ଅଗ୍ନିକାଣ୍ଡରେ ଦୁଇବଖରା ପୋଡ଼ି ପାଉଁଶ
ନୟାଗଡ଼ : ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ଆଦିବାସୀ ବହୁଳ ବେରୁଆବାରୀ ପଞ୍ଚାୟତର ବନ୍ଦାମୁହି ହରିଜନ ସାହିରେ ରାତି ୨ ଘଟିକା ସମୟରେ ଅଗ୍ନିକାଣ୍ଡ ଘଟିଥିବା ଖବର ମିଳିଛି । ସୂଚନା ମୁତାବକ, ବେରୁଆବାରୀ ପଞ୍ଚାୟତର ବନ୍ଦାମୁହି ହରିଜନ ସାହିର ପ୍ରଭାତ ନାଏକ, ଜଗନ୍ନାଥ ନାଏକ ରାତ୍ରି!-->…
Read More...
Read More...