Daily Archives

ମମିତା ମେହେର ହତ୍ୟାକାଣ୍ଡ ମାମଲା : ୧୪ ଦିନିଆ ଜାମିନ ଶେଷ ପରେ ଗୋବିନ୍ଦ ସାହୁ କୋର୍ଟରେ ହାଜର ହୋଇ ଗଲା ଜେଲ

କଂଟାବାଂଜି, (ଗୁରୁଦୟାଲ ହଂସ) : ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡର ଅଭିଯୁକ୍ତ ଗୋବିନ୍ଦ ସାହୁ ନିଜ ସ୍ତ୍ରୀ ଓ ପୁଅର ଚିକିତ୍ସା ବଡ ମେଡିକାଲରେ କରିବା ପାଇଁ ହାଇକୋର୍ଟରେ ଆବେଦନ କରିଥିଲେ । ଏହି ଆବେଦନକୁ ବିଚାର କରି ଗତ ୮ ତାରିଖ ଦିନ କଂଟାବାଂଜି ଏଡିଜେଙ୍କ ଅଦାଲତରୁ ୧୪ ଦିନିଆ
Read More...

ବଜ୍ରାଘାତରେ ସାନପୁଅ ମୃତ : ବଡ଼ପୁଅ ଏବଂ ବାପା ଚିକିତ୍ସାଧୀନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଘଟଣାଟି ଘଟିଛି ବରଗଡ଼ ଜିଲ୍ଲା ରାଜବୋଡାସମ୍ବର ବ୍ଲକ ଅନ୍ତର୍ଗତ ଘନାମାଲ ଗ୍ରାମରେ ଘଟିଯାଇଛି ଏକ ଦୁଃଖଦପୂର୍ଣ୍ଣ ଘଟଣା । ବିଲରେ କାମ କରୁଥିବା ସମୟରେ ଗୋଟିଏ ପରିବାରର ୩ ଜଣଙ୍କ ଉପରେ ବଜ୍ରାଘାତ । ଘଟଣା ସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ
Read More...

ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧ ରହିଥିବା ସରକାରୀ ସୂତ୍ରରୁ ଜଣାପଡିଛି । ସୂଚନା ଅନୁସାରେ ଆଗଳପୁର ବ୍ଲକ ବଡଟିକା ଗ୍ରା.ପ.ରୁ ୧ ଜଣ, ବଲାଙ୍ଗିର ବ୍ଲକ ମନଦୀରା ଗ୍ରା.ପ.ରୁ ୧ ଜଣ, ବଲାଙ୍ଗିର ମ୍ୟୁନିସିପାଲିଟି ୱାର୍ଡ ନଂ ୨ରୁ ୧
Read More...

ମଦନପୁର ଆଦର୍ଶ ମହିଳା ମହାସଂଘରେ ଭିଜନ ଓ ନଥିପତ୍ର ପରିଚାଳନା ଉପରେ ଚାରି ଦିନିଆଁ କର୍ମଶାଳା ଉଦ୍‌ଯାପିତ

କଳାହାଣ୍ଡି, (ପି.କେ.ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ମଦନପୁର ପଞ୍ଚାୟତସ୍ତରୀୟ ଆଦର୍ଶ ମହିଳା ମହାସଂଘ ଦ୍ୱାରା ଭାରତ ନିର୍ମାଣ ରାଜୀବ ଗାନ୍ଧୀ ସେବା କେନ୍ଦ୍ରଠାରେ ସିଓଇର କାର୍ଯ୍ୟକ୍ରମ ପରିଚାଳକ ଅସିତ ବରଣ ବେହେରାଙ୍କ ତତ୍ୱାବଧାନରେ ୧୯ ତାରିଖରୁ ଆରମ୍ଭ ହୋଇଥିବା ଭିଜନ ଓ
Read More...

ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଲେ ଓଡ଼ିଶାର ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ ବିଶିଷ୍ଟ ବ୍ୟକ୍ତିମାନେ : ଜଣାଇଲେ ଅଭିନନ୍ଦନ

ନୂଆଦିଲ୍ଲୀ : ଦେଶର ୧୫ତମ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିବା ଓଡ଼ିଶାର ଗୌରବ ଜନଜାତି ଜନନେତ୍ରୀ ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ ଆଜି ତାଙ୍କ ନୂଆଦିଲ୍ଲୀ ସ୍ଥିତ ବାସଭବନରେ ଓଡ଼ିଶାର ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ ବ୍ୟକ୍ତି ବିଶେଷ ସାକ୍ଷାତ କରି ଅଭିନନ୍ଦନ ଜଣାଇଛନ୍ତି । ଓଡ଼ିଶାର
Read More...

କେନ୍ଦ୍ରୀୟ ବିଦ୍ୟାଳୟ ସୋନପୁରର ଉଭୟ ଦଶମ ଓ ଦ୍ଵାଦଶ ସିବିଏସ୍‌ଇ ବୋର୍ଡ ପରୀକ୍ଷାରେ ଶତ ପ୍ରତିଶତ ସଫଳତା

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଆଜି ସର୍ବଭାରତୀୟ ସ୍ତରରେ ସିବିଏସ୍‌ଇ ବୋର୍ଡ ପରୀକ୍ଷାର ଉଭୟ ଦଶମ ଓ ଦ୍ୱାଦଶ ଶ୍ରେଣୀର ଫଳାଫଳ ବହାରିଛି । ପୂର୍ବ ବର୍ଷ ଭଳି ଏଥର ମଧ୍ୟ କେନ୍ଦ୍ରୀୟ ବିଦ୍ୟାଳୟ ସୋନପୁର ଉଭୟ ପରୀକ୍ଷାରେ ଶତପ୍ରତିଶତ ସଫଳତା ହାସଲ ସହିତ ସୁନାମ ବଜାୟ ରଖିବାରେ ସକ୍ଷମ ହୋଇଛି
Read More...

ପ୍ରେମିକାକୁ ବିଷ ପିଆଇ ହତ୍ୟା : ମୁଖ୍ୟ ଅଭିଯୁକ୍ତ ପ୍ରେମିକ ଗିରଫ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ଥାନା ଅନ୍ତର୍ଗତ ବଁକିଲୋ ଗ୍ରାମର ଜଣେ ଯୁବତୀ(୨୨)କୁ ପୁରୁଣା ଡେଲାଙ୍ଗ ଗ୍ରାମର ଜଣେ ଯୁବକ ବିଷ ପିଆଇ ହତ୍ୟା କରିଥିବା ଅଭିଯୋଗରେ ଯୁବତୀର ବାପା ଡେଲାଙ୍ଗ ଥାନାରେ ଅଭିଯୋଗ କରିଥିଲେ । ସୂଚନା ଅନୁସାରେ ପୀଡ଼ିତା ଯୁବତୀ ଜଣକ ଭୁବନେଶ୍ଵରର ଏକ
Read More...

ହସ୍ତଶିଳ୍ପ କାରିଗରମାନଙ୍କୁ ଆତ୍ମ ନିର୍ଭରଶୀଳ ଓ ପ୍ରୋତ୍ସାହନ ଯୋଗାଇବା ନିମନ୍ତେ ଗଞ୍ଜାମ ଜିଲ୍ଲାପାଳଙ୍କ ଉଦ୍ୟମ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ହସ୍ତଶିଳ୍ପ କାରିଗରମାନଙ୍କୁ ଆତ୍ମ-ନିର୍ଭରଶୀଳ, ପ୍ରଶିକ୍ଷଣ ଓ ପ୍ରୋତ୍ସାହନ ଯୋଗାଇବା ନିମନ୍ତେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ଉଦ୍ୟମ ଆରମ୍ଭ କରିଛନ୍ତି । ଗଞ୍ଜାମ ଜିଲ୍ଲାରେ ଉପଲବ୍ଧ କଞ୍ଚାମାଲରେ ସେମାନେ ସୁନ୍ଦର
Read More...

ସୋନିଆଙ୍କୁ ଇଡିର ଜେରା ବିରୁଦ୍ଧରେ ବଲାଙ୍ଗିର କଂଗ୍ରେସର ବିକ୍ଷୋଭ

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଦୂରୁପଯୋଗ କରୁଛି କେନ୍ଦ୍ର ସରକାର : ଅଭିଯୋଗ କଲା କଂଗ୍ରେସ ବଲାଙ୍ଗିର, (ଦେବାଶିଷ ମିଶ୍ର) : ସୋନିଆଙ୍କୁ ଇଡିର ଜେରା ବିରୁଦ୍ଧରେ ବଲାଙ୍ଗିର କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ କେନ୍ଦ୍ରରେ ବିଜେପି ସରକାର
Read More...

ଶିକ୍ଷକଙ୍କୁ ମାନସିକ ନିର୍ଯ୍ୟାତନା ଦେଉଥିବା ଅଭିଯୋଗ : ବଦଳି ବନ୍ଦ, ଦରମା ବି ବନ୍ଦ

ପଦ୍ମପୁର, (ନିରୋଜ କୁମାର ପାଣୀ) : ୨୦୧୧ ପରବର୍ତ୍ତୀ ବ୍ୟାଚର ଶିକ୍ଷକ ନିଯୁକ୍ତିରେ ଗାଇଡ୍ ଲାଇନ୍‌କୁ ଅନୁସରଣ ନ କରି ନିଯୁକ୍ତି ପ୍ରଦାନ, ଖାଲି ପଦବୀ ସଂଖ୍ୟା ନ ଦର୍ଶାଇ, ମେଧା ତାଲିକାକୁ ଗୁରୁତ୍ୱ ନ ଦେଇ ନିଜ ମନରେ ଯାହା ଆସିଲା ଶିକ୍ଷକଙ୍କୁ ଦୂରଦୂରାନ୍ତରରେ ନିଯୁକ୍ତି ଦିଆଯାଇଛି ।
Read More...
error: Content is protected !!