Browsing Tag

titilagada news

ଚାଷୀ ସମସ୍ୟାକୁ ନେଇ ନବ ନିର୍ମାଣ କୃଷକ ସଂଘର ବନ୍ଦ ଡାକରାକୁ ସମର୍ଥନ ଜଣାଇଲା କଂଗ୍ରେସ

ଟିଟିଲାଗଡ଼ରେ ଦୋକାନ ବଜାର ବନ୍ଦ ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଚାଷୀ ସମସ୍ୟା ସହିତ ବିଭିନ୍ନ ପ୍ରସଙ୍ଗକୁ ନେଇ ଆଜି ଓଡିଶା ବନ୍ଦ ଡାକରା । ନବ ନିର୍ମାଣ କୃଷକ ସଙ୍ଗଠନକୁ ସମର୍ଥନ ଜଣାଇଲା କଂଗ୍ରେସ । ଆଜି ସାରା ଓଡ଼ିଶାରେ ବନ୍ଦ ଡାକରା ଦିଆଯାଇଛି, ଏହି ପରିପ୍ରେକ୍ଷୀରେ
Read More...

ଜଗୁଆ ନିକଟସ୍ଥ ଖଲିଆପଡ଼ା ଗ୍ରାମରେ ସତ୍ୟସାଇ ସେବା ଅର୍ଗାନାଇଜେସନ୍‌

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଓଡ଼ିଶା ଦ୍ୱାରା ବିଶୁଦ୍ଧ ପାନୀୟ ଜଳ ପ୍ରକଳ୍ପ (ଶ୍ରୀ ସତ୍ୟସାଇ ନିର୍ମଳ ଝର୍ ୱାଟର ପ୍ରୋଜେକ୍ଟ) ଲୋକାର୍ପିତ ହୋଇଛି । ଏହି ଗ୍ରାମରେ ଏବଂ ତାହାର ଆସପାସ ଅଞ୍ଚଳରେ ଫ୍ଲୋରାଇଡ୍‌ ଯୁକ୍ତ ବିଷାକ୍ତ ପାନୀୟ ଜଳ ଗ୍ରହଣ କରି ଲୋକମାନେ ରୋଗାକ୍ରାନ୍ତ ହେଉଥିବା
Read More...

ଟିଟିଲାଗଡ଼ ଉପଖଣ୍ଡ ସ୍ତରୀୟ ଶକ୍ତି ଉତ୍ତୋଳନ ଓ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତା

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ବି ଆର ସି ବିଲ୍ଡିଂ ପ୍ରାଙ୍ଗଣରେ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଶକ୍ତି ଉତ୍ତୋଳନ ଏବଂ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ସକାଳୁ ସ୍କ୍ୱାଟ, ବେଞ୍ଚ ଫ୍ରେସ ଓ ଡେଡ ଲିଫ୍ଟ
Read More...

ଟିଟିଲାଗଡ଼ରେ ମହାଶିବରାତ୍ରି ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଆସନ୍ତା ଫେବୃୟାରୀ ୧୫ ତାରିଖରେ ହେବ ପବିତ୍ର ମହା ଶିବରାତ୍ରି । ତେବେ ଏହାକୁ ଦୃଷ୍ଟିରେ ରଖି ସୋମବାର ଦିନ ଟିଟିଲାଗଡ଼ ଦଧିବାମନ ଟ୍ରଷ୍ଟ ପକ୍ଷରୁ ସ୍ଥାନୀୟ ବାଳକ ଉଚ୍ଚ ବିଦ୍ୟାଳୟ ସଭା ଗୃହରେ ଟ୍ରଷ୍ଟ ସଭାପତି ତଥା ଟିଟିଲାଗଡ଼ ଉପଜିଲ୍ଲାପାଳ ପଦ୍ମନାଭ
Read More...

ଭିସି ଜରିଆରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତି ପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ –…

ଟିଟିଲାଗଡ, (ସଞ୍ଜୟ ନାୟକ) : ଟିଟିଲାଗଡ ନିକଟସ୍ଥ ସିଲୁଆଁ ଠାରେ ଅବସ୍ଥିତ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଠାରେ ଆଜି ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭିଡ଼ିଓ କନଫରେନ୍ସ ମାଧ୍ୟମରେ ଗୋଦାବରିଶ ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି । ଏହି ଅବସରରେ
Read More...

ଶିବ କଥାର ପଞ୍ଚମ ସଂଧ୍ୟା

ଶିବଙ୍କୁ ଅନୁସରଣ କରିବାର ଅଛି ତ ପ୍ରଭୁଙ୍କୁ ପାଇବା ପାଇଁ ଭକ୍ତିର ନିଶାକରଯୁବ ପୀଢ଼ି ଦେଶ ଭକ୍ତିର ନିଶା କର ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଦିବ୍ୟ ଜ୍ୟୋତି ଜାଗୃତି ସଂସ୍ଥାନ ପକ୍ଷରୁ ଡିସେମ୍ବର ୨୫ ତାରିଖରୁ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ଦିର୍ଘ ସାତଦିନ ବ୍ୟାପୀ ସ୍ଥାନୀୟ
Read More...

ଟିଟିଲାଗଡ ଉତ୍କଳ କରାଟେ ସ୍କୁଲ ଶାଖା ଛାତ୍ରଛାତ୍ରୀଙ୍କ ସଫଳତା : ଦୁଇ ଦିନରେ ପାଇଲେ ୧୬ ଟି ମେଡାଲ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଭୁବନେଶ୍ଵର ଠାରେ ଆୟୋଜିତ ଚାରି ଦିନିଆ ଅଲ୍ ଇଣ୍ଡିଆ କରାଟେ ଚାମ୍ପିଅନସିପ ୨୭ ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ ଉତ୍କଳ କରାଟେ ସ୍କୁଲଠାରେ ଆୟୋଜିତ ହୋଇଯାଇଛି । ଏଥିରେ ଦୁଇ ଦିନର ଖେଳ ସୁଦ୍ଧା ଉତ୍କଳ କରାଟେ ଆସୋସିଏସନ ଟିଟିଲାଗଡ଼ ଶାଖାର
Read More...

ଫିଲ୍ମ ଡାଇରେକ୍ଟର ବାପି ଡେଭିଡଙ୍କ ହୃଦ୍ ଘାତରେ ମୃତ୍ୟୁ : ଅଞ୍ଚଳରେ ଦୁଃଖର ମାହୋଲ୍

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଏକ୍ସମାସ ଉପଲକ୍ଷେ ସିଏନଆଇ ଚର୍ଚ୍ଚର ପରିବାର ସଦସ୍ୟମାନଙ୍କ ମଧ୍ୟରେ ସିନିଅର୍ ଜୁନିଅର ମଧ୍ୟରେ ବନ୍ଧୁତ୍ୱ ପୂର୍ଣ୍ଣ କ୍ରିକେଟ ମ୍ୟାଚ୍ ସିଟି ସ୍କୁଲ ଖେଳ ପଡ଼ିଆରେ ଚାଲିଥିଲା । ସେଠାରେ ସମସ୍ତେ ମିଶି ଖେଳୁଥିଲେ ବାପି ଡେଭିଡ । ତେବେ ୱିକେଟ କିପିଂ କରି
Read More...

ମାନସିକ ସୁସ୍ଥତା, ଆତ୍ମଜାଗୃତି ଏବଂ ଚିନ୍ତାରୁ ମୁକ୍ତି ପାଇଁ ଲାୟନ୍ସ କ୍ଲବ ତରଫରୁ ମନୋଭଲମ କାର୍ଯ୍ୟକ୍ରମ ଅନୁଷ୍ଠିତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ଲାୟନ୍ସ କ୍ଲବ୍ ତରଫରୁ ସ୍ଥାନୀୟ ଲାୟନ୍ସ ଡେନ୍‌ରେ ସନ୍ଧ୍ୟା ୫:୩୦ ଟାରେ ମାନସିକ ସୁସ୍ଥତା, ସକାରାତ୍ମକତା ଓ ଆତ୍ମଜାଗୃତି ବିଷୟରେ ଏକ ପ୍ରେରଣାଦାୟକ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମର ନାମ ଥିଲା “ମନୋଭଲମ୍”, ଯାହାକୁ
Read More...

ଜାତୀୟ ସ୍ତରରେ ଅଣ୍ଡର -୧୭ ଫୁଟବଲ ପ୍ରତିଯୋଗିତାରେ ଭଲ ପ୍ରଦର୍ଶନ କରିଥିବା ଖେଳାଳିଙ୍କୁ ରେଳ ଷ୍ଟେସନରେ ଭବ୍ୟ ସ୍ଵାଗତ…

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଜାତୀୟ ସ୍ତରର ଅଣ୍ଡର ୧୭ ଫୁଟବଲ ପ୍ରତିଯୋଗିତାରେ ସିହିନି ଗ୍ରାମର ଆରତୀ ମାଝି, ଟିଟିଲାଗଡ଼ର ଶ୍ରଦ୍ଧାଞ୍ଜଳି ହେର୍ନା ଓ କେସିଙ୍ଗାର ହସ୍ତରି ଶବର ଭଲ ପ୍ରଦର୍ଶନ କରି ଆଜି ଫେରିଥିବା ବେଳେ ଟିଟିଲାଗଡ ରେଳ ଷ୍ଟେସନରେ ଭବ୍ୟ ସ୍ଵାଗତ କରାଯାଇଛି । ଝାରଖଣ୍ଡ
Read More...