Daily Archives

ପ୍ରସବ ସମୟରେ ଅସୁବିଧାର ସମ୍ମୁଖିନ ନ ହେବାକୁ ଯୋଗ ଅଭ୍ୟାସ ଶିବିର

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ ଅନ୍ତର୍ଗତ ସୁନାପୁର ଉପସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ଅଁଲାବେହେଲି ଅଙ୍ଗନୱାଡି କେନ୍ଦ୍ରରେ ଜନ ଆରୋଗ୍ୟ ସମିତି ତରଫରୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ତରଫରୁ ଏକ ୨ ଘଣ୍ଟିଆ ଯୋଗ ଅଭ୍ୟାସ ଶିବିର ଅନୁଷ୍ଠିତ ହୋଇଥିଲା । ଉକ୍ତ ଯୋଗ
Read More...

ପ୍ରତିଭା ଅନ୍ୱେଷଣ ମହକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ପ୍ରତିଭା ଅନ୍ୱେଷଣ ତଥା ଶିଶୁ କଳାକାରଙ୍କୁ ପ୍ରୋତ୍ସାହନ ଲକ୍ଷ୍ୟରେ ସୁବର୍ଣ୍ଣପୁର ଗୋଷ୍ଠୀ ଶିକ୍ଷା ପରିବାର ପକ୍ଷରୁ ଅଭିନବ ପ୍ରୟାସ "ମହକ" ନାମରେ ଏକ ସାଂସ୍କୃତିକ ସଂଧ୍ୟା ଅନୁଷ୍ଠିତ ହୋଇଯାଇଛି । ସୁବର୍ଣ୍ଣପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସର
Read More...

ରମ୍ଭା ଏନ୍‌ଏସି ଅଧ୍ୟକ୍ଷା ଓ କାଉନସିଲର୍‌ଙ୍କ ସହ ଜିଲ୍ଲାପାଳଙ୍କ ଆଲୋଚନା

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଗୁରୁବାରଠାରୁ ଏନ୍‌ଏସି ମ୍ୟୁନିସିପାଲିଟି ଆରମ୍ଭ କରିଥିବା ଅଭିଯାନ ଶୁକ୍ରବାର ଦିନ ରମ୍ଭା ଏନ୍‌ଏସି ସମ୍ମିଳନୀ କକ୍ଷ ପରିସରରେ ନବାଗତା ଅଧ୍ୟକ୍ଷା ଓ କାଉନସିଲର୍‌ଙ୍କୁ ନେଇ ପ୍ରଶାସନିକ ଅଫିସରଙ୍କ ଉପସ୍ଥିତିରେ
Read More...

କଣ୍ଟାପଡା ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅବସରରେ ଆଧ୍ୟତ୍ମିକ କବିତା ଆସର

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ସୁବଲୟା ପଂଚାୟତ କଣ୍ଟାପଡା ମଠ ମକୁନ୍ଦପୁର ଗ୍ରାମର ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ଅବରରରେ ଏକ ଆଧ୍ୟାତ୍ମିକ କବିତା ଆସର ଅନୁଷ୍ଠିତ ହୋଇଯାଇଛି । ଶ୍ରୀ ଜଗନ୍ନାଥ ସାଂସ୍କୃତିକ ପ୍ରଜ୍ଞା ପରିଷଦ, ଗଞ୍ଜାମର କବିତା ଘର ଲିଟେରାରୀ
Read More...

ରମ୍ଭା ଚନ୍ଦନ ଯାତ୍ରା ପାଇଁ ପ୍ରଶାସନିକ ସ୍ତରରେ ଆଲୋଚନା

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଦକ୍ଷିଣ ଓଡ଼ିଶାର ପ୍ରସିଦ୍ଧ ରମ୍ଭା ଚନ୍ଦନ ଯାତ୍ରା ଗତ ଦୁଇ ବର୍ଷଧରି କରୋନା କଟକଣା ନୀତିନିୟମ ଭିତରେ ପିଧିବିଧାନ ବ୍ୟବସ୍ଥା ଅନୁସାରେ ପାଳିତ ହୋଇଥିଲା । କିନ୍ତୁ ଚଳିତ ବର୍ଷ କଟକଣା ହଟିବା ପରେ ସ୍ଥାନୀୟ ଏନ୍‌ଏସି କାର୍ଯ୍ୟାଳୟର ସମ୍ମିଳନୀ କକ୍ଷ
Read More...

ରମ୍ଭା ଚନ୍ଦନର ସୋଲ ଶଗଡ଼ ଶୁଭାରମ୍ଭ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗତ ଦୁଇବର୍ଷ ଧରି କରୋନା କଟକଣା ଚାଲୁ ରହିଥବା ବେଳେ ବିଧିବିଧାନକୁ ଭିତ୍ତି କରି ରମ୍ଭା ଚନ୍ଦନ ଯାତ୍ରା ଚାଲୁ ରହିଥିଲା । ଚଳିତ ବର୍ଷ କରୋନା କଟକଣାର ନୀତି ନିୟମ କୋହଳ ହେବା ପରେ ଉତ୍ସାହ ଉଦ୍ଦୀପନା ସହ ବାସିନ୍ଦା ଅଣ୍ଟାଭିଡି ଘଣ୍ଟ, କାହାଳି, ମାର୍ଦ୍ଦଲ
Read More...