ଟିଟିଲାଗଡ଼ରେ ବିଶାଳ ମେଗା ମାର୍ଟ ଖୋଲିଲା, ଉଦ୍ଘାଟନ କଲେ ବିଧାୟକ ନବୀନ ଜୈନ
ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଆଜି ପୁରୁଣା ବ୍ୟାଙ୍କ ଛକ ନିକଟରେ ବିଶାଳ ମେଗା ମାର୍ଟର ଏକ ସୋରୁମ୍ ଖୋଲିଲା । ଏହି ମାର୍ଟକୁ ଉଦ୍ଘାଟନ କରିଥିଲେ ଟିଟିଲାଗଡ଼ର ବିଧାୟକ ନବୀନ ଜୈନ । ଉଦ୍ଘାଟନ ପରେ ଭିତର ପଟ ବୁଲି ଦେଖିଥିଲେ ବିଧାୟକ ଶ୍ରୀ ଜୈନ । ଏହି ଅବସରରେ ବିଶାଳ ମେଗା ମାର୍ଟର!-->…
Read More...
Read More...