Daily Archives

ଲାଞ୍ଚ ନେବା ବେଳେ ଧରାପଡ଼ିଲେ କୁଚିଣ୍ଡା ଅତିରିକ୍ତ ତହସିଲଦାର

ସମ୍ବଲପୁର : ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଅତିରିକ୍ତ ତହସିଲଦାର ଶାରଦା ମହାରଣା ଲାଞ୍ଚ ନେବା ବେଳେ ଧରାପଡ଼ିଥିବା ଜଣାପଡିଛି । ଜବତ ଗାଡ଼ି ଛାଡ଼ିବା ପାଇଁ ୧ ଲକ୍ଷ ୨୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ତାଙ୍କୁ ଭିଜିଲାନ୍ସ ଟିମ୍‌ ଗିରଫ କରିଛି । ଏନେଇ ସମ୍ବଲପୁର ଭିଜିଲାନ୍ସ ବିଭାଗ ମାମଲା ରୁଜୁ
Read More...

୫ ବର୍ଷର ଝିଅକୁ ବାଡିରେ ପିଟିପିଟି ଲହୁଲୁହାଣ କରିଦେଲା ନୃଶଂସ ବାପା

ସୋର : ବାଲେଶ୍ଵର ଜିଲ୍ଲା ସିମୁଳିଆ ଥାନା ମାଟିଆପଡ଼ା ଗ୍ରାମରେ ନାବାଳିକାଙ୍କୁ ଗ୍ରାମବାସୀମାନେ ଉଦ୍ଧାର କରି ସିମୁଳିଆ ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରେ ନାବାଳିକାଙ୍କ ସ୍ଵାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ତାଙ୍କୁ ଭଦ୍ରକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ସୂଚନାନୁଯାୟୀ, ସିମୁଳିଆ
Read More...

ଓଲଟି ପଡ଼ିଲା ଯାତ୍ରୀବାହୀ ବସ୍ : ୨୨ ଯାତ୍ରୀ ଆହତ

ଚଣ୍ଡିଖୋଲ : ଯାଜପୁର ଜିଲ୍ଲା ବଡ଼ଚଣା ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ବଡଚଣା ଗଣ୍ଠି ଛକ ଥାନା ନିକଟରେ ଶନିବାର ରାତି ୧୧ଟା ସମୟରେ ମର୍ମନ୍ତୁଦ ଦୁର୍ଘଟଣା ଘଟି ୨୨ ଜଣ ଆହତ ହୋଇଥିବା ଜଣାପଡିଛି । ସ୍ଥାନୀୟ ଲୋକଙ୍କ ସହାୟତାରେ ପୋଲିସ ଓ ଦମକଳବାହିନୀ ଉଦ୍ଧାର କାର୍ୟ୍ୟ କରିଥିବା
Read More...

କୂଅ ଭିତରେ ପଡ଼ିଥିବା ବୃଦ୍ଧଙ୍କୁ ଦୀର୍ଘ ୧୬ ଘଣ୍ଟା ପରେ ଉଦ୍ଧାର କଲା ଅଗ୍ନିଶମ ବାହିନୀ

କରଞ୍ଜିଆ : ମୟୂରଭଞ୍ଜ ଜିଲ୍ଲା ଯଶୀପୁର ଥାନା କେଁଝରା ଗାଁରେ ଜଣେ ବୃଦ୍ଧଙ୍କୁ ଜୀବିତ ଅବସ୍ଥାରେ ଉଦ୍ଧାର କରି ଚିକିତ୍ସା ପାଇଁ ମେଡ଼ିକାଲକୁ ପଠାଇଛି ଅଗ୍ନିଶମ ବାହିନୀ । ସୂଚନା ଅନୁଯାୟୀ, ଶନିବାର ଅପରାହ୍ନରେ କେନ୍ଦୁଝର ଜିଲ୍ଲା ସାହାରପଡାର ରାମଚନ୍ଦ୍ର ଦାସ ନିଜ ସମ୍ପର୍କୀୟଙ୍କ ଘରକୁ ଯିବା
Read More...

ନବବିବାହିତା ମହିଳାଙ୍କୁ ସ୍ୱାମୀ ହତ୍ୟା କରିଥିବା ନେଇ ଅଭିଯୋଗ ଆଣିଲେ ପରିବାର ଲୋକେ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଭରତପୁର ଥାନା ଅଞ୍ଚଳରେ ନବବିବାହିତ ମହିଳାଙ୍କୁ ସ୍ୱାମୀ ହତ୍ୟା କରିଥିବା ନେଇ ଅଭିଯୋଗ ଆଣିଲେ ପରିବାର ଲୋକେ । ସୂଚନା ମୁତାବିକ, ଶନିବାର ଦିନ ସ୍ୱାମୀ-ସ୍ତ୍ରୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ରାତିରେ ଝଗଡ଼ା ଅଧିକ ତିକ୍ତତା ବଢ଼ିଥିଲା । ଆଜି ସକାଳୁ
Read More...

ବିଶ୍ଵ ମାତୃ ଦିବସ ଅବସରରେ ବାଲୁକା ଶିଳ୍ପୀ ମାନସ ସାହୁଙ୍କ ବାଲୁକା କଳା

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ଆଜି ବିଶ୍ଵ ମାତୃ ଦିବସ ଅବସରରେ ପୁରୀର ଲାଇଟ ହାଉସ୍ ବେଳାଭୂମିରେ ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁଙ୍କ ବାଲୁକା କଳା ପ୍ରଦର୍ଶନ । ସବୁ ମା'ମାନଙ୍କୁ ସମ୍ମାନ ଜଣାଇ ସେ ଏହି ବାଲୁକା କଳା ନିର୍ମାଣ କରିଛନ୍ତି । ଏହି ବାଲୁକା କଳାରେ ସେ
Read More...

ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୭୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୭୧ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ୦ ରୁ ୧୮ ବର୍ଷ ମଧ୍ୟରେ ୬୬ ଜଣ ଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୧୦୩ ରହିଥିବା ବେଳେ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୭ ଜଣ କ୍ୱାରେନ୍‌ଟାଇନ୍‌ରୁ
Read More...

ମୋଟରଯାନ ଟ୍ରେଡ ସାର୍ଟିଫିକେଟ ପ୍ରଦାନ ନିୟମରେ ସଂଶୋଧନ ପାଇଁ ଚିଠା ବିଜ୍ଞପ୍ତି ପ୍ରକାଶିତ

ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ରୀୟ ମୋଟର ଯାନ ଆଇନ ୧୯୮୯ ଅନ୍ତର୍ଗତ ଟ୍ରେଡ ସାର୍ଟିଫିକେଟ ନିୟମରେ କେତେକ ସଂଶୋଧନ ଆଣିବାକୁ ସଡକ ପରିବହନ ଓ ରାଜମାର୍ଗ ମନ୍ତ୍ରଣାଳୟ ପକ୍ଷରୁ ଚଳିତମାସ ୫ତାରିଖ(୫.୫.୨୦୨୨)ରେ ଏକ ଚିଠା ବିଜ୍ଞପ୍ତି ପ୍ରକାଶ କରାଯାଇଛି । ମୋଟରଯାନ କ୍ଷେତ୍ରରେ ଟ୍ରେଡ
Read More...

ଚତୁର୍ଥ ଖେଲୋ ଇଣ୍ଡିଆ ୟୁଥ୍ ଗେମ୍ସରେ ଅଂଶଗ୍ରହଣ କରିବା ନିମନ୍ତେ ସମଗ୍ର ଦେଶରୁ ୮୫୦୦ ଖେଳାଳି ମାନଙ୍କର ବର୍ତ୍ତମାନ…

ଖେଲୋ ଇଣ୍ଡିଆ ୟୁଥ୍ ଗେମ୍ସ, ୨୦୨୧ରେ ପାଂଚଟି ପାରମ୍ପରିକ କ୍ରୀଡା ରହିବ: କେନ୍ଦ୍ର ଯୁବ ବ୍ୟାପାର ଏବଂ କ୍ରୀଡା ମନ୍ତ୍ରୀ ଖେଲୋ ଇଣ୍ଡିଆ ୟୁଥ୍ ଗେମ୍ସ ୨୦୨୧ ନିମନ୍ତେ ଲୋଗୋ, ଆନ୍ଥେମ୍ (ସଙ୍ଗୀତ), ଜର୍ସି, ମାସ୍କଟ୍ ପଂଚକୁଲା ଠାରେ ଉନ୍ମୋଚିତ ନୂଆଦିଲ୍ଲୀ, (ପିଆଇବି) : ଚତୁର୍ଥ ଖେଲୋ
Read More...

ଉଚ୍ଚସ୍ତରୀୟ ବୈଠକରେ ଜାତୀୟ ଶିକ୍ଷା ନୀତି (ଏନଇପି)-୨୦୨୦ର କାର୍ଯ୍ୟକାରିତା ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ

• ସୁଲଭତା, ସମାନତା, ସମାବେଶିତା ଏବଂ ଗୁଣବତ୍ତା ଲକ୍ଷ୍ୟ ନେଇ ଏନଇପି ୨୦୨୦କୁ କାର୍ୟ୍ୟକାରୀ କରାଯାଉଛି : ପ୍ରଧାନମନ୍ତ୍ରୀ• ସ୍କୁଲ ଛାତ୍ରଛାତ୍ରୀଙ୍କୁ ପ୍ରଯୁକ୍ତି ଉପରେ ଅତ୍ୟଧିକ ନିର୍ଭରଶୀଳ ନହେବାକୁ ଦେବା ଲାଗି ଅନଲାଇନ ଏବଂ ଅଫଲାଇନ ଶିକ୍ଷାଦାନର ହାଇବ୍ରିଡ୍‌ ପଦ୍ଧତି ବିକଶିତ କରାଯିବା
Read More...