ମା’ ସମଲେଶ୍ଵରୀଙ୍କୁ ବି ଛାଡିଲେନି ଚୋର, ଦାନପେଟି ଭାଙ୍ଗି ଟଙ୍କା ନେଇ ଛୁ
ତୁଷୁରା, (କେପିଏନ୍ଏସ୍) : ପଶ୍ଚିମ ଓଡିଶାର ଇଷ୍ଟ ଦେବୀ ମା' ସମଲେଶ୍ଵରୀଙ୍କ ମନ୍ଦିରରୁ ଚୋରି ହୋଇଛି । ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ତୁଷରା ସହରରେ । ତୁଷରା ସହରର ଇଷ୍ଟଦେବୀ ତଥା ଅଞ୍ଚଳର ଆସ୍ଥା ଓ ବିଶ୍ୱାସର କେନ୍ଦ୍ର କୁହାଯାଉଥିବା ସମଲେଶ୍ଵରୀ ମନ୍ଦିରର ଦାନପେଟି ଭାଙ୍ଗି କେହି ଜଣେ!-->…
Read More...
Read More...