ଦୁଇ ବାଇକ୍ ମୁହାଁମୁହିଁ ଧକ୍କା : ୨ ମୃତ
ମନମୁଣ୍ଡା : ଦୁଇ ବାଇକ୍ ମୁହାଁମୁହିଁ ଧକ୍କା ହେବା ଫଳରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ମନମୁଣ୍ଡା ଥାନାରେ ଅଭିଯୋଗ ହୋଇଛି । ଘଟଣାଟି ଗତକାଲି ପୂର୍ବାହ୍ନ ପ୍ରାୟ ୧୧ ଟା ସମୟରେ ମନୁପାଲି ପଞ୍ଚାୟତ କୁଆଘରା ବନ୍ଧ ନିକଟରେ ଘଟିଥିବା ଜଣାପଡିଛି । ମିଳିଥିବା ମିଳିଥିବା ସୂଚନ ଅନୁସାରେ, ମନୁପାଲି!-->…
Read More...
Read More...