ମାସେ ପୁରିଲା ଏୟାରଟେଲ ଟାୱାର ସଜଡା ହେଲା ନାହିଁ : ଗ୍ରାହକମାନେ ହନ୍ତସନ୍ତ
ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ତହସିଲ କାର୍ଯ୍ୟାଳୟରୁ ପ୍ରାୟ ୧୫୦ ମିଟର ଦୂରରେ ଥିବା ଏୟାରଟେଲ ଟାୱାର ପ୍ରାୟ ଏକ ମାସ ହେଲା ଖରାପ ହୋଇଯାଇ ଥିବାରୁ ଏ ଅଂଚଳରେ ଏୟାରଟେଲ ମୋବାଇଲ ଗ୍ରାହକମାନେ ନାହିଁ ନ ଥିବାର ଅସୁବିଧାରେ ପଡିଛନ୍ତି । କେତେବେଳେ ମୋବାଇଲ!-->…
Read More...
Read More...