ ଅଭାବକୁ ଦୂର କରିବା ଲକ୍ଷ୍ୟ ନେଇ ନିୟମିତ ରକ୍ତଦାନ ଶିବିର ମାନ ଆୟୋଜିତ ହୋଇ ଆସୁଛି । ଏହି କ୍ରମରେ ସମ୍ବଲପୁରର ଟାଉନ ଥାନା ପକ୍ଷରୁ ଶୁକ୍ରବାର ଏକ ରକ୍ତଦାନ ଶିବିର…
Read More...

ନବ ନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ମିଳିଲା ବିଜୟ ସାର୍ଟିଫିକେଟ୍

ନୂଆଦିଲ୍ଲୀ : ରାଷ୍ଟ୍ରପତି ନିର୍ବାଚନରେ ଏନ୍‌ଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ବିଜୟୀ ହେବା ପରେ ଶୁକ୍ରବାର ନିର୍ବାଚନ କମିଶନଙ୍କ ପକ୍ଷରୁ ତାଙ୍କୁ ବିଜୟ ପ୍ରମାଣପତ୍ର ପ୍ରଦାନ କରାଯାଇଛି । ରିଟର୍ଣ୍ଣିଂ ଅଫିସର ପି.ସି ମୋଦୀଙ୍କ ପକ୍ଷରୁ ନିର୍ବାଚନ ଫଳାଫଳ ସଂକ୍ରାନ୍ତ ଘୋଷଣାପତ୍ର ଦାଖଲ…
Read More...

‘ହର ଘର ତ୍ରିରଙ୍ଗା’ ଅଭିଯାନର ଶୁଭାରମ୍ଭ କଲେ ମୋଦୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର 'ହର ଘର ତ୍ରିରଙ୍ଗା' ଅଭିଯାନର ଶୁଭାରମ୍ଭ କରିଛନ୍ତି । ଏହା ସହ ଏହି ଅଭିଯାନରେ ବହୁ ସଂଖ୍ୟାରେ ସାମିଲ ହେବାକୁ ସେ ଜନସାଧାରଣଙ୍କୁ ଅପିଲ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ସ୍ୱାଧିନତା ଓ ତ୍ରିରଙ୍ଗାକୁ ସ୍ୱତନ୍ତ୍ର ଭାରତରେ…
Read More...

ଫ୍ରିଜ୍‌ ଭିତରୁ ମିଳିଲା ମୃତଦେହ

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ସୀଲମପୁର ଅଞ୍ଚଳରୁ ଜଣେ ୫୦ ବର୍ଷୀୟ ବ୍ୟକ୍ତିଙ୍କ ମୃତଦେହ ଫ୍ରିଜ୍‌ ଭିତରୁ ମିଳିଛି । ସେ ହେଲେ ଜାକିର । ଯାହାକୁ ନେଇ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି । କେହି ଜଣେ ତାଙ୍କ ହତ୍ୟା କରି ଏଭଳି କରିଥିବା ସନ୍ଦେହ କରାଯାଉଛି । ତେବେ ପୋଲିସ ଘଟଣାସ୍ଥଳରେ ପହଞ୍ଚି…
Read More...

ଜ୍ୱାଇଁର ଟାଙ୍ଗିଆ ଚୋଟରେ ଶ୍ୱଶୁର ମୃତ

କାମାକ୍ଷାନଗର : ଢେଙ୍କାନାଳ ଜିଲ୍ଲା ମହାବିରୋଡ ଫାଣ୍ଡି ପଙ୍ଗାତିରା ଗୋଡ଼ି ସାହିରେ ଜ୍ୱାଇଁଙ୍କ ଟାଙ୍ଗିଆ ଚୋଟରେ ଶ୍ୱଶୁରଙ୍କ ମୃତ୍ୟୁ ଘଟିଛି । ସୂଚନା ଅନୁସାରେ ଗୋଡ଼ି ସାହି ଗ୍ରାମର ପର୍ଶୁରାମ ବାରିକ(୬୦)ଙ୍କୁ ତାଙ୍କ ଜ୍ୱାଇଁ ରମଣ ବେହେରା ଗତକାଲି ରାତିରେ ଟାଙ୍ଗିଆରେ ଆକ୍ରମଣ କରିଥିଲା ।…
Read More...

ଆଜି କ୍ୟାପିଟାଲ ହସ୍ପିଟାଲରେ ବସିବ ରୋଗୀ କଲ୍ୟାଣ ସମିତିର କାର୍ଯ୍ୟନିର୍ବାହୀଙ୍କ ବୈଠକ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଆଜି କ୍ୟାପିଟାଲ ହସ୍ପିଟାଲରେ ବସିବ ରୋଗୀ କଲ୍ୟାଣ ସମିତି(ଆରକେଏସ୍‌)ର କାର୍ଯ୍ୟନିର୍ବାହୀଙ୍କ ବୈଠକ । ବିଶେଷ କରି ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ରୋଗୀଙ୍କ ଅଭିଯୋଗ ଓ ସନ୍ତୁଷ୍ଟିକୁ ନେଇ ଆଲୋଚନା ହେବ । ଏହା ବ୍ୟତୀତ ଗତ ବୈଠକରେ ନିଷ୍ପତ୍ତି ହୋଇଥିବା…
Read More...

ବଲାଙ୍ଗିର ସହରର ମଧ୍ୟସ୍ଥଳୀରେ ଅବସ୍ଥିତ ରାଣୀବନ୍ଧ ଏବେ ନର୍ଦ୍ଦମା ପାଲଟିଛି : ଉନ୍ନତିକରଣ ନାଁରେ ପୋତି ଦେବାର…

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହର ମଧ୍ୟ ସ୍ଥଳୀରେ ଥିବା ରଣୀବନ୍ଧ ଏବେ ନର୍ଦ୍ଦମା ପାଲଟିବାରେ ଲାଗିଲାଣି । ରାଣୀବନ୍ଧ ହିଡ ତଥା ରାଣୀବନ୍ଧକୁ ଯିବା ଜନସାଧାରଣ ରାସ୍ତା ଉପରେ ନିର୍ମିତ ନୂତନ ଶୌଚାଳୟର ପାଇଖାନା ଟାଙ୍କିର ପାଣି ଅଧିକାଂଶ ଦିନ ପମ୍ପ ଯୋଗେ ରାତି ସମୟରେ ରାଣୀବନ୍ଧ…
Read More...