Daily Archives

ହୋଲି ଖେଳରୁ ଗୋଷ୍ଠୀ ସଂଘର୍ଷ : ୧୫ଟି ବୋମା ଫିଙ୍ଗି ଦୁର୍ବୃତ୍ତ ଫେରାର୍

ବ୍ରହ୍ମଗିରି, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ବ୍ରହ୍ମଗିରି ଦଣ୍ଡୁଆସିପଡା ଗାଁରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହୋଲି ଖେଳ ବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିବା ଜଣାପଡିଛି । ୧୫ରୁ ଅଧିକ ବୋମା ମାଡ କରି ଦୁର୍ବୃତ୍ତ ଫେରାର୍ ମାରିଥିଲେ । ତେବେ ଗୋଟିଏ ପକ୍ଷର କିଛି
Read More...

ଦୋଳ ମେଳଣ ଦେଖିବା ହେଲା କାଳ : ବାଣ ଫୁଟି ୧ ମୃତ

ବାଲିପାଟଣା : ଭୁବନେଶ୍ୱର ଉପକଣ୍ଠ ବାଲିପାଟଣା ବ୍ଲକ ନରିଶୋରେ ଦୋଳ ମେଳଣ ଅବସରରେ ବାଣ ଫୁଟି ଜଣଙ୍କର ମୃତ୍ୟୁ ଘଟିଥିବା ଖବର ମିଳିଛି । ମୃତକ ଜଣକ ନିକଟସ୍ଥ ନରିଶୋ ଶାସନ ଗାଁର ସ୍ମୃତି ରଞ୍ଜନ ଷଡଙ୍ଗୀ ବୋଲି ଜଣାପଡିଛି । ସୂଚନା ଅନୁସାରେ, ଶୁକ୍ରବାର ବିଳମ୍ବିତ ରାତିରେ ଦୋଳ ପୁର୍ଣ୍ଣିମା
Read More...

ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୪୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୪୫ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ସେମାନଙ୍କ ମଧ୍ୟରୁ ୮ ଜଣଙ୍କ ୦ରୁ ୧୮ ବର୍ଷ ବୟସ ରହିଛି । ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୬୨୭ ରହିଥିବା ବେଳେ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୨୭ ଜଣ
Read More...

୨୫ ଦିନରେ ପହଂଚିଲା ମହାବିନାଶକାରୀ ଯୁଦ୍ଧ : ଆକ୍ରମଣରେ ଥକୁନାହିଁ ରୁଷ୍‌, ଆତ୍ମସପର୍ମଣ ପାଇଁ ମାନୁନାହିଁ ୟୁକ୍ରେନ୍‌

କିଭ୍‌ : ଆଜି ୨୫ ଦିନରେ ପହଂଚିଛି ମହାବିନାକାରୀ ରୁଷ-ୟୁକେନ୍‌ ଯୁଦ୍ଧ । ତାବଡ୍‌ତୋଡ଼ ଆକ୍ରମଣରେ ରୁଷ୍‌ ଥକୁ ନଥିବା ବେଳେ ଆତ୍ମସମର୍ପଣ ପାଇଁ ପ୍ରସ୍ତୁତ ହେଉନାହିଁ ୟୁକ୍ରେନ୍‌ । ଲକ୍ଷ୍ୟ ହାସଲ୍‌ ପର୍ୟ୍ୟନ୍ତ ଆକ୍ରମଣ ଜାରି ରହିବ ବୋଲି ସ୍ପଷ୍ଟ କରି ଦେଇଛି ରୁଷ୍‌ । ଘମାଘୋଟ ବୋମା, ରକେଟ୍‌,
Read More...

ଜମିବାଡ଼ି ପାଇଁ ଗଣ୍ଡଗୋଳ : ଜଣେ ମୃତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଦେଓଗାଁ ଥାନା ବରଗାଁରେ ଜମି ବିବାଦକୁ ନେଇ ମରଣାନ୍ତକ ଆକ୍ରମଣରେ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । ମୃତକ ଜଣକ ବରଗାଁର ଧନୁ ବୁଡେକ ବୋଲି ଜଣାପଡିଛି । ସୂଚନା ଅନୁସାରେ ବଲାଙ୍ଗିର ଜିଲ୍ଲା ଦେଓଗାଁ ଥାନା ବରଗାଁର ଧନୁ ବୁଡେକ ଏବଂ
Read More...

ହୋଲି ଖେଳି ସାରି ଗାଧେଇବାକୁ ଯାଇ ପୋଖରୀରେ ବୁଡି ଦୁଇ ଭଉଣୀଙ୍କ ମୃତ୍ୟୁ

ପାଟଣା : ବାରିଆ ଥାନା ଭୁଇଁପୁର ମଠ ସାହିରେ ହୋଲି ଖେଳି ସାରି ଗାଧେଇବାକୁ ଯାଇ ପୋଖରୀରେ ବୁଡି ଦୁଇ ଭଉଣୀଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି । ମୃତ ଦୁଇ ଭଉଣୀ ସ୍ୱାତିରାଣୀ ନାଏକ ଓ ସଞ୍ଜୁଲତା ନାଏକ ବୋଲି ଜଣାପଡିଛି ।ସୂଚନା ଅନୁସାରେ ୨ ଭଉଣୀ ସ୍ବାତିରାଣୀ ଓ ସଞ୍ଜୁଲତା ଗତକାଲି ହୋଲି ଖେଳି
Read More...

ଜନସାଧାରଣଙ୍କ ସହ ହୋଲି ପର୍ବ ପାଳିଲେ ବିଧାୟକ ସରୋଜ ମେହେର

ପାଟଣାଗଡ଼, (ଗୋରେଖନାଥ ବରିହା) : ରଙ୍ଗ ଓ ଭାଇଚାରାର ପର୍ବ ହୋଲି । ଆନନ୍ଦ ଉଲ୍ଲାସର ସହ ପରସ୍ପରକୁ ଅବିର ଓ ରଙ୍ଗ ଲଗାଇଥାନ୍ତି ସମସ୍ତେ । କିଛି ସମୟ ପାଇଁ ହେଉ ପଛେ ସମସ୍ତେ ଭୁଲି ଯାଇଆନ୍ତି ଜୀବନର ସବୁ ଦୁଃଖ, କଷ୍ଟ । ରଙ୍ଗ ଖେଳିବା ସହ ସମସ୍ତେ ମଜ୍ଜି ଯାଇଥିଲେ ନାଚ ଗୀତରେ । ଏଥିସହ ଭାବର
Read More...

ହମିରପୁର ଉନ୍ନୟନ ପରିଷଦର ହୋଲି ମିଳନ ଓ ମତ ବିନିମୟ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ହମିରପୁର ଉନ୍ନୟନ ପରିଷଦ ହୋଲି ମିଳନ ଓ ମତ ବିନିମୟ କାର୍ଯ୍ୟକ୍ରମ ସ୍ଥାନୀୟ ତାରିଣୀ ସାଇ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ପରିଷଦର ସଭାପତି ଡଃ ସୁମନ ଦତ୍ତଙ୍କ ପୌରହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶିକ୍ଷାବିତ୍ ଡଃ ପ୍ରଭାତ କୁମାର ମଲ୍ଲିକ
Read More...

ହୋଲି ଖେଳି ସାରି ପୋଖରୀରେ ଗାଧୋଇବା ବେଳେ ବୁଡି ଯାଇ ୬ ଜଣ ନିଖୋଜ ଘଟଣା : ୫ ମୃତଦେହ ଉଦ୍ଧାର

ଯାଜପୁର ରୋଡ୍ : ଯାଜପୁର ଜିଲ୍ଲା ଖରସ୍ରୋତା ନଦୀକୁ ଶୁକ୍ରବାର ଗାଧୋଇବାକୁ ଯାଇଥିବା ବେଳେ ବୁଡିଯାଇ ୬ ଜଣ ନିଖୋଜ ହୋଇଥିଲେ । ଖବର ପାଇ ଅଗ୍ନିଶମ, ଓଡ୍ରାଫ ବାହିନୀ ମିଳିତ ଭାବେ ନଦୀରେ ଗତ ୨ ଦିନ ଧରି ଖୋଜାଖୋଜି ଜାରି ରଖିଥିବା ବେଳେ ବର୍ତ୍ତମାନ ସୁଦ୍ଧା ୫ ଜଣଙ୍କ ମୃତଦେହ ଉଦ୍ଧାର
Read More...

ହୋଲି ଖେଳି ସାରି ପୋଖରୀରେ ଗାଧୋଇବା ବେଳେ ବୁଡି ଯାଇ ଜଣଙ୍କର ମୃତ୍ୟୁ

କେନ୍ଦୁଝର : ହୋଲି ଖେଳି ସାରି ପୋଖରୀରେ ଗାଧୋଇବା ବେଳେ ବୁଡି ଯାଇ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । ମୃତକ ଜଣକ ଟାଉନ ଥାନା ନରଣପୁର ପଞ୍ଚାୟତ ହରିଡାଗୋଠ ଗାଁର ସୁବ୍ରତ ବେହେରା ବୋଲି ଜଣାପଡିଛି । ସୂଚନା ଅନୁସାରେ ସୁବ୍ରତ ରଙ୍ଗ ଖେଳି ସାରି ଗାଁ ନିକଟ ପୋଖରିରେ ଗାଧୋଉଥିବା ସମୟରେ
Read More...