Daily Archives

୧୯ତମ ବେଗା କ୍ରିକେଟ ଟୁର୍ନାମେଣ୍ଟ ଉଦଯାପିତ : ଗାନ୍ଧିଜୀ କ୍ରିକେଟ କ୍ଲବ ଚମ୍ପିଆନ

ଢେଙ୍କାନାଳ, (ତାପସ ଦାସ) : ଗଂଦିଆ ବ୍ଲକ ବେଗା ହାଇସ୍କୁଲ ମିନି ଷ୍ଟାଡିଅମ ପରିସରରେ ଉଦଯାପିତ ହୋଇଯାଇଛି ୧୯ତମ ବେଗା କିର୍କେଟ ଟୁର୍ନାମେଣ୍ଟ । ଏହି ଟୁର୍ନାମେଣ୍ଟକୁ ଶିକ୍ଷାବିତ ଚନ୍ଦ୍ରଶେଖର କାନୁନଗୋ ଓ ପୂର୍ବତବ ସରପଞ୍ଚ ପ୍ରଦୀପ କୁମାର ଦାସ ମୁଖ୍ୟ ଅତିଥି ଭାବେ ଉଦ୍‌ଘାଟନ କରିଥିବା ବେଳେ
Read More...

ଗଁଦିଆ ବ୍ଲକରେ ଆଜି ଧାନମଣ୍ଡି ଶୁଭାରମ୍ଭ

ଢେଙ୍କାନାଳ, (ତାପସ ଦାସ) : ଢେଙ୍କାନାଳ ଜିଲା ଗଁଦିଆ ବ୍ଲକରେ ଆଜି ଧାନମଣ୍ଡିର ଶୁଭାରମ୍ଭ ହୋଇଛି । ପ୍ରଥମ ଥର ସ୍ୱୟଂ ସହାୟକ ଗୋଷ୍ଠୀ ଚାଷୀ ମାନଙ୍କଠାରୁ ଧାନ କ୍ରୟରେ ନିଜକୁ ସାମିଲ କରିଛନ୍ତି । ଆଜି ନିହଲପ୍ରସାଦ ସେବା ସମବାୟସମିତି ଠାରେ ଢେଙ୍କାନାଳ ଉପଜିଲ୍ଲାପାଳ ସ୍ନିଗ୍ଧାରାଣୀ ଧଳ
Read More...

ରାଜ୍ୟରେ ଏଯାଏଁ ୩ କୋଟିରୁ ଅଧିକ ଲୋକ ଟିକାର ପ୍ରଥମ ଡୋଜ୍‌ ନେଇ ସାରିଲେଣି : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଟିକାକରଣରେ ଓଡ଼ିଶା ଆଉ ଏକ ମାଇଲଖୁଣ୍ଟ ହାସଲ କରିଛି । ରାଜ୍ୟରେ ଏଯାଏଁ ୩ କୋଟିରୁ ଅଧିକ ଲୋକ ଟିକାର ପ୍ରଥମ ଡୋଜ୍‌ ନେଇସାରିଛନ୍ତି । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ଟୁଇଟରରେ ସୂଚନା ଦେଇଛନ୍ତି । ସେ ଟୁଇଟରରେ ଲେଖିଛନ୍ତି, ଟିକାକରଣରେ ଓଡ଼ିଶା ଆଉ ଏକ ମାଇଲଖୁଣ୍ଟ
Read More...

କରୋନାକୁ ହଟାଇବା ଅସମ୍ଭବ, ଏପରିକି ବଢ଼ୁଥିବା ମାମଲାଗୁଡ଼ିକର ମଧ୍ୟ ଅର୍ଥ କିଛି ନାହିଁ : କୋଭିଡ ପ୍ୟାନେଲ ମୁଖ୍ୟଙ୍କ…

ନୂଆଦିଲ୍ଲୀ : ଦେଶରେ କରୋନା ଭୂତାଣୁର ବିସ୍ଫୋରଣ ଘଟିଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଶୁକ୍ରବାର ଦିନ ସମଗ୍ର ଦେଶରେ ୧ ଲକ୍ଷ ୧୭ ହଜାର ୧୦୦ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କରୋନାର ପଜିଟିଭ୍‌ ହାର ମଧ୍ୟ ୭.୭୪ ପ୍ରତିଶତକୁ ବୃଦ୍ଧି ପାଇଛି । ଅନେକ ମାମଲା ସତେ୍‌ତ୍ୱ
Read More...

ଖପ୍ରାଖୋଲରେ ଛାତ୍ରୀଛାତ୍ରଙ୍କୁ କରୋନା ଟୀକା

ପାଟଣାଗଡ଼, (ଗୋରେଖନାଥ ବରିହା) : ସରକାର କରୋନା ନିୟନ୍ତ୍ରଣ ପାଇଁ ପ୍ରଥମେ ବୟସ୍କ ପରେ ମଧ୍ୟ ବୟସ୍କଙ୍କୁ କରୋନା ଟୀକା ଦେଇଥିବା ବେଳେ ଏବେ ୧୫ରୁ ୧୮ବର୍ଷ ବୟସର ଛାତ୍ରୀଛାତ୍ରଙ୍କୁ ମଧ୍ୟ ମାଗଣାରେ ଟିକା ଦେବା ଆରମ୍ଭ କରିଛନ୍ତି । ଖପ୍ରାଖୋଲ ବ୍ଲକ ଘୁନ୍‌ସର ଆରବିଏସେସ ଉଚ୍ଚ ମାଧ୍ୟମିକ
Read More...

ଆଜି ହେବ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନର ତାରିଖ ଘୋଷଣା

ନୂଆଦିଲ୍ଲୀ : ଆଜି ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନର ତାରିଖ ଘୋଷଣା ହେବ । ଭାରତ ନିର୍ବାଚନ ଆୟୋଗ ଗୋଆ, ପଞ୍ଜାବ, ମଣିପୁର, ଉତ୍ତରପ୍ରଦେଶ ଏବଂ ଉତ୍ତରପ୍ରଦେଶର ବିଧାନସଭା ନିର୍ବାଚନ ପାଇଁ କାର୍ୟ୍ୟସୂଚୀ ଆଜି ଅପରାହ୍ନ ୩.୩୦ରେ ଘୋଷଣା କରିବେ ।
Read More...

କଂଗ୍ରେସ ନେତା ଉଦିତ ରାଜଙ୍କ ବିବାଦୀୟ ଟୁଇଟ୍‌ : କହିଲେ, ପ୍ରଧାନମନ୍ତ୍ରୀ ମୋଦୀ କ୍ଷମତା ପାଇଁ ପୁଲୱାମା ଘଟଣା…

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁରକ୍ଷାକୁ ନେଇ କଂଗ୍ରେସ ନେତା ଉଦିତ ରାଜ ଏକ ବିବାଦୀୟ ଟୁଇଟ୍ କରିଛନ୍ତି । କ୍ଷମତାର କ୍ଷୁଧା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ନିଜେ ପୁଲୱାମା ଘଟଣା ଘଟାଇଛନ୍ତି ବୋଲି ଉଦିତ ରାଜ ଟ୍ୱିଟ୍ କରିଛନ୍ତି । ଏହା ଉପରେ ବିଜେପି ମଧ୍ୟ ଉଦିତ ରାଜଙ୍କୁ
Read More...

ଆବାସ ଯୋଜନା ଘର ମରାମତି ପାଇଁ ସହାୟତା ପ୍ରଦାନ ଆରମ୍ଭ : ୬୭୫୩ ପରିବାରକୁ ୨କୋଟି ୨ଲକ୍ଷ ୫୯ହଜାର ଟଙ୍କା ଦେଲେ ରାଜ୍ୟ…

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଳକ ପରିସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆବାସ ଯୋଜନାରେ ପକ୍କାଘର ପାଇଥିବା ୬୭୫୩ ପରିବାରକୁ ଗତକାଲି ୩ହଜାର ଟଙ୍କା ଲେଖାଏଁ ଘର ମରାମତି ବାବଦରେ ଟଙ୍କା ପ୍ରଦାନ କରିଥିବା ଜଣାପଡ଼ିଛି । ଦେଓଗାଁ ବ୍ଲକରେ ଗତ ୫ ବର୍ଷରେ ୭୪୨୫ଟି ପକ୍କାଘର
Read More...

ଆଦିବାସୀମାନଙ୍କ ସଂରକ୍ଷଣ ଦାବୀରେ ଜିଲ୍ଲା ଆଦିବାସୀ ସଂଘ ପକ୍ଷରୁ ବେଲପଡ଼ା ବିଡିଓଙ୍କୁ ଦାବୀପତ୍ର ପ୍ରଦାନ

ପାଟଣାଗଡ଼, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ବେଲପଡ଼ା ବ୍ଲକ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ପକ୍ଷରୁ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ସଂରକ୍ଷଣ ଦାବୀରେ ଗତକାଲି ଆଦିବାସୀ ସଂଘ ଏକତ୍ରିତ ହୋଇ ପରମ୍ପରା ଅସ୍ତ୍ରଶସ୍ତ୍ର ଧରି ବେଲପଡ଼ା ତରଣୀ ମନ୍ଦିରଠାରୁ ଶୋଭାଯାତ୍ରାରେ ବାହାରି
Read More...