Yearly Archives

2020

“ସ୍ୱଦେଶୀ ମାଇକ୍ରୋପ୍ରୋସେସର୍‌ ଚାଲେଞ୍ଜ”ର ଶୁଭାରମ୍ଭ କଲେ ଇଲେକ୍‌ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଶ୍ରୀ…

• ଆତ୍ମନିର୍ଭର ଭାରତ ଲକ୍ଷ୍ୟ ହାସଲ କରିବା ଦିଗରେ ଏହା ଏକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ : ରବିଶଙ୍କର ପ୍ରସାଦ• ୨୦୨୦ ଅଗଷ୍ଟ ୧୮ ତାରିଖ ଠାରୁ ମାଇଁ ଗଭ୍‌ ପୋର୍ଟାଲ ମାଧ୍ୟମରେ ଆରମ୍ଭ ହେବ ପଞ୍ଜିକରଣ ପକ୍ରିୟା• ୧୦୦ ସେମି-ଫାଇନାଲିଷ୍ଟଙ୍କ ପାଇଁ ମୋଟ ୧.୦୦ କୋଟି ପୁରସ୍କାର ଜିଣିବାର ସୁବର୍ଣ୍ଣ
Read More...

ମହାବୀର ରେସିଡେନ୍ସି ହେଲା କଂଟେନମେଂଟ ଜୋନ : ଘୋଷଣା କଲେ ଉପଜିଲ୍ଲାପାଳ ତଥା ଉପଖଣ୍ଡ ମାଜିଷ୍ଟ୍ରେଟ

କଂଟାବାଂଜି, (ଗୁରୁଦୟାଲ ହଂସ) : କଂଟାବାଂଜି ୱାର୍ଡ ନଂ.୧୪ ମହାବୀର ରେସିଡେନ୍ସିକୁ ବୁଧବାର ଦିନ ଟିଟିଲାଗଡ ଉପଜିଲ୍ଲାପାଳ ତଥା ଉପଖଣ୍ଡସ୍ତରୀୟ ମାଜିଷ୍ଟ୍ରେଟ ସୋମେଶ ଉପାଧ୍ୟାୟ କଂଟେନମେଂଟ୍‌ ଜୋନ ଘୋଷଣା କରିଛନ୍ତି । ଉପଜିଲ୍ଲାପାଳ ତଥା ଏସ.ଡି.ଏମ. ଟିଟିଲାଗଡଙ୍କ ପତ୍ର ସଂଖ୍ୟା
Read More...

ଆଦିବାସୀ ସମାଜ ପକ୍ଷରୁ ଦାବୀ : ଶିକ୍ଷାନୀତି ଓ ଆଦିବାସୀ ଜମି ବିକ୍ରି ଉପରେ ପରିବର୍ତ୍ତନ ଦରକାର

ବୌଦ୍ଧ, (ବଂଶୀଧର ମାଝୀ) : ଆଦିବାସୀଙ୍କ ଜମିକୁ ବିଭିନ୍ନ ସ୍ଥାନରେ ଜମି ମାଫିଆମାନେ ଚଞ୍ଚକତା କରି ହଡପ କରୁଥିବାରୁ ଆଦିବାସୀଙ୍କ ଜମି କିଣାବିକା ଉପରେ ଅନୁମତି ନଦେଇ ସରକାରୀ ସ୍ତରରେ ରୋକ ଲଗାଇବାକୁ ନିବେଦନ କରି ଗୋଁଣ୍ତୱାନା ଗୋଁଣ୍ତ ମହାସଭା ଓ ସମ୍ମିଳିତ ଆଦିବାସୀ ସମାଜ ପକ୍ଷରୁ ୫ ଦଫା
Read More...

+୨ ବାଣିଜ୍ୟ ଫଳାଫଳ : ଚୁଡ଼ାପାଲିର ଶିଖା ଅଗ୍ରୱାଲ ପାଇଲେ ୯୦.୩%

ଚୁଡ଼ାପାଲି, (ଅଶ୍ୱିନୀ କୁମାର ନାଏକ) : ଆଜି +୨ ବାଣିଜ୍ୟର ଫଳାଫଳ ପ୍ରକାଶ ପାଇଥିବା ବେଳେ ଚୁଡ଼ାପାଲିର ଶିଖା ଅଗ୍ରୱାଲ ୯୦.୩% ମାର୍କ ରଖିଛନ୍ତି । ତାଙ୍କ ସଫଳତା ପାଇଁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଛି । ତେବେ ସେ ବରଗଡ଼ ବିକାଶରେ ଅଧ୍ୟୟନ କରୁଥିବା ବେଳେ ୬୦୦ ମାର୍କରୁ ୫୪୨
Read More...

ହୋମ୍‌ଗାର୍ଡ କର୍ମଚାରୀଙ୍କ ପାଇଁ ଖୁସି ଖବର : ଦୈନିକ ଭତ୍ତା ୫୩୩କୁ ବୃଦ୍ଧି

କଟକ, (କେପିଏନ୍‌ଏସ୍‌) : ହୋମ୍‌ଗାର୍ଡ କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର । ସେମାନଙ୍କ ଦୈନିକ ଭତ୍ତା ୫୩୩ଟଙ୍କାକୁ ବୃଦ୍ଧି ପାଇଛି । ଏ ସଂପର୍କରେ ନିର୍ଦ୍ଦେଶ ଦେଇଛନ୍ତି ଓଡ଼ିଶା ହାଇକୋର୍ଟ । ତେବେ ବୃଦ୍ଧି ହୋଇଥିବା ଦୈନିକ ଭତ୍ତା ଜାନୁଆରୀ ୨୦୨୦ରୁ ଲାଗୁ ହେବାକୁ ନିର୍ଦ୍ଦେଶ ରହିଥିବା
Read More...

ତୁରେକେଲା ବ୍ଲକ ଖୁଟୁଲୁମୁଣ୍ଡାରେ ଜଣେ କରୋନା ପୋଜିଟିଭ ଚିହ୍ନଟ : ୪୮ଘଂଟା ପାଇଁ ସଟ ଡାଉନ କଲେ ହିଆଁଲ ସରପଂଚ

ତୁରେକେଲା, (କୈଲାଶ ସଗରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ହିଆଁଲ ପଂଚାୟତ ଖୁଟୁଲୁମୁଣ୍ଡା ଗାଁରେ ଜଣେ କରୋନା ପୋଜିଟିଭ ଚିହ୍ନଟ ହୋଇଛନ୍ତି । କରୋନା ଚିହ୍ନଟ ବ୍ୟକ୍ତି ଜଣକ ନିଜର ପରିବାରର ରୋଜଗାର ପାଇଁ ଛତିଶଗଡର ରାୟପୁରରୁ ଗତ ୧୬/୮/୨୦୨୦ରିଖ ଦିନ ଗାଁକୁ ଫେରିଥିଲା । ଗାଁକୁ
Read More...

ପାଞ୍ଚ ଜଣ ସର୍ବୋଚ୍ଚ କୃତି ଛାତ୍ରଛାତ୍ରୀଙ୍କ ସହ ଜେଏସ୍‌ଏମ୍‌ କଲେଜ ଦ୍ୱିତୀୟ ସ୍ଥାନରେ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହର ମଧ୍ୟରେ ଥିବା ଜେଏସ୍‌ଏମ୍‌ ବାଣିଜ୍ୟ କଲେଜରେ ଯୁକ୍ତ ଦୁଇ ପରୀକ୍ଷା ଦେଇଥିବା ଛାତ୍ରଛାତ୍ର ଙ୍କ ମଧ୍ୟରୁ ଅହିଂଶା ଜୈନ ୯୧% ଏବଂ ସର୍ବମୋଟ ୫୪୪ମାର୍କ ରଖି ଓଡିଶାରେ ୨୫ ତମ ରେଙ୍କ ଅଧିକାର କରିଥିବା ବେଳେ ଅନ୍ନପୂର୍ଣ୍ଣା ଜୈନ ୮୦%, ଶ୍ରଦ୍ଧା
Read More...

ବର୍ଷାର ସମ୍ଭାବନାକୁ ଦେଖି ବଲାଙ୍ଗିର ଜିଲ୍ଲା ପ୍ରଶାସନର ପଦକ୍ଷେପ : ଡେମ୍‌ପଡ଼ା ଓ ହାତୀଶାଲପଡ଼ା ଡେମ‌ର ଗେଟ୍‌…

ବଲାଙ୍ଗିର, (କେପିଏନ୍‌ଏସ୍‌) : ବର୍ଷାର ସମ୍ଭାବନାକୁ ଆଖିଆଗରେ ରଖି ବଲାଙ୍ଗିର ଜିଲ୍ଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇଥିବା ବେଳେ ଡେମ୍‌ପଡ଼ା ଓ ହାତୀଶାଲପଡ଼ା ସ୍ଥିତ ଡେମ୍‌ର ଗେଟ୍‌ ଖୋଲି ଦିଆଯାଇଛି । ଫଳରେ ବର୍ଷା ପାଣି ଜମି ଆଉ ବନ୍ୟା ପରିସ୍ଥିତି ସୃଷ୍ଟି କରିବ ନାହିଁ ବୋଲି
Read More...

କରୋନା ଯୋଗୁଁ ଫିକାପଡ଼ିଛି ଲଙ୍କାପୋଡ଼ି ପର୍ବ

ସୋନପୁର , (ପ୍ରଭୁଦତ୍ତ ରଥ) : ସାରା ଦେଶରେ ବିଭିନ୍ନତା ଭିତରେ ଏକତା ରହିଥିବା ବେଳେ ଆମ ଓଡ଼ିଶାରେ ମଧ୍ୟ ଆଂଚଳିକ ଭିତିରେ ଅନେକ ପରମ୍ପରା ରହିଛି । ସେଥିମଧ୍ୟରୁ ସୋନପୁରର କିମ୍ବଦନ୍ତୀ, ଲୋକ ସଂସ୍କୃତି ଏସବୁଠୁ ନିଆରା । ଭାଦ୍ରବ ମାସର ସପ୍ତପୁରୀ ଅମାବାସ୍ୟାରେ ହେଉଥିବା ଲଙ୍କା ପୋଡ଼ି ପର୍ବ
Read More...

ଶିଖର ସନ୍ଧାନୀ ଜଣେ ମଣିଷଙ୍କ ପ୍ରସଙ୍ଗ : ଶରଦିନ୍ଦୁ ଭୂଷଣ ହୋତା

ଯୁଧିଷ୍ଠିର ମିଶ୍ରଙ୍କ ଜନ୍ମ ହେବା ଶହେ ଛ’ ବର୍ଷ ହେଲା । ଆଜିର ଅବସରରେ ତାଙ୍କୁ ପୁଣି ସ୍ମରଣ କରିବାର ଆବଶ୍ୟକତା ରହୁଛି । ତାଙ୍କ ବିପୁଳ କୃତି ସମର୍ଥ ଜୀବନର ଚାଳିକା ଶକ୍ତି ରୂପେ ରହିଥିବା ମୂଳ ପ୍ରବୃତ୍ତିକୁ ଏକକ ପରିଚିତିରେ ଚିହ୍ନି ନ ପାରିଲେ ତହିଁରୁ ପ୍ରାସଙ୍ଗିକତା ଖୋଜି ବାହାର
Read More...