Monthly Archives

April 2022

ଆଜାଦି କା ଅମୃତ ମହୋତ୍ସବ ପାଳନ : ଶହିଦ ବୀର ମାଧୋ ସିଂଙ୍କ ପରିବାରକୁ ସମ୍ମାନିତ କଲା ବରଗଡ଼ ଜିଲ୍ଲା ବିଜେପି…

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜାଦି କା ଅମୃତ ମହୋତ୍ସବ ପାଳନ ଅବସରରେ ଆଜି ବରଗଡ଼ ଜିଲ୍ଲା ଯୁବମୋର୍ଚ୍ଚା ତରଫରୁ ଜିଲ୍ଲା ସଭାପତି ଅମିତ ପଣ୍ଡାଙ୍କ ନେତୃତ୍ୱରେ ଘେସଁ ଜମିଦାର ଶହୀଦ ବୀର ମାଧୋ ସିଂଙ୍କ ପରିବାରକୁ ସମ୍ମାନିତ କରି ତାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲା
Read More...

ଏପ୍ରିଲ ୨୧ରୁ ୨୩ ତାରିଖ ପର୍ଯ୍ୟନ୍ତ ରାଜ ବୋଡାସମ୍ବର ଉଚ୍ଚ ବିଦ୍ୟାଳୟର ପ୍ଲାଟିନମ ଜୁବୁଲି

ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଜ ବୋଡାସମ୍ବର ଉଚ୍ଚ ବିଦ୍ୟାଳୟର ପ୍ଲାଟିନମ ଜୁବୁଲି ଏପ୍ରିଲ ୨୧ରୁ ୨୩ ତାରିଖ ପର୍ଯ୍ୟନ୍ତ ମହାସମାରୋହରେ ପାଳିତ ହେବ । ପ୍ରଥମ ଦିନରେ ମୁଖ୍ୟ ଅତିଥି ଭାବରେ ଗ୍ରାମ୍ୟ ବିକାଶ, ଶ୍ରମ, ନିଯୁକ୍ତ ମନ୍ତ୍ରୀ ସୁଶାନ୍ତ ସିଂ ଯୋଗଦେଇ ଉଦ୍‌ଘାଟନ କରିବେ ।
Read More...

ତିନି ଦିନିଆ ପାରମ୍ପରିକ ବିହନ ଓ ଖାଦ୍ୟ ମେଳା ଉଦ୍‌ଯାପିତ : ଅନ୍ତରାଜ୍ୟ ସ୍ୱଦେଶୀ ବିହନ ସଂରକ୍ଷଣ ସଂଗଠନ ଗଠିତ

କଳାହାଣ୍ଡି, (ନରୋତ୍ତମ ସେଲମା) : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଗଜବାହଲ ପଞ୍ଚାୟତ କଂସିଲଠାରେ ଇଣ୍ଡୋ ଗ୍ଲୋବାଲ ସୋସିଆଲ ସର୍ଭିସ ସୋସାଇଟି ପକ୍ଷରୁ ସୋମବାର ଠାରୁ ଆରମ୍ଭ ହୋଇଥିବା ତିନିଦିନିଆ ପାରମ୍ପରିକ ବିହନ ଓ ଖାଦ୍ୟ ମେଳା ବୁଧବାର ଉଦ୍‌ଯାପିତ ହୋଇଯାଇଛି । ଏହି ଅବସରରେ ବ୍ଲକ
Read More...

ରୋଟାରୀ ସେଣ୍ଟ୍ରାଲ ତରଫରୁ ଥଣ୍ଡା ପାଣି ଏବଂ ସରବତ ବଣ୍ଟନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଏ ବର୍ଷ ଭିଷଣ ଖରା ଅନୂଭୁତ ହେଉଛି । ବଲାଙ୍ଗିର ତଥା ଆଖପାଖ ଅଂଚଳରେ ଖରା ରେକର୍ଡ କରୁଛି । ଏଭଳି ସ୍ଥଳେ ସହରରେ ଯାତାୟତ କରୁଥିବା ଲୋକେ ପିଇବା ପାଇଁ ଥଣ୍ଡା ପାଣି ମୁନ୍ଦିଏ ନ ପାଇ ହଇରାଣ ହେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ଆଜି ସମଲେଶ୍ୱରୀ ମନ୍ଦିର ଛକ
Read More...

ବାଲ୍ୟ ବିବାହ ରୋକିଲା ପ୍ରଶାସନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ସାମାଜିକ କର୍ମୀ ଅରୁଣ କୁମାର ଖୁଆସ, ବଲାଙ୍ଗିର ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ସଲମନି ସୋରେନ, ଆସିଡିଏସ୍‌ ସୁପରଭାଇଜର ଗାୟତ୍ରୀ ବାରିକ, ସ୍ଥାନୀୟ ଅଙ୍ଗନୱାଡି କର୍ମୀ ଦୁଲଣୀ ସୁନା, ଚାଇଲ୍ଡ ଲାଇନର
Read More...

ରାଜ୍ୟପାଳଙ୍କୁ ୨୦୧୯-୨୦ ସମାପ୍ତ ବର୍ଷ ପାଇଁ ସିଏଜି ରିପୋର୍ଟ ପ୍ରଦାନ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଆସନ୍ତା ବଜେଟ ଅଧିବେଶନରେ ଉପସ୍ଥାପିତ ହେବାକୁ ଥିବା ଭାରତର ମହାଲେଖା ନିୟନ୍ତ୍ରକ ତଥା ମହାସମୀକ୍ଷକଙ୍କ ୨୦୧୯-୨୦ ସମାପ୍ତ ବର୍ଷ ପାଇଁ "ସମ୍ପାଦନ ଏବଂ ଅନୁପାଳନ ରିପୋର୍ଟ ୩" ଲେଖା ପରୀକ୍ଷା ପ୍ରତିବେଦନ (ସିଏଜି ରିପୋର୍ଟ) ଓଡ଼ିଶାର ପ୍ରଧାନ ମହାଲେଖାକାର
Read More...

‘କୋଶଳ ପ୍ରବାହ’ କାର୍ଯ୍ୟାଳୟରେ ପ୍ରଶାସନିକ ଅଧିକାରୀଙ୍କ ଜନ୍ମ ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ‘କୋଶଳ ପ୍ରବାହ’ର ପ୍ରଶାସନିକ ଅଧିକାରୀ ଶ୍ୟାମ ପ୍ରସାଦ ଗୁରୁଙ୍କ ଆଜି ୬୮ତମ ଜନ୍ମ ଦିବସ । ଏହି ଅବସରରେ ‘କୋଶଳ ପ୍ରବାହ’ କାର୍ଯ୍ୟାଳୟରେ ଶ୍ରୀ ଗୁରୁଙ୍କ ଜନ୍ମଦିନ ପାଳନ କରାଯାଇଛି । ପ୍ରଶାସନିକ ଅଧିକାରୀ ଶ୍ରୀ ଗୁରୁଙ୍କ ସୁସ୍ଥ ଓ ନିରାମୟ ଜୀବନ କାମନା କରି
Read More...

କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ରଗୁଡ଼ିକର ସମସ୍ୟାକୁ ଲୋକସଭା ଓ ବିଧାନସଭାରେ ଉପସ୍ଥାପିତ କରାଯିବ

ଅଖିଳ ଭାରତ କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ରର ୨୧ତମ ଅଧିବେଶନରେ ସାଂସଦ ଉଲାକା ଓ ବିଧାୟକ ବାହିନୀପତିଙ୍କ ଦୃଢେ଼ାକ୍ତି ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟର ବିଭିନ୍ନ ଅଞ୍ଚଳରୁ ପ୍ରକାଶ ପାଇ ଆସୁଥିବା କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ରଗୁଡ଼ିକ ଯେଉଁଭଳି ଆର୍ଥିକ ଅନାଟନର ସମ୍ମୁଖୀନ
Read More...

ଭୁଲିଆବନ୍ଧ ଗ୍ରାମରେ ସୁନ୍ଦରାକାଣ୍ଡ ପାରାୟଣ ଅନୁଷ୍ଠିତ : ଭକ୍ତିରେ ବୁଡିଲେ ଶ୍ରଦ୍ଧାଳୁ

ପାଟଣାଗଡ଼, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ବେଲାପଡା ବ୍ଲକ ଅନ୍ତର୍ଗତ ଯୁବା ପଞ୍ଚାୟତ ଭୁଲିଆବନ୍ଧ ଗ୍ରାମରେ ଆଜି ସୁନ୍ଦରାକାଣ୍ଡ ପାରାୟଣ ଅନୁଷ୍ଠିତ ହୋଇଥିଲା । ଆଖ ପାଖର ଭକ୍ତମାନେ ଉପସ୍ଥିତ ରହି ବହୁତ ଖୁସି ଆନନ୍ଦ ଅନୁଭବ କରିବା ସହ ସମସ୍ତ ଶ୍ରଦ୍ଧାଳୁମାନଙ୍କ ସମେତ ମହିଲାମାନେ
Read More...

ପିଲାଙ୍କ ପାଖରେ ପହଞ୍ଚିଲା ଭ୍ରାମ୍ୟମାଣ ପାଠାଗାର

ଟିଟିଲାଗଡ, (କେପିଏନ୍‌ଏସ୍‌) : ଛାତ୍ରଛାତ୍ରୀମାନଙ୍କ ପୁସ୍ତକ ପଠନ ପ୍ରତି ଆଗ୍ରହ ବୃଦ୍ଧି କରିବା ପାଇଁ ଶିଶୁ ସାହିତ୍ୟିକ ତଥା ଆବାହକ ବୃନ୍ଦାବନ କୁମ୍ଭାରଙ୍କ ପ୍ରଚେଷ୍ଟାରେ ଭ୍ରାମ୍ୟମାଣ ପାଠାଗାର ଆଜି ଟିଟିଲାଗଡ଼ ବ୍ଲକ ଅନ୍ତର୍ଗତ ଅଦାବାହାଲ ଉଚ୍ଚ ପ୍ରକଳ୍ପ ବିଦ୍ୟାଳୟରେ ପହଞ୍ଚିଛି ।
Read More...
error: Content is protected !!