Daily Archives

ବିଡିପିଏଲ୍‌ ଚତୁର୍ଥ ଦିବସର ମ୍ୟାଚରେ ସିଂ ୱାରିୟସ ବିଜୟୀ, ସୟଦ ଜାକିଙ୍କ ଶତକ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ମିନି ଷ୍ଟାଡିୟମରେ ବରଗଡ଼ ଜିଲ୍ଲା ପ୍ରିମୀୟର ଲିଗ୍‌ର ସପ୍ତମ ସଂସ୍କରଣ ଅନୁଷ୍ଠିତ ହେଉଥିବା ବେଳେ ଶନିବାର ଚତୁର୍ଥ ଦିବସର ପ୍ରଥମ ମ୍ୟାଚରେ ସିଂ ୱାରିୟସ ଏବଂ ବରଗଡ଼ ସ୍ପାର୍ଟନ ମଧ୍ୟରେ ହୋଇଥିବା ବେଳେ ସିଂ ୱାରିୟସ ଦଳ ବିଜୟୀ ହୋଇଥିଲା । ଏହି ମ୍ୟାଚରେ ସିଂ
Read More...

ଗାଁ ଗାଁ ବୁଲି ଲୋକଙ୍କ ସମସ୍ୟା ବୁଝିଲେ ସମିତିସଭ୍ୟା

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଖର୍ସେଲ ପଞ୍ଚାୟତ ସମିତିସଭ୍ୟା ନିରୁପମା ମଙ୍ଗରାଜ ଗତ ଶୁକ୍ରବାର ଦିନ ସାଲେବିଡି ଗ୍ରାମକୁ ପହଞ୍ଚି ଘରଘର ବୁଲି ଲୋକଙ୍କ ସମସ୍ୟା ପଚାରି ବୁଝିଥିଲେ । ନିର୍ବାଚନ ସମୟରେ ଘରକୁ ଘର ଭୋଟ ଭିକ୍ଷା ପାଇଁ ବୁଲି
Read More...

ବିଷ ପିଇ ଯୁବକଙ୍କ ଆତ୍ମହତ୍ୟା

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଗଣ୍ତାବାହାଲି ପଞ୍ଚାୟତ ସଦର ଗ୍ରାମର ଶୋଭା ଭୋଇ (୫୦) ନାମକ ବ୍ୟକ୍ତିଙ୍କ ବିଷ ପିଇ ମୃତ୍ୟୁ ହୋଇଥିବା ଜଣାପଡିଛି । ଆଜି ସକାଲ ୧୦ଟାରେ ଶ୍ରୀ ଭୋଇ ଅତ୍ୟଧିକ ମଦ୍ୟ ପାନ କରିଥିବା ବେଳେ ପରିବାରର ଅଶାନ୍ତି ମନେକରି
Read More...

ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ : ସରକାରୀ ସହାୟତା ପାଇଁ ମା’ଙ୍କ ଆକୁଳ ନିବେଦନ

ନୂଆପଡା, (ନିରାକାର ମେହେର) : ସରକାର ଗରୀବ ନିରିହ ଲୋକଙ୍କ ପାଇଁ ଅନେକ ଯୋଜନା ଉପରେ ଯୋଜନା କରିଆସୁଛନ୍ତି । ଖାଉଟିରୁ ଆରମ୍ଭ କରି ଚିକିତ୍ସାର ଯୋଜନା ମଧ୍ୟ କରିଛନ୍ତି । ହେଲେ ପ୍ରସାଶନର କୋଉଠି ନା କୋଉଠି ଭୁଲ ରହୁଥିବା ଯୋଗୁ ଆଜିବି ଗରିବ ନିରିହ ଲୋକମାନେ ସରକାରୀ ସୁବିଧାରୁ ବଞ୍ଚିତ
Read More...

ସୁବର୍ଣ୍ଣପୁରଠାରେ ବିଶ୍ୱ ରେଡକ୍ରସ ଦିବସ ପାଳିତ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲା ରେଡକ୍ରସ ଶାଖା ତରଫରୁ ଆଜି ବିଶ୍ୱ ରେଡକ୍ରସ ଦିବସ ପାଳିତ ହୋଇଯାଇଛି । ସ୍ଥାନୀୟ ଟାଉନହଲଠାରେ ଆୟୋଜିତ ସମାରୋହରେ ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାଶ, ସମାଜସେବୀ ଗୌରୀଶ୍ୟାମ ପଣ୍ଡା, ରେଡକ୍ରସ କର୍ମୀ ସତ୍ୟ ନାରାୟଣ
Read More...

ତୁରେକେଲା ବ୍ଲକ ସ୍ତରରେ ବିଶ୍ୱ ରେଡ଼କ୍ରସ ଦିବସ ପାଳିତ

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ତୁରେକେଲା ବ୍ଲକ ଅନ୍ତର୍ଗତ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଭାଲୁକୁନାଠାରେ ବିଶ୍ବ ରେଡ଼କ୍ରସ ଦିବସ ପାଳିତ ହୋଇଯାଇଛି । ସର୍ବପ୍ରଥମେ ବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ତଥା ଜୁନିୟର ରେଡ଼କ୍ରସ ପରାମର୍ଶ ଦାତାମାନଙ୍କ ଉପସ୍ଥିତିରେ ରେଡ଼କ୍ରସ
Read More...

ଓଡିଆ ବିକାଶ ମଞ୍ଚ ପକ୍ଷରୁ କାର୍ଲମାକ୍ସ ଜୟନ୍ତୀ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ପ୍ରଗତିଶୀଳ ସାହିତ୍ୟାନୁଷ୍ଠାନ ଓଡିଆ ଭାଷା ବିକାଶ ମଞ୍ଚ ପକ୍ଷରୁ ଶ୍ରେଷ୍ଠ ସମାଜବିଜ୍ଞାନୀ, ଦାର୍ଶନିକ କାର୍ଲମାକ୍ସ ଜୟନ୍ତୀ କଲଚରାଲ ଏକାଡେମୀ ଠାରେ ପାଳିତ ହୋଇଯାଇଛି । ମଂଚର ସଭାପତି ଶିକ୍ଷାବିତ୍ ପ୍ରଶାନ୍ତ କୁମାର ପତିଙ୍କ ସଭାପତିତ୍ୱ ସାଧାରଣ
Read More...

ଜୀବନବିନ୍ଦୁ ସଂଯୋଜକଙ୍କ ଜନ୍ମ ଦିବସରେ ରକ୍ତଦାନ ଶିବିର ଆୟୋଜିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଉତ୍କଳ ସାପ୍ସସ୍କୃତିକ ପରିଷଦ ଆନୁକୂଲ୍ୟରେ ବିଜୁ ଜନତା ଦଳର ରାଜ୍ୟ ସମ୍ପାଦକ, ରାଉରକେଲା ଜୀବନ ବିନ୍ଦୁ ସଂଯୋଜକ ତଥା ପାଲଲହଡା, ଛେଣ୍ଡିପଦାର ପର୍ଯ୍ୟବେକ୍ଷକ କୁନ ବିହାରୀ ଦାସଙ୍କ ୫୩ତମ ଜନ୍ମ ଦିନ ସ୍ଥାନୀୟ ସେକ୍ଟର-୨ କମ୍ୟୁନିଟି ସେଣ୍ଟର୍ ଠାରେ କେକ୍
Read More...

ଜଣାଶୁଣା କଣ୍ଠଶିଳ୍ପୀଙ୍କ ପିତୃବିୟୋଗ

ରାଉରକେଲା, (ସସ୍ମିତା ପ୍ରଧାନ) : ସ୍ବନାମଧନ୍ୟ କଣ୍ଠଶିଳ୍ପୀ ରାଉରକେଲା ନିବାସୀ ସ୍ନିଗ୍ଧାଞ୍ଜଳିଙ୍କ ପିତା ତଥା ପ୍ରାକ୍ତନ ବ୍ୟାଙ୍କ ଅଧିକାରୀ ସୁରେଶ ଚନ୍ଦ୍ର ରାୟ ଆଉ ନାହାନ୍ତି । କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ରାଜବଂଶର ସ୍ୱର୍ଗତ ମଦନ ମୋହନ ରାୟ ଓ ପଦ୍ମିନୀ ରାୟଙ୍କ ସୁପୁତ୍ର ତଥା
Read More...

ଆଜି ବିଶ୍ୱ ମାତୃ ଦିବସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବିଶ୍ୱ ମାତୃ ଦିବସ । ମା'ର ନିଃସ୍ୱାର୍ଥ ପ୍ରେମ ଓ ତ୍ୟାଗ ପ୍ରତି କୃତଜ୍ଞତା ଜଣାଇବା ଲାଗି ପ୍ରତି ବର୍ଷ ମେ' ମାସର ୨ୟ ରବିବାରକୁ 'ମାତୃ ଦିବସ' ଭାବେ ପାଳନ କରାଯାଏ । ମା' ଓ ସନ୍ତାନର ବନ୍ଧନ ମାତୃଗର୍ଭରୁ ହିଁ ହୋଇଥାଏ । ଗର୍ଭରୁ ମା' ନିଜ ସନ୍ତାନ ପାଇଁ
Read More...