Monthly Archives

May 2022

ନନ୍ଦନକାନନ ବହୁତଳ କାର୍ ପାର୍କିଙ୍ଗ୍ ସୁବିଧା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ନନ୍ଦନକାନନରେ ନୂତନ ଭାବେ ନିର୍ମିତ ବହୁତଳ କାର୍ ପାର୍କିଙ୍ଗ୍ ସୁବିଧାର ଶୁଭ ଉଦ୍‌ଘାଟନ କରିବେ । ନନ୍ଦନକାନନକୁ ଆସୁଥିବା ପର୍ୟ୍ୟଟକମାନଙ୍କ ଗାଡି ପାର୍କିଙ୍ଗ୍ ନିମନ୍ତେ ଏହା ସହାୟକ ହୋଇପାରିବ ବୋଲି ଆଶା କରାଯାଇଛି ।
Read More...

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମୋ ସରକାର ସମ୍ପର୍କରେ ସମୀକ୍ଷା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତକାଲି ମୋ ସରକାର ସମ୍ପର୍କରେ ସମୀକ୍ଷା କରି ଅଧିକାରୀମାନଙ୍କୁ ଅଧିକରୁ ଅଧିକ ଲୋକଙ୍କ ପାଖରେ ପହଞ୍ଚିବାକୁ ପରାମର୍ଶ ଦେଇଛନ୍ତି । ଅର୍ଥ ବିଭାଗ, ପୂର୍ତ୍ତ, ବାଣିଜ୍ୟ ଓ ପରିବହନ ବିଭାଗ ମୋ ସରକାରରେ ସାମିଲ ହୋଇଛନ୍ତି ।
Read More...

ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୯ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ୦ରୁ ୧୮ ବର୍ଷ ମଧ୍ୟରେ ୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୭୬ ରହିଥିବା ବେଳେ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୫ ଜଣ
Read More...

ଆର୍ଥିକ ସାକ୍ଷରତା ଓ ଆର୍ଥିକ ଅର୍ନ୍ତଭୁକ୍ତିକରଣ ଶିବିର ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ କିଲଟରୀ ସ୍ଥିତ ନୂତନ ସଭା ଗୃହରେ ଆର୍ଥିକ ସାକ୍ଷରତା ଓ ଆର୍ଥିକ ଅର୍ନ୍ତଭୁକ୍ତିକରଣ ଶିବିର ଓ ସ୍ୱଳ୍ପ ସଂଚୟ ପ୍ରୋତ୍ସାହନ ଯୋଜନା ଏ.ଆର୍‌. କ୍ରମର ପୁରଷ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସହରର ସ୍ୱଂୟ ସହାୟକ ଦଳଗୁଡିକର ପ୍ରାୟ ୧୦୦
Read More...

ଲିଙ୍ଗ ନିରୂପଣ ନିଷେଧ ଆଇନ-୧୯୯୪ ଅନ୍ତର୍ଗତ ଜିଲ୍ଲାସ୍ତରୀୟ ଉପଦେଷ୍ଟା କମିଟି ବୈଠକ

କ୍ଲିନିକଗୁଡିକର ସ୍ଥିତି ଓ କାର୍ଯ୍ୟକାରିତାକୁ ବ୍ୟବସ୍ଥିତ କରିବା ନିମନ୍ତେ ଉଚ୍ଚସ୍ତରୀୟ ପ୍ରତିନିଧି ମଣ୍ଡଳୀ ଦ୍ୱାରା ଅଚାନକ ଚଢ଼ାଉ ଉପରେ ଅଧ୍ୟକ୍ଷାଙ୍କ ଗୁରୁତ୍ୱାରୋପ ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ମିନି ସମ୍ମିଳନୀ କକ୍ଷଠାରେ ଲିଙ୍ଗ ନିରୂପଣ ନିଷେଧ
Read More...

ଆର୍ଯ୍ୟପଲ୍ଲୀ ଗାଁ ଲୋକଙ୍କୁ ଘରପଟ୍ଟା ପ୍ରଦାନ ଦାବୀ ନେଇ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଭାରତୀୟ ବିକାଶ ପରିଷଦ ତରଫରୁ ପ୍ରତିଷ୍ଠାତା ସୁରେନ୍ଦ୍ର ପାଣିଗ୍ରାହୀଙ୍କ ନେତ୍ତୃତ୍ୱରେ ବୁଧବାର ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଏକ ବିରାଟ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା । ଉକ୍ତ ସଭାରେ ଆର୍ଯ୍ୟପଲ୍ଲୀ ଗ୍ରାମର ୪୨୫ ମତ୍ସ୍ୟଜୀବୀ ଓ
Read More...

ବ୍ରହ୍ମପୁର ବଡ଼ମେଡ଼ିକାଲ ସମସ୍ୟା ସମାଧାନ ନହେଲେ ଆନ୍ଦୋଳନ ବ୍ୟାପକ ହେବ : ମାନବ ଅଧିକାର ସୁରକ୍ଷା ମଞ୍ଚ ପକ୍ଷରୁ…

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଦକ୍ଷିଣ ଓଡ଼ିଶାର ପ୍ରାଣକେନ୍ଦ୍ର ବ୍ରହ୍ମପୁର ମହାନଗରରେ ଅବସ୍ଥାପିତ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ ତଥା ହସ୍ପିଟାଲ (ଏମ୍‌କେସିଜି ମେଡିକାଲ)ରେ ସମସ୍ତ ବର୍ଗର ଡାକ୍ତର ପଦବୀ ପୂରଣ ଓ ଆଉଟ-ଡୋରରେ ରୋଗୀ ଦେଖା ସମୟରେ ଅନୁପସ୍ଥିତ
Read More...

ଗଞ୍ଜାମ ଗୌରବ ଆଣିଲେ ଶାସ୍ତ୍ରୀୟ ନୃତ୍ୟାଙ୍ଗନା ଶିବାନୀ ସ୍ୱାଇଁ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ରାଜ୍ୟପାଳ ପୁରସ୍କାରପ୍ରାପ୍ତ ଓଡିଶୀ ନୃତ୍ୟ ଶିଳ୍ପୀ ତରୁଣୀ ଶିବାନୀ ସ୍ୱାଇଁ ଜଣେ ବିବିଧ ନୃତ୍ୟଶିଳ୍ପୀ ଭାବେ ଏବେ ଗଞ୍ଜାମ ଜିଲ୍ଲାରେ ପ୍ରସାର ଲାଭ କରିଆସିଛନ୍ତି । ସ୍ନାତକ ଡିଗ୍ରୀରେ ଅଧ୍ୟୟନ କରୁଥିବା ଶିବାନୀ ଜଣେ ମଧ୍ୟବିତ୍ତ ପରିବାର ଓଡ଼ିଆ
Read More...

ବିଶ୍ୱ ହକର ଦିବସ ପାଳିତ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ବରଗଡ଼ ଗାନ୍ଧୀଛକଠାରେ ବରଗଡ଼ ଖବରକାଗଜ ବିତରକ ସଂଘ ତରଫରୁ ବିଶ୍ଵ ହକର ଦିବସ ପାଳନ କରାଯାଇଛି । ଏହି ଅବସରରେ ସମସ୍ତେ ଏକାଠି ହୋଇ ରାଜ୍ୟ ସରକାରଙ୍କ ଦ୍ଵାରା ବିଭିନ୍ନ ସରକାରୀ ଯୋଜନାରେ ହକର ମାନଙ୍କୁ ସାମିଲ କରି ସମସ୍ତଙ୍କୁ କୋଭିଡ ସହାୟତା ଛଅ ହଜାର
Read More...

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସମୀକ୍ଷା ବୈଠକ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଗତକାଲି ବିଜୁ କଲ୍ୟାଣ ଯୋଜନାର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଜରିଆରେ ଅନୁଷ୍ଠିତ ଉକ୍ତ ବୈଠକରେ ଜିଲ୍ଲାପାଳ ମୋନୀଷା ବାନାର୍ଜୀ ଅଧ୍ୟକ୍ଷତା କରିଥିଲେ । ଯୋଜନା ଜିଲ୍ଲା ନୋଡାଲ
Read More...