Daily Archives

ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପକ୍ଷରୁ ୭୩ତମ ସାଧାରଣତନ୍ତ୍ର ଦିବସ ପାଳିତ

ପାଟଣାଗଡ଼, (ଗୋରେଖନାଥ ବରିହା) : ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ବଲାଙ୍ଗିର ଜିଲ୍ଲା ସଂଗଠନ ପକ୍ଷରୁ ୭୩ତମ ସାଧାରଣତନ୍ତ୍ର ଦିବସ ଅବସରରେ "ଅମୃତ ମହୋତ୍ସବ" ପାଳିତ ହୋଇଯାଇଛି । ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ଗାନ୍ଧିବାଦୀ, ସର୍ବୋଦୟ ଓ ଭୂଦାନ ନେତା, ସମାଜସେବୀ, ସାହିତ୍ୟିକ,
Read More...

ଆଜି ‘କୋଶଳ ପ୍ରବାହ’ର ସଂପାଦକ ତଥା ବିଶିଷ୍ଟ କବି ଆନଂଦ ଚଂଦ୍ର ସାହୁଙ୍କ ଜନ୍ମଦିନ : ଛୁଟୁଛି ଶୁଭେଚ୍ଛାର ସୁଅ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ‘କୋଶଳ ପ୍ରବାହ’ର ସଂପାଦକ ତଥା ବିଶିଷ୍ଟ କବି ଆନଂଦ ଚଂଦ୍ର ସାହୁଙ୍କ ଶୁଭ ଜନ୍ମଦିନ । ଏହି ଅବସରରେ ବିଭିନ୍ନ ସାମାଜିକ ଓ ସାହିତ୍ୟ ସଂଗଠନ ତଥା ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କ ଠାରୁ ଶୁଭେଚ୍ଛାର ସୁଅ ଛୁଟୁଛି । ଦୀର୍ଘ ୨୨ ବର୍ଷ ଧରି ‘କୋଶଳ ପ୍ରବାହ’
Read More...

ରାଜ୍ୟରେ ଗତ ୨୪ ଘଣ୍ଟାରେ ଆଉ ୮ ଜଣଙ୍କ ଜୀବନ ନେଲା କରୋନା

ଭୁବନେଶ୍ଵର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଣ୍ଟାରେ ଆଉ ୮ ଜଣଙ୍କ ଜୀବନ ନେଲା କରୋନା । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୫୫୦କୁ ବୃଦ୍ଧି ପାଇଛି । ମୃତକଙ୍କ ମଧ୍ୟରେ ସୁନ୍ଦରଗଡ଼ ଜିଲ୍ଲାରୁ ୩ଜଣ ରହିଥିବା ବେଳେ ବାଲେଶ୍ୱର, ଖୋର୍ଦ୍ଧା, କେନ୍ଦୁଝର,
Read More...

ଜନରାଜ୍ୟ ଦିବସରେ ‘ପଲିଥିନକୁ ନା’ ସଂକଳ୍ପ କରାଇଲେ ହୃଷୀକେଶ ପାଢ଼ୀ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ପବିତ୍ର ଜନରାଜ୍ୟ ଦିବସ ପାଳନ ଅବସରରେ ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ବୋଳକଣାରେ ପ୍ରତିଷ୍ଠିତ ସବୁଜ ଡେଲାଙ୍ଗ ଟ୍ରଷ୍ଟ ପକ୍ଷରୁ ପଲିଥିନକୁ 'ନା' କର୍ମଶାଳା ଡେଲାଙ୍ଗ ବଜାର ସ୍ଥିତ ଓମ ମେଡ଼ିସିନ ପରିସରରେ ଅନୁଷ୍ଠିତ ହୋଇଯାଇଛି । ସମାଜସେବୀ
Read More...

ରାଜ୍ୟରେ ୬ ହଜାର ତଳକୁ ଖସିଲା କରୋନା ସଂକ୍ରମଣ : ଗତ ୨୪ ଘଂଟାରେ ୫୯୦୧ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ୬ ହଜାର ତଳକୁ ଖସିଲା କରୋନା ସଂକ୍ରମଣ । ଗତ ୨୪ ଘଂଟାରେ ୫୯୦୧ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ସେମାନଙ୍କ ମଧ୍ୟରୁ ୭୩୯ ଜଣ ୦ରୁ ୧୮ ବର୍ଷ ବୟସ ରହିଛି । ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୭୦୩୨୭ ନୂଆ
Read More...

ଜଗଦା ସାଂସ୍କୃତିକ ପରିଷଦ ତରଫରୁ ୭୩ତମ ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ଫଳ ବଣ୍ଟନ

ରାଉରକେଲା, (ସସ୍ମିତା ପ୍ରଧାନ) : ଜଗଦା ସାଂସ୍କୃତିକ ପରିଷଦ ତରଫରୁ ୭୩ତମ ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ରାଉରକେଲା ସ୍ୱତନ୍ତ୍ର କାରାଗାରରେ ଫଳ ବଣ୍ଟନ କରାଯାଇଥିଲା । ପରିଷଦ ତରଫରୁ ଜେଲର ସୁପରିଟେଣ୍ଡଣ୍ଟ୍‌ଙ୍କୁ ପ୍ରାୟ ୫୦୦ପୁଡିଆ ଫଳ ହସ୍ତାନ୍ତର କରାଯାଇ ବନ୍ଦୀ ମାନଙ୍କ ମଧ୍ୟରେ
Read More...

ତିନୋଟି ଯୁଦ୍ଧର ଯୋଦ୍ଧା ବୈଷ୍ଣବ : ଏବେ ମଧ୍ୟ ଦେଶ ସେବା କରିବା ପାଇଁ ଆଗ୍ରହୀ, ଅସହାୟ ଅବସ୍ଥାରେ ବୀର ଯବାନ

ସଇଁନ୍ତଲା, (ଅଜିତ କୁମାର ସାହୁ) : ଦେଶ ତାର ୭୩ତମ ସାଧାରଣତନ୍ତ୍ର ଦିବସ ପାଳନ କରିଥିବା ବେଳେ ବଲାଙ୍ଗିର ଜିଲ୍ଲାର ବୀର ଯବାନ ବୈଷ୍ଣବ ନାଗଙ୍କ କଥା ମନେପଡୁଛି । ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ବାଦୀପଡା ଗ୍ରାମରେ ଜନ୍ମିତ ବୈଷ୍ଣବ ୧୯୬୧ ମସିହାରେ ଭାରତୀୟ ସେନା ବାହିନୀରେ ଯୋଗ ଦେଇଥିଲେ
Read More...

ମିଡିଆ କ୍ଲବରେ ୭୩ତମ ସାଧାରଣତନ୍ତ୍ର ଦିବସ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ମିଡିଆ କ୍ଲବ ଠାରେ ମୁଖ୍ୟ ଉପଦେଷ୍ଟା ଡଃ ପୀତବାସ ମିଶ୍ରଙ୍କ ପୌରହିତ୍ୟ ଓ ସାଧାରଣ ସଂପାଦକ ବିବେକାନନ୍ଦ ଦାସଙ୍କ ଆବାହକତ୍ୱ ଓ ସଂଯୋଜନାରେ ୭୩ତମ ସାଧାରଣତନ୍ତ୍ର ଦିବସ କରୋନା କଟକଣା ଅନୁଯାୟୀ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଆରଏସପିର
Read More...

ଇଲେଭେନ ଷ୍ଟାର ସେବା ଟ୍ରଷ୍ଟ ତରଫରୁ ୭୩ ତମ ସାଧାରଣତନ୍ତ୍ର ଦିବସ ପାଳିତ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଇଲେଭେନ ଷ୍ଟାର ସେବା ଟ୍ରଷ୍ଟ ତରଫରୁ ୭୩ ତମ ସାଧାରଣ ତନ୍ତ୍ର ଦିବସପାଳିତ ହୋଇଯାଇଛି । ଏହି ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଭିନ୍ନ ଦୁର୍ବଳ ଓ ବ୍ରାହ୍ମଣମାନଙ୍କୁ ଶୀତ ବସ୍ତ୍ର ପ୍ରଦାନ କରାଯାଇଥିଲା । ଏହି ପ୍ରୋଗ୍ରାମରେ ମୁଖ୍ୟ
Read More...

ଜାତୀୟ ବାଳିକା ଦିବସ ପାଳିତ

• ଛତ୍ରପୁରର ବାଲିବଗଡ ଗ୍ରାମକୁ ଡାକ-ବିଭାଗ ଦ୍ୱାରା ସଂପୂର୍ଣ୍ଣ ସୁକନ୍ୟା ସମୃଦ୍ଧି ଗ୍ରାମ ଭାବେ ଘୋଷିତ ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ଡାକ ମଣ୍ଡଳ ବିଜିନେସ ଏକ୍‌ଜୁଟିଭ ଗୌରହରୀ ପଣ୍ଡାଙ୍କ ସଂଯୋଜନାରେ ଛତ୍ରପୁର ପଞ୍ଚାୟତ ସମିତି ଅନ୍ତର୍ଗତ ବାଲିବଗଡ଼ ଗ୍ରାମରେ
Read More...