Browsing Tag

tigiriya news

ଅଂଶୁମାନ ସ୍ମାରକୀ କ୍ରିକେଟ୍ ପ୍ରତିଯୋଗିତା ଉଦ୍‌ଯାପିତ : ଆଠଗଡ଼ ଷ୍ଟାର୍ କ୍ରିକେଟ କ୍ଲବ ଚାମ୍ପିୟନ

ତିଗିରିଆ : ପ୍ରସନ୍ନମଣି କ୍ରିକେଟ ଆସୋସିଏସନ ଆନୁକୂଲ୍ୟରେ ତିଗିରିଆ ବ୍ଲକ ଅନ୍ତର୍ଗତ ନିଜିଗଡ଼ ମୁନଲାଇଟ ଖେଳ ପଡିଆରେ ଚାଲିଥିବା ଷଷ୍ଠ ଅଂଶୁମାନ ସ୍ମାରକୀ କପ କ୍ରିକେଟ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି । ଫାଇନାଲ ମ୍ୟାଚରେ ଷ୍ଟାର କ୍ରିକେଟ କ୍ଲବ ବିଜୟୀ ହୋଇ ଚାମ୍ପିୟନ ହେବା ସହିତ
Read More...

ଅବକାରୀ ବିଭାଗ ପକ୍ଷରୁ ଚଢାଉ, ପୋଚ ଓ ମଦ ରନ୍ଧା ଉପକରଣ ଜବତ

ତିଗିରିଆ : ଜିଲ୍ଲା ଅବକାରୀ ବିଭାଗ କାର୍ଯ୍ୟାଳୟର ନିର୍ଦ୍ଦେଶ କ୍ରମେ ସୁପରିଟେଣ୍ଡେଣ୍ଟ ଅଫ୍ ଏକ୍ସାଇଜ୍, କଟକ ଦେବାଶିଷ ପଟେଲଙ୍କ ନିର୍ଦ୍ଦେଶରେ ଆଠଗଡ଼ ଅବକାରୀ ବିଭାଗ ଡେପୁଟି ସୁପରିଟେଣ୍ଡେଣ୍ଟ ପ୍ରମୋଦ କୁମାର ପଣ୍ଡା ତତ୍ତ୍ଵାବଧାନରେ ତିଗିରିଆ ଥାନା ଅନ୍ତର୍ଗତ ଭିରୁଡା ଅଞ୍ଚଳରେ ମିଳିତ
Read More...

ଗାଈକୁ ମାରି ଖାଇଲା କଲରାପତରିଆ ବାଘ

ତିଗିରିଆ : ଆଠଗଡ଼ ବନାଞ୍ଚଳ ଅନ୍ତର୍ଗତ ତିଗିରିଆ ସୋରିଷପାଳ ଜଙ୍ଗଲରେ ଶୁକ୍ରବାର ଅପରାହ୍ନରେ କଲରାପତରିଆ ବାଘ ଏକ ଗାଈକୁ ଶିକାର କରି ଖାଇଦେଇଥିବା ଜଣାପଡ଼ିଛି । ବନବିଭାଗ ପକ୍ଷରୁ ମିଳିଥିବା ସୂଚନା ମୁତାବକ, ଶୁକ୍ରବାର ସୋରିଷପାଳ ଜଙ୍ଗଲକୁ ଗୋରୁଗୋଠ ଚରିବାକୁ ଯାଇଥିଲେ । ତେବେ ଗୋଠ ଫେରିବା
Read More...

ଶ୍ୟାମାକାଳୀ ପୂଜା ପାଇଁ ନିଜିଗଡ଼ ଗ୍ରାମ ଉତ୍ସବ ମୁଖର

ତିଗିରିଆ : ଆଠଗଡ଼ ତିଗିରିଆ ବ୍ଲକ ନିଜିଗଡ଼ ଗ୍ରାମରେ ଦୀପାବଳୀଠାରୁ ଶ୍ୟାମାକାଳୀ ପୂଜା ଅନୁଷ୍ଠିତ ହୋଇଛି । ଗ୍ରାମରେ ୧୭ଟି ପୂଜା ମଣ୍ଡପରେ ମୃଣ୍ମୟୀ ପ୍ରତିମାଙ୍କୁ ଜୀବନ୍ୟାସ ପ୍ରଦାନ ସହ ପୂଜାର୍ଚ୍ଚନା କରାଯାଇଛି । ପାଗ ଅନୁକୂଳ ହୋଇଥିବାରୁ ବେଶ୍ ଧୁମ୍‌ଧାମ୍‌ରେ ଉତ୍ସବ ପାଳନ ହେଉଛି । ୯
Read More...

ରୋଗୀ ସୁରକ୍ଷା ସପ୍ତାହ ପାଳିତ

ତିଗିରିଆ : ରୋଗୀ ସୁରକ୍ଷା ସପ୍ତାହ ଅବସରରେ ତିଗିରିଆ ବ୍ଲକ ବିନ୍ଧାଣିମା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଏକ କର୍ମଶାଳା ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । ଡାକ୍ତରଖାନା ଭାରପ୍ରାପ୍ତ ଅଧୀକ୍ଷକ ଡାକ୍ତର ବିଶ୍ୱବିକାଶ ରାଉତରାୟଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି କର୍ମଶାଳାରେ
Read More...

ତିଗିରିଆ ବ୍ଲକରେ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ

ତିଗିରିଆ : ମଧୁବାବୁ ପେନ୍‍ସନ ଯୋଜନାରେ ତିଗିରିଆ ବ୍ଲକରେ ବିଭିନ୍ନ ବର୍ଗର ନୂତନ ଭତ୍ତା ହିତାଧିକାରୀଙ୍କୁ ମଙ୍ଗଳବାର ସେମାନଙ୍କ ଭତ୍ତା ରାଶି ବଣ୍ଟନ କରାଯାଇଛି । ବ୍ଲକ କାର୍ଯ୍ୟାଳୟ ପରିସରରେ ଗୋଷ୍ଠୀ ଉନ୍ନୟନ୍ନ ଅଧିକାରୀ ପ୍ରଣବ କୁମାର ବେହେରାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ଭତ୍ତା
Read More...

ସ୍ୱଂୟ ସହାୟିକା ଗୋଷ୍ଠୀଙ୍କୁ ବିଭିନ୍ନ ସହାୟତା ବଣ୍ଟନ

ତିଗିରିଆ : ତିଗିରିଆ ବ୍ଲକରେ ମହିଳାମାନଙ୍କୁ ଆର୍ଥିକ ଦିଗରେ ସ୍ୱାବଲମ୍ବୀ କରିବା ପାଇଁ ସରକାରଙ୍କ ମିଶନ ଶକ୍ତି ଯୋଜନା ଜରିଆରେ ବିଭିନ୍ନ ସହାୟତା ପ୍ରଦାନ କରାଯାଇଛି । ବ୍ଲକ କାର୍ଯ୍ୟାଳୟ ପରିସରରେ ବିଡ଼ିଓ ପ୍ରଣବ କୁମାର ବେହେରାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି
Read More...

ଯୁବ ପ୍ରକୃତି ବନ୍ଧୁଙ୍କ ବୃକ୍ଷ ରୋପଣ ଓ ସଚେତନତା

ତିଗିରିଆ : ତିଗିରିଆ ବ୍ଲକ ଅନ୍ତର୍ଗତ ସୋମପଡ଼ା ଗ୍ରାମର ପ୍ରକୃତିବନ୍ଧୁ ପୁରସ୍କାର ପ୍ରାପ୍ତ ଯୁବ ସମାଜସେବୀ ଶ୍ରୀକ୍ଷେତ୍ର ଚନ୍ଦ୍ର ପ୍ରଧାନଙ୍କ ପକ୍ଷରୁ ଏକ ବୃକ୍ଷ ରୋପଣ ଓ ସଚେତନତା କାର୍ଯ୍ୟକ୍ରମ ବୁଧବାର ଅନୁଷ୍ଠିତ ହୋଇଯାଇଛି । ନିଜ ଗ୍ରାମ ସୋମପଡ଼ାରେ ପଡ଼ିଆ ପଡ଼ିଥିବା ବିଭିନ୍ନ ସରକାରୀ
Read More...