Yearly Archives

2020

କରୋନା ମାଡ଼ରେ ଫିକା ପଡ଼ିବ ନୂଆଁଖାଇ ପର୍ବ

ସଇଁନ୍ତଲା, (ପ୍ରଶାନ୍ତ କୁମାର ମେହେର) : ନୂଆଁଖାଇ ପର୍ବ ହେଉଛି ପଶ୍ଚିମ ଓଡ଼ିଶାର ଏକ ଗଣପର୍ବ ଓ ଭାଇଚାରାର ପର୍ବ । ଗାଁ ଠୁ ଆରମ୍ଭ କରି ସହର ପର୍ୟ୍ୟନ୍ତ, ଗରିବ ଠୁ ଧନୀ କିଛି ଫରକ୍ ନାହିଁ । ସମସ୍ତେ ସମାନ ଭାବରେ ପାଳନ କରିଥାନ୍ତି ନୂଆଁଖାଇ ପର୍ବ । ଏହା ଏକ ଚାଷୀ ଭିତ୍ତିକ ପର୍ବ । ଯେତେ
Read More...

ମହିଳାଙ୍କ ମୃତ୍ୟୁକୁ ନେଇ ସରକାରୀ ଡାକ୍ତରଖାନାରେ ଉତ୍ତେଜନା

ରାଉରକେଲା, (କେପିଏନ୍‌ଏସ୍‌) : ମହିଳାଙ୍କ ମୃତ୍ୟୁକୁ ନେଇ ରାଉରକେଲା ସରକାରୀ ଡାକ୍ତରଖାନାରେ ଉତ୍ତେଜନା ସୃଷ୍ଟି ହୋଇଥିଲା । ତେବେ ମାଲଗୋଦାମ ସର୍ଦ୍ଦାର ବସ୍ତିର ସୁଶୀଳା ଟପ୍ପୋ(୪୧)ଙ୍କ ଚିକିତ୍ସା ଅବହେଳାରୁ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଏନେଇ ଉତ୍ତେଜନା ସୃଷ୍ଟି ହେବାରୁ ଡିଏସ୍‌ପି.
Read More...

କରୋନା ସ୍ଥିତି ଯୋଗୁଁ ଆର୍ଥିକ ଚାପର ସମ୍ମୁଖୀନ ଶକ୍ତି କ୍ଷେତ୍ରକୁ ନଗଦ ଯୋଗାଣ ସଂକ୍ରାନ୍ତ ପ୍ରସ୍ତାବକୁ କ୍ୟାବିନେଟର…

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ କରୋନା ମହାମାରୀ ଦ୍ୱାରା ଆର୍ଥିକ ଚାପର ସମ୍ମୁଖୀନ ହୋଇଥିବା ଶକ୍ତି କ୍ଷେତ୍ରକୁ ଏକକାଳୀନ ଅର୍ଥ ସହାୟତା ଯୋଗାଇ
Read More...

ଡିଜିଟାଲ ଭାରତ ପାଇଁ ଏକ ବୃହତ ବିଜୟ

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଇ-ସଞ୍ଜିବନୀ ଟେଲି ମେଡ଼ିସିନ ସେବା ଦ୍ଵାରା ରେକର୍ଡ ସଂଖ୍ୟକ ୨ ଲକ୍ଷ ଟେଲି ପରାମର୍ଶନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ଇ-ସଞ୍ଜିବନୀ ଡିଜିଟାଲ ପ୍ଲାଟଫର୍ମ ଦ୍ଵାରା ୨ ଲକ୍ଷ ଟେଲି ପରାମର୍ଶ ଦିଆଯାଇଛି । ମାତ୍ର ୧୦ ଦିନ
Read More...

ଚିତି ସାପ କାମୁଡ଼ିବାରୁ ଯୁବକଙ୍କ ମୃତ୍ୟୁ

ପୁଇଁନ୍ତଲା, (କେପିଏନ୍‌ଏସ୍‌) : ଚିତି ସାପ କାମୁଡ଼ିବାରୁ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ତେବେ ପୁଇଁନ୍ତଲା ବ୍ଲକ୍‌ ଅନ୍ତର୍ଗତ ପିପଲବାହାଲିର ଦ୍ୱିତିକୃଷ୍ଣ ନନ୍ଦଙ୍କ ପୁଅ ଦୀପକ ନନ୍ଦ(୧୮)ଙ୍କୁ ଗତରାତିରେ ଖଟରେ ଶୋଇଥିବା ବେଳେ ପ୍ରାୟ ରାତି ୨ଟା ସମୟରେ ଏକ ବିଷଧର ଚିତି
Read More...

କରୋନା କଟକଣା ସବୁ ଫେଲ୍‌ ମାରୁଛି ନୂଆଁଖାଇ ହାଟରେ

ଟିଟିଲାଗଡ, (ଗୌରବ ଦର୍ଜୀ) : କରୋନା ଚାଟି ନେଇଛି ନୂଆଁଖାଇ । ଆମର ପଶ୍ଚିମ ଓଡ଼ିଶାର ବହୁତ୍ ବଡ଼ ପର୍ବ ନୂଆଁଖାଇ । ଏହି ସମୟରେ ଯିଏ ଯେଉଁଠି ଥାଉନା କାହିଁକି ନିଜ ଘର ମୁହାଁ ହୋଇଥାନ୍ତି । କୃଷି ଭିତ୍ତିକ ଗଣପର୍ବ କୁହା ଯାଉଥିବା ଏହି ପର୍ବ ଆମ ପଶ୍ଚିମ ଓଡ଼ିଶାର ମୁଖ୍ୟ ପର୍ବ । ଦୋକାନ
Read More...

ପୁରୁଣାକଟକ ଠାରେ ପରିବା ବୋଝେଇ ଗାଡି ଦୁର୍ଘଟଣା

ବୌଦ୍ଧ,(ବଂଶୀଧର ମାଝୀ): ବୌଦ୍ଧ ଜିଲ୍ଲା ଦେଇ ଯାଇଥିବା ଖୋର୍ଦ୍ଧା ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥର ପୁରୁଣାକଟକ ଠାରେ ଏକ ପରିବା ବୋଝେଇ ଗାଡି ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଜଣାପଡିଛି । ପ୍ରକାଶ ଯେ ଓଡ଼ି ୦୩ ୦୬୪୨୭ ନମ୍ବର ମ୍ୟାକ୍ସ ପିକ୍ପ ଗାଡିଟି ସୋନପୁର ଡୁଙ୍ଗିରିପାଲିରୁ ବ୍ରହ୍ମପୁର
Read More...

ଓଡ଼ିଶା ପର୍ଯ୍ୟଟନ ବିକାଶ ନିଗମର ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର କରୋନା ପଜିଟିଭ୍‌

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଓଡ଼ିଶା ପର୍ଯ୍ୟଟନ ବିକାଶ ନିଗମ (ଓଟିଡିସି)ର ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ରଙ୍କ କରୋନା ପଜିଟିଭ୍‌‌ ବାହାରିଥିବା ସେ ନିଜେ ସୋସିଆଲ ମିଡ଼ିଆରେ ଜଣାଇଛନ୍ତି । ତେବେ ସେ ଜଗନ୍ନାଥଙ୍କ କରୁଣାରୁ ସୁସ୍ଥ ଅଛନ୍ତି ବୋଲି କହିଛନ୍ତି ।
Read More...

ବଲାଙ୍ଗିର ସହରରେ କୃତ୍ରିମ ବନ୍ୟା ପରିସ୍ଥିତି

ବଲାଙ୍ଗିର, (କେପିଏନ୍‌ଏସ୍‌) : ସାରା ରାଜ୍ୟରେ ଲଘୁଚାପ ଯୋଗୁଁ ବର୍ଷା ଲାଗି ରହିଥିବା ବେଳେ ବଲାଙ୍ଗିରରେ ଆଜି ଅପରାହ୍ନ ସମୟରେ କିଛି ସମୟ ଜୋର୍‌ ବର୍ଷା ହେବା ଫଳରେ ସହର ମଧ୍ୟରେ କୃତ୍ରିମ ବନ୍ୟା ପରିସ୍ଥିତି ଦେଖିବାକୁ ମିଳିଛି । ତେବେ ସୋସିଆଲ ମିଡ଼ିଆରେ ବଲାଙ୍ଗିରର କିଛି ବୁଦ୍ଧିଜୀବୀ
Read More...

ଟଙ୍କାଏରେ ମିଳୁଛି ମାକ୍ସ

ବରଗଡ଼, (ଗୋପୀନାଥ ସାହୁ) : କରୋନା ମହାମାରୀ ଠାରୁ ସୁରକ୍ଷା ନିମନ୍ତେ ବରଗଡ ଜିଲ୍ଲାବାସୀଙ୍କ ପାଇଁ ମିଳୁଛି ଗୋଟିଏ ଟଙ୍କାରେ ମାସ୍କ । ବିଶ୍ବାସ ନହେଲେ ମଧ୍ୟ ସତ । ବରଗଡ଼ ସହରରେ ଗୋଟିଏ ଟଙ୍କାରେ ଗୋଟିଏ ମାସ୍କ ମିଳୁଛି । ମହାମାରୀ କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ମାସ୍କ ଅତ୍ୟନ୍ତ
Read More...