Browsing Tag

nuapada news

ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଳାନ୍ସର ରେଡ

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା କୋମନା ଭବାନୀପାଟଣା କେନ୍ଦ୍ରୀୟ ସମବାୟ ସମିତି ବ୍ୟାଙ୍କ ଆସିଷ୍ଟାଣ୍ଟଙ୍କ ଘରେ ଭିଜିଲାନ୍ସ ରେଡ୍ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ବିସିସିବି ବ୍ୟାଙ୍କ ଆସିଷ୍ଟାଣ୍ଟ ପ୍ରଦୀପ ଚନ୍ଦ୍ରକାରଙ୍କ ଘରେ ଚଢ଼ାଉ ହୋଇଛି । ବିସିସିବି ବ୍ୟାଙ୍କ
Read More...

ନୂଆପଡ଼ାରେ ପୁଣି ବାଘ ଆତଙ୍କ

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ାରେ ପୁଣି ବାଘ ଆତଙ୍କ । ସଦର ରେଞ୍ଜ କୁକୁଡାଟାଲ ଗାଁ ପାଖ ମୁଶରଙ୍ଗି ଜଙ୍ଗଲ ପଥର ଉପରେ ବାଘ ବସିଥିବା ଦେଖିବାକୁ ମିଳିଛି । କିଛି ଦୂରରୁ ବାଘର ଫଟୋ ଓ ଭିଡିଓ ଗାଁ ଯୁବକମାନେ ରେକର୍ଡ କରିଛନ୍ତି । ଫଳରେ କୁକୁଡାଟାଲ ଗାଁରେ ଭୟର ବାତାବରଣ ସୃଷ୍ଟି ହୋଇଛି
Read More...

ଜିପିଏଲ୍ ସେସନ୍ – ୩ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ

ଟ୍ରଫି ଫାଇଟର୍ ବିଜୟୀ ନୂଆପଡା, (କେପିଏନ୍‌ଏସ୍‌) : ନୂଆପଡା ଜିଲ୍ଲା ଗଣ୍ତାବାହାଲିଠାରେ ଗଣ୍ତାବାହାଲି ଯୁବକମାନଙ୍କୁ ନେଇ ଜିପିଏଲ୍ ସେସନ୍ - ୩ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇଯାଇଛି । ଫାଇନାଲ୍ ମ୍ୟାଚ୍ ରୋଏଲ୍ ଷ୍ଟାଇକର୍ ଓ ଟ୍ରଫି ଫାଇଟର୍ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ରୋଏଲ୍
Read More...

ପୋତା ଯାଇଥିବା ନବଜାତ ଶିଶୁ ପୁତ୍ର ଉଦ୍ଧାର

ନୂଆପଡ଼ା, (ନିରାକାର ମେହେର) : ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନୂଆପଡା ଜିଲ୍ଲା ଖଡ଼ିଆଳ ସହର ସପ୍ତାହିକ ବଜାର ପଡାଠାରେ । ମାଟିରେ ପୋତାଯାଇଥିବା ଏକ ନବଜାତ ଶିଶୁପୁତ୍ରକୁ ଉଦ୍ଧାର କରାଯାଇଛି । ନବଜାତ ଶିଶୁ ପୁତ୍ରକୁ କୃଷି ଫାର୍ମ ନିକଟରେ ଲାଲ କନାରେ ଘୋଡ଼ାଇ ମୁଣ୍ଡକୁ ଛାଡି
Read More...

ନୂଆପଡ଼ା ଗସ୍ତରେ 5T ସଚିବ

ବିଭିନ୍ନ ସ୍ଥାନର ପରିଦର୍ଶନ ସହ ଉନ୍ନତିମୂଳକ କାମର କରିବେ ସମୀକ୍ଷା ନୂଆପଡ଼ା, (ନିରାକାର ମେହେର) : ଦିନିକିଆ ନୂଆପଡ଼ା ଗସ୍ତରେ 5T ସଚିବ ଭି.କେ ପାଣ୍ଡିଆନ । ୧୩ଟି ସ୍ଥାନ ପରିଦର୍ଶନ କରିବା ସହ ୫ଟି ସ୍ଥାନରେ ସିଧାସଳଖ ଲୋକଙ୍କ ସହ ଆଲୋଚନା କରିବେ 5T ସଚିବ । ଜଳସେଚନ, ଶିକ୍ଷା,
Read More...

ପିକ୍‌ଅପ୍‌ ଧକ୍କାରେ ୩ ଗୁରୁତର

ନୂଆପଡ଼ା, (ନିରାକାର ମେହେର) : ଖଡ଼ିଆଳ ନୂଆପଡ଼ା ଜାତୀୟ ରାଜପଥର ବଡ଼ମହେଶ୍ୱର ଗ୍ରାମ ନିକଟରେ ଏକ ବାଇକ୍‌କୁ ପିକ୍‌ଅପ୍‌ ଭ୍ୟାନ୍‌ ଧକ୍କା ଦେବାରୁ ଗୋଟିଏ ପରିବାରର ୩ ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି । ସେମାନଙ୍କୁ ଗୁରୁତର ଆହତ ଅବସ୍ଥାରେ ଆମ ଆଦମୀ ପାର୍ଟିର କାର୍ଯ୍ୟକର୍ତ୍ତା ଉଦ୍ଧାର
Read More...

ନୂଆପଡା ଜିଲ୍ଲା ବ୍ୟାଡମିଣ୍ଟନ ଆସୋସିଏସନ୍‌ ତରଫରୁ ଜୁନିୟର ଷ୍ଟେଟ୍‌ ରାଙ୍କିଙ୍ଗ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ବ୍ୟାଡମିଣ୍ଟନ ଆସୋସିଏସନ୍‌ ତରଫରୁ ଜୁନିୟର (୧୯ ବର୍ଷରୁ କମ) ଷ୍ଟେଟ୍‌ ରାଙ୍କିଙ୍ଗ ଟୁର୍ଣ୍ଣାମେଣ୍ଟ, ଖଡ଼ିଆଳ ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମଠାରେ ଉଦ୍‌ଘାଟିତ ହୋଇଯାଇଛି । ଖଡ଼ିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ ଏହାର ଉଦ୍‌ଘାଟନ କରି ଏହି
Read More...

ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ : ଅସହାୟ ହୋଇଛନ୍ତି ତିନି ପୁଅର ମା’

ନୂଆପଡା, (ନିରାକାର ମେହେର) : ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ବଡ଼ପୁଅ ମାନସିକ ରୋଗୀ ହୋଇଥିବା ବେଳେ ମଝିଆଁ ପୁଅକୁ ବ୍ରେନ ଟ୍ୟୁମର । ମୁଠାଏ ଖାଇ ଦଣ୍ଡେ ଜିଉଁଛନ୍ତି ଚାରି ପ୍ରାଣୀ କୁଟୁମ୍ବ । ସାହା ହେବାକୁ କେହିନାହିଁ । ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ମଖାପଦର
Read More...

ପେଟ ପାଇଁ ଯାଇଥିଲେ ଆନ୍ଧ୍ରପ୍ରଦେଶ, ଫେରିଲେ ଶବ ହୋଇ

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ସିନାପାଲି ଥାନା ଅନ୍ତର୍ଗତ କୋଟାମାଲ ଗ୍ରାମର ଭକ୍ତଚରଣ ଧାକଡ ନିଜ ପରିବାର ଭରଣପୋଷଣ ପାଇଁ ଆନ୍ଧ୍ରପ୍ରଦେଶକୁ ଦାଦନ ଶ୍ରମିକ ହୋଇ ବିଜୟୱାଡା ସହରକୁ ଯାଇଥିଲେ । ପରିବାର ଲୋକଙ୍କ କହିବା ଅନୁଯାୟୀ ବିଜୟୱାଡା ସହରର ଅଳ୍ପ କିଛି ଦୂରରେ ଥିବା ଏକ
Read More...

ନୂଆପଡ଼ାରେ ବୁଲୁଛନ୍ତି ମା’ ଓ ଛୁଆ ବାଘ

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ସୁନାବେଡା ଅଭୟାରଣ୍ୟ ଜାମଗାଁ ସ୍ଥିତ ସିଆର୍‌ପିଏଫ୍ କ୍ୟାମ୍ପ ନିକଟରେ ବୁଲୁଛନ୍ତି ମା' ଓ ଛୁଆ ବାଘ । ବାଘୁଣୀ ତାର ଛୁଆ ସହ ବୁଲୁଥିବା ଲୋକେ ଦେଖିଥିବା କହିଛନ୍ତି । ଏମିତିକି ମୋବାଇଲ କ୍ୟାମେରାରେ ବାଘ ସହ ଛୁଆର ଫଟୋକୁ କଏଦ କରିଛନ୍ତି ।
Read More...