Daily Archives

ପଞ୍ଚାୟତ ନିର୍ବାଚନକୁ ନେଇ ହିଂସାକାଣ୍ଡ : ୩ ଗୁରୁତର

ପୁରୀ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ପୁରୀ ଜିଲ୍ଲା ଗୋପ ବ୍ଲକ ବଡତାର ପଞ୍ଚାୟତର ଗଡ଼ରୁପାସ ଗ୍ରାମରେ ନିର୍ବାଚନକୁ ନେଇ ହିଂସାକାଣ୍ଡ ଘଟିଥିବା ଜଣାପଡିଛି । ହିଂସାକାଣ୍ଡରେ ୩ ଜଣ ଗୁରୁତର ହୋଇ ଭୁବନେଶ୍ଵର ଡ଼ାକ୍ତରଖାନାକୁ ସ୍ଥାନାନ୍ତର ହୋଇଥିବା ଜଣାପଡିଛି । ଉକ୍ତ ଗ୍ରାମର ସୁରେଶ ସେଠୀ ଓ…
Read More...

ଶ୍ରୀ ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କର ପବିତ୍ର ମହାଶିବରାତ୍ରୀ ପର୍ବ ନିମନ୍ତେ ସମନ୍ୱୟ ବୈଠକ

ରାତି ୧୦ଟାରେ ଉଠିବ ମହାଦୀପକୋଭିଡ୍ କଟକଣା ଅନୁପାଳନ ମଧ୍ୟରେ ହେବ ପର୍ବଆଡକାଠ ନିକଟରେ ଶ୍ରୀ ଜୀଉଙ୍କୁ ଦର୍ଶନ କରିପାରିବେ ଭକ୍ତ ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଆସନ୍ତା ମାର୍ଚ୍ଚ ୧ ତାରିଖରେ ଭୁବନେଶ୍ୱରର ପ୍ରସିଦ୍ଧ ଶ୍ରୀ ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କର ମହାଶିବରାତ୍ରୀ ପର୍ବ ପାଳନ…
Read More...

ନିହାଲପ୍ରସାଦଠାରେ ସାନି ମତଦାନ ନେଇ ଜିଲ୍ଲାପାଳଙ୍କ ପ୍ରତିକ୍ରିୟା

ଢେଙ୍କାନାଳ, (ତାପସ ଦାସ) : ଢେଙ୍କାନାଳ ଗଂଦିଆ ବ୍ଲକର ନିହାଲପ୍ରସାଦ ଗ୍ରାମରେ ଗତକାଲି ସାନି ମତଦାନ ଶେଷ ହୋଇଛି । ୨, ୬, ୭ ଓ ୧୧ ନମ୍ବର ବୁଥ୍‌ରେ ସାନି ମତଦାନ ସକାଳ ୯ ଟାରୁ ଆରମ୍ଭ ହୋଇଥିଲା । ଏଥିପାଇଁ ପର୍ଯ୍ୟାପ୍ତ ମାତ୍ରାରେ ପୋଲିସ ମୁତୟନ କରାଯାଇଥିଲା । ଜିଲ୍ଲା ପ୍ରଶାସନ ସ୍ତରୀୟ…
Read More...

ଭୋଟ ଗଣତି ସମ୍ପର୍କରେ ସୂଚନା ଦେଲେ ଗଂଦିଆ ବ୍ଲକର ବିଡ଼ିଓ

ଢେଙ୍କାନାଳ, (ତାପସ ଦାସ) : ଢେଙ୍କାନାଳ ଜିଲ୍‌ଲ୍ଲା ଗଂଦିଆ ବ୍ଲକର ବିଡିଓ ଭେରଟ ଗଣତିକୁ ନେଇ ସୂଚନା ନେଇଛନ୍ତି । ସୂଚନା ରେ କହିଛନ୍ତି ଯେ, ଗଂଦିଆ ବ୍ଲକ ଓ ସଦର ବ୍ଲକରେ ଭୋଟ ଗଣତିର ୭୨ଘଣ୍ଟା ପୂର୍ବରୁ ପ୍ରାର୍ଥୀମାନେ ନିର୍ଦ୍ଧାରିତ ଫର୍ମରେ ଗଣନା ଏଜେଣ୍ଟ ନିଯୁକ୍ତି କରିବା ପାଇଁ ନିର୍ବାଚନ…
Read More...

ଶିକ୍ଷକ ନିଖୋଜ ଘଟଣା : ୧୨ଦିନ ପରେ ମିଲିଳା ଗଳିତ ଶବ

ବୌଦ୍ଧ, (ବଂଶୀଧର ମାଝୀ) : ନିର୍ବନ୍ଧ ସରିଥିଲା । ବନ୍ଧୁବାନ୍ଧବଙ୍କୁ ନିମନ୍ତ୍ରଣ କାର୍ଡ ଦେବା ମଧ୍ୟ ସରିଥିଲା । ଆସନ୍ତା ମାର୍ଚ୍ଚ ୯ ତାରିଖରେ ବିବାହ ହୋଇଥାନ୍ତା କିନ୍ତୁ ପୁଅର ହତ୍ୟା ଖବର ଅଞ୍ଚଳବାସୀଙ୍କୁ ସ୍ତବ୍ଧ କରିଦେଇଛି । କଣ୍ଟାମାଳ ଥାନା ଖୁଣ୍ଟିଗୋରା ପଞ୍ଚାୟତ ଉଡେର ଗ୍ରାମର…
Read More...

ଷ୍ଟ୍ରଙ୍ଗରୁମରେ ନିରାପତ୍ତା ବ୍ୟବସ୍ଥା କଡାକଡି : ୨ ଥାକିଆ ସଶସ୍ତ୍ର ପୁଲିସ ମୁତୟନ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପ୍ରକ୍ରିୟାର ଚତୁର୍ଥ ପର୍ଯ୍ୟାୟରେ ଡେଲାଙ୍ଗ ବ୍ଲକରେ ଗତ ୨୨ ତାରିଖରେ ଭୋଟ ଗ୍ରହଣ ସମାପ୍ତ ହେବା ପରେ ସମସ୍ତ ବୁଥରୁ ଆସିଥିବା ଜଉମୁଦ ଭୋଟବାକ୍ସଗୁଡିକୁ ଡେଲାଙ୍ଗ ବ୍ଲକ କାର୍ଯ୍ୟାଳୟ ପରିସରରେ ଅବସ୍ଥିତ ୩ଟି ପୃଥକ…
Read More...