Browsing Tag

Titlagarh news

ଧୁମ୍‌ଧାମ୍‌ରେ ପାଳିତ ହେଲା ଟିଟିଲାଗଡ଼ ହେଲୋ କିଡ୍ସ ପ୍ଲେ ସ୍କୁଲର ବାର୍ଷିକ ଗ୍ରାଜୁଏସନ ସେରିମନି

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଟିଟିଲାଗଡ଼ର ହେଲୋ କିଡ୍ସ ପ୍ଲେ ସ୍କୁଲର ବାର୍ଷିକ ଉତ୍ସବ ତଥା ଗ୍ରାଜୁଏସନ ସେରିମନି ସ୍କୁଲ ପରିଚାଳକ ଫେଜ ମହମ୍ମଦ ଖାଁଙ୍କ ଅଧ୍ୟକ୍ଷତାରେ ରବିବାର ସଂଧ୍ୟାରେ ସ୍ଥାନୀୟ ପୌରପରିଷଦ କଲ୍ୟାଣ ମଣ୍ଡପଠାରେ ଅନୁଷ୍ଠିତ
Read More...

ପ୍ରୟାଗରାଜରେ ହଜି ଯାଇଥିବା ଭାସ୍କର ପାଣି ଘରକୁ ଫେରିଲେ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ବିଶ୍ଵର ସର୍ବ ବୃହତ ମହାକୁମ୍ଭ ମେଳା ତଥା ସାହି ସ୍ନାନ ପ୍ରୟାଗ ରାଜରେ ଚାଲିଥିବା ବେଳେ କୋଟି କୋଟି ଶ୍ରଦ୍ଧାଳୁ ବୁଡ ପକେଇବାକୁ ପ୍ରୟାଗରାଜ ଯାଉଛନ୍ତି । ୨୯ ତାରିଖ ଦିନ ପ୍ରୟାଗରାଜକୁ ଟିଟିଲାଗଡ଼ର ଅନ୍ୟ ଲୋକଙ୍କ ସହ ଭାଷ୍କର ଚନ୍ଦ୍ର ପାଣି
Read More...

ପ୍ରୟାଗରାଜକୁ ଯାଇ ଟିଟିଲାଗଡ଼ର ଭାସ୍କର ଚନ୍ଦ୍ର ପାଣି ନିଖୋଜ

ଟିଟିଲାଗଡ଼, (ସଂଜୟ କୁମାର ନାୟକ) : ପ୍ରୟାଗରାଜକୁ ଯାଇ ଟିଟିଲାଗଡ଼ର ଭାସ୍କର ଚନ୍ଦ୍ର ପାଣି ନିଖୋଜ ହୋଇଯାଇଥିବା ସୂଚନା ମିଳିଛି । ସୂଚନାଯୋଗ୍ୟ ଯେ, ଗତ ୨୯ ତାରିଖ ଦିନ ପ୍ରୟାଗରାଜକୁ ଟିଟିଲାଗଡ଼ର ଅନ୍ୟ ଲୋକଙ୍କ ସହ ଟିଟିଲାଗଡ଼ ସର୍ଗିଗୁଡ଼ା, ଅଶୋକ ନଗରର ବାସିନ୍ଦା ଭାଷ୍କର ଚନ୍ଦ୍ର ପାଣି
Read More...

ଟିଟିଲାଗଡରେ ଉପଖଣ୍ଡ ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ୭୬ତମ ଉପଖଣ୍ଡସ୍ତରୀୟ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ଟିଟିଲାଗଡ ସଦର ମହକୁମାସ୍ଥିତ ବାଳକ ଉଚ୍ଚ ବିଦ୍ୟାଳୟ ଖେଳପଡିଆଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ବିଭାଗ ତରଫରୁ ପ୍ରାତଃ ସମୟରେ ଡାକବାଜି ଯନ୍ତ୍ର
Read More...

ଟିଟିଲାଗଡ଼ ବିପ୍ର ଫାଉଣ୍ଡେସନ ପକ୍ଷରୁ ଧବଳେଶ୍ୱର ସ୍କୁଲକୁ ୫୧ଟି ଖାଇବା ଥାଳି ଓ ମିଷ୍ଟାନ୍ନ ବଣ୍ଟନ କଲେ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ବିପ୍ର ଫାଉଣ୍ଡେସନ ତରଫରୁ ଶୁକ୍ରବାର ଦିନ ସ୍ଥାନୀୟ ଧବଳେଶ୍ଵର ସ୍କୁଲରେ ପଢୁଥିବା ଛାତ୍ରଛାତ୍ରୀମାନଙ୍କ ଖାଇବା ନିମନ୍ତେ ୫୧ଟି ଥାଳି ଓ ମିଷ୍ଟାନ୍ନ ଟିଟିଲାଗଡ଼ ପୌର ପରିଷଦର ଅଧ୍ୟକ୍ଷା ଶ୍ରୀମତି ମମତା ଦେବୀ ଜୈନଙ୍କ ଦ୍ଵାରା ବଣ୍ଟନ
Read More...

ଟିଟିଲାଗଡ ଓମ୍‌ ଭେଲି ସ୍କୁଲକୁ ମିଳିଲା ୨୦୨୪ ଶ୍ରେଷ୍ଠ ସିବିଏସଇ ସ୍କୁଲ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଶିଶୁର ଅନ୍ତର୍ନିହିତ ଶକ୍ତିକୁ ଜାଗ୍ରତ କରି ପରିପ୍ରକାଶ କରିବାକୁ ଶିକ୍ଷା କୁହାଯାଏ । ଶିକ୍ଷା ଜୀବନ ସହିତ ଓତପ୍ରୋତ ଭାବରେ ଜଡ଼ିତ । ଶିକ୍ଷା ଚରିତ୍ରକୁ ରୁଚି ସମ୍ପନ୍ନ ଓ ପ୍ରଗତିଶୀଳ କରିବାରେ ସହାୟକ ହୋଇଥାଏ । ଏହି ଶିକ୍ଷା ଆମକୁ ବିଦ୍ୟାଳୟରୁ ହିଁ
Read More...

ଟିଟିଲାଗଡ଼ ପୂଜକ ବ୍ରହ୍ମ ସମାଜର ବର୍ଷ ୨୦୨୫ ପାଇଁ ନୂତନ କର୍ମକର୍ତ୍ତା ଚୟନ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଗୁରୁବାର ସଂଧ୍ୟାରେ ଟିଟିଲାଗଡ଼ ପୂଜକ ବ୍ରହ୍ମ ସମାଜର ସଭାପତି ଶଙ୍କର ଶର୍ମାଙ୍କ ସଭାପତିତ୍ୱରେ ସ୍ଥାନୀୟ ଗୁଜୁରାତି ମନ୍ଦିର ପ୍ରାଙ୍ଗଣରେ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା । ଚଳିତ ବର୍ଷ ୨୦୨୫ ପାଇଁ ସର୍ବ ସମ୍ମତି କ୍ରମେ ପ୍ରମୋଦ ଭରଦ୍ୱାଜଙ୍କୁ
Read More...

ଟିଟିଲାଗଡ଼ ଦେଶିଲ ଠାରେ ଶ୍ରୀ ଶ୍ରୀ ଅନୁକୂଳ ଚନ୍ଦ୍ରଙ୍କ ୧୩୭ତମ ଜନ୍ମ ମହୋତ୍ସବ ଧୁମ୍‌ଧାମରେ ପାଳିତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ପରମପୂଜ୍ୟ ଶ୍ରୀ ଶ୍ରୀ ଆଚାର୍ଯ୍ୟ ଦେବଙ୍କର ଅମିୟ ଆଶିଷ କ୍ରମେ ମଙ୍ଗଳବାର ଦିନ ଟିଟିଲାଗଡ଼ ସତସଙ୍ଗ ବିହାର ଆନୁକୂଲ୍ୟରେ ଯୁଗ ପୁରୁଷୋତ୍ତମ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ୧୩୭ ତମ ଜନ୍ମ ମହୋତ୍ସବ ଧୁମ୍‌ଧାମରେ ପାଳିତ ହୋଇଯାଇଛି । ପ୍ରାତଃରୁ ଉଷା
Read More...

ସାହିତ୍ୟ ସଂସ୍କୃତିର ମକର ମିଳନ

ଟିଟିଲାଗଡ଼, (କେପିଏନ୍‌ଏସ୍‌) : ସାରସ୍ୱତ ଚେତନାର ବାର୍ତ୍ତାବ‌ହ ସାହିତ୍ୟ ସଂସ୍କୃତି ଅନୁଷ୍ଠାନ ଟିଟିଲାଗଡ଼ ପକ୍ଷରୁ ମକର ମିଳନ ଓ ଫକିର ମୋହନଙ୍କ ଜୟନ୍ତୀ ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିସର ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ ସଭାରେ ଜ୍ୟୋତି ପ୍ରକାଶ
Read More...

ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା : ପଛ ପଟରୁ ଚଢ଼ାଇବାକୁ ଚେଷ୍ଟା କରିଥିବା ଗାଡ଼ିଟି କାହାର, ପୋଲିସ ତଦନ୍ତରୁ ଜଣାପଡିବ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଗତ ବୁଧବାର ଅପରାହ୍ନରେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଥିବା ବେଳେ ଗାଡି ପଛ ପଟେ ଧକ୍କା ମାରି ମାରିବା ପାଇଁ ଉଦ୍ୟମ କରୁଥିବା ଗାଡିର ଫଟୋ ମିଳିଲା । ସୂଚନାଯୋଗ୍ୟ ଯେ, ସେଦିନ ଆମ୍ବ ଗଛ ମୂଳେ ଟିପିଡବ୍ଲୁଓଡିଏଲ୍‌
Read More...