Browsing Tag

chandabali news

ସାଇକେଲକୁ ଧକ୍କା ଦେଲା କାର୍‌ : ଜଣେ ମୃତ

ଚାନ୍ଦବାଲି : ଭଦ୍ରକ-ଚାନ୍ଦବାଲି ମୁଖ୍ୟ ରାସ୍ତା ଚନ୍ଦନପୁର ନିକଟରେ ଦୁର୍ଘଟଣା । କାର୍‌ ଧକ୍କାରେ ସାଇକେଲ ଆରୋହୀଙ୍କର ମୃତ୍ୟୁ ହୋଇଛି । ମୃତ ଜଣକ ଚନ୍ଦନପୁର ଗାଁର ଅକ୍ଷୟ ସାହୁ ବୋଲି ଜଣାପଡିଛି । ସୂଚନା ଅନୁଯାୟୀ, ଏକ ବାଇକ୍‌ ଦୃତ ଗତିରେ ଚନ୍ଦନପୁର ନିକଟ ରାସ୍ତାରେ ଯାଉଥିବା ବେଲେ
Read More...

ଭାରସାମ୍ୟ ହରାଇ ଓଲଟିଲା ଅଟୋ, ୫ ଗୁରୁତର

ଚାନ୍ଦବାଲି : ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ପିଠିଆଷଣ୍ଢ ନିକଟରେ ଦୁର୍ଘଟଣା । ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହୀ ଅଟୋ । ଯେଉଁଥିରେ ୫ଜଣ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଖବର ଅନୁଯାୟୀ, ଗୋବିନ୍ଦପୁର ଗାଁର
Read More...

ଚୋରା କୋଇଲା ବୋଝେଇ ପିକଅପ୍ ଭ୍ୟାନ୍ ଜବତ, ୨ ଗିରଫ

ଚାନ୍ଦବାଲି : ଚାନ୍ଦବାଲିରେ ଚୋରା କୋଇଲା ମାଫିଆ ସକ୍ରିୟ । ବୁଧବାର ରାତି ପ୍ରାୟ ସାଢେ ୧୧ଟାରେ ଏକ ନମ୍ବର ବିହୀନ ପିକଅପ୍ ଭ୍ୟାନ୍‌ ଜବତ ହୋଇଛି । ଚାନ୍ଦବାଲି ଆଇଆଇସି ମୃତ୍ୟୁଞ୍ଜୟ ପ୍ରଧାନଙ୍କ ନେତୃତ୍ୱରେ ଚାନ୍ଦବାଲି ପୋଲିସ ଏନ୍‌ଏସି ସଦର ବଜାରରେ ପିକଅପ୍ ଭ୍ୟାନ୍‌ ଜବତ କରିବା ସହ ଗାଡି
Read More...

ପୋଖରୀରେ ବୁଡ଼ି ବୃଦ୍ଧଙ୍କ ମୃତ୍ୟୁ

ଚାନ୍ଦବାଲି : ପୋଖରୀରେ ବୁଡ଼ି ୬୩ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତ ବୃଦ୍ଧ ଜଣକ ହେଉଛନ୍ତି ଚାନ୍ଦବାଲି ବଡ଼ଓସ୍ତିଆ ପଞ୍ଚାୟତ କିମିରପଡା ଗ୍ରାମର ବାନାମ୍ବର ଦାସ । ବୃଦ୍ଧ ଜଣକ ଘର ପାଖରେ ଥିବା ପୋଖରୀକୁ ଶୌଚ ହେବା ପାଇଁ ଯାଇଥିଲେ । ତାଙ୍କ ମୁଣ୍ଡ ବୁଲାଇବାରୁ ସେ
Read More...

ଓଲଟିଲା ପରିବା ବୋଝେଇ ପିକଅପ୍ ଭ୍ୟାନ୍, ଡ୍ରାଇଭର୍ ଫେରାର୍

ଚାନ୍ଦବାଲି : ଅଟୋକୁ ଧକ୍କା ଦେଇ ରାସ୍ତା ତଳକୁ ଓଲଟିଲା ପରିବା ବୋଝେଇ ପିକଅପ୍ ଭ୍ୟାନ୍ । ଭଦ୍ରକ-ଚାନ୍ଦବାଲି ମୁଖ୍ୟରାସ୍ତା ମତୋ ହାଇସ୍କୁଲ ନିକଟରେ ଏଭଳି ଦୁର୍ଘଟଣା ଘଟିଛି । ସୂଚନା ଅନୁଯାୟୀ, ପଶ୍ଚିମବଙ୍ଗରୁ କେନ୍ଦ୍ରାପଡ଼ା ଆସୁଥିବା ଏକ ପରିବା ବୋଝେଇ ପିକଅପ୍ ଭ୍ୟାନ ଭଦ୍ରକ-ଚାନ୍ଦବାଲି
Read More...

ଫଳ ଦୋକାନ ଉପରକୁ ମାଡ଼ିଗଲା କୋଇଲା ବୋଝେଇ ପିକଅପ୍ ଭ୍ୟାନ : ଅଳ୍ପକେ ବର୍ତ୍ତିଲେ ଦୋକାନୀ, ଡ୍ରାଇଭର୍ ଫେରାର୍

ଚାନ୍ଦବାଲି : ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଯଶିପୁର ବଜାରରେ ଏକ ଫଳ ଦୋକାନ ଉପରକୁ ଚଢିଗଲା ଚୋରା କୋଇଲା ବୋଝେଇ ପିକଅପ୍ ଭ୍ୟାନ୍ । ତେବେ ଦୋକାନ ମାଲିକ ବାହାରକୁ ଯାଇଥିବାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଘଟଣାସ୍ଥଳରୁ ଡ୍ରାଇଭର୍ ଫେରାର୍ ହୋଇଯାଇଥିବା ଜଣାପଡିଛି । ସୂଚନାନୁଯାୟୀ,
Read More...

ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ବୃଦ୍ଧାଙ୍କ ଘର

ଚାନ୍ଦବାଲି : ଚାନ୍ଦବାଲି ବ୍ଲକ ଭାଟପଡ଼ା ପଞ୍ଚାୟତ ପତିସାହିରେ ଘଟିଛି ଭୟାବହ ଅଗ୍ନିକାଣ୍ଡ । ପତିସାହିରେ ବୃଦ୍ଧା ଶୈଳବାଳା ପତିଙ୍କ ଘର ସମ୍ପୂର୍ଣ୍ଣ ଜଳିଯାଇଛି । ରୋଷେଇ ଘରୁ ନିଆଁ ଲାଗିଯିବା ପରେ ଘରଟି ହୁ ହୁ ହୋଇ ଜାଳିବାରୁ ଗ୍ରାମବାସୀ ନିଆଁ ଲିଭାଇବାକୁ ଚେଷ୍ଟା କରି ବିଫଳ ହୋଇଥିଲେ ।
Read More...

ମର୍ମନ୍ତୁଦ ସଡକ ଦୁର୍ଘଟଣା : ୧ ମୃତ ୩ ଆହାତ

ଚାନ୍ଦବାଲି : କଟକ ଚାନ୍ଦବାଲିର ସାଲେପୁର ହୋଟେଲ ମାରିୟାନ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଥିବା ଜଣାପଡିଛି । ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଆହତ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ କଟକରୁ ରାଜନଗର ଯାଉଥିବା ଏକ ଟାଟା ମ୍ୟାଜିକ ଗାଡିକୁ ଏକ ସାର ବୋଝେଇ
Read More...

ପୋଖରୀରେ ବୁଡ଼ି ୫ ବର୍ଷର ଶିଶୁକନ୍ୟା ମୃତ

ଚାନ୍ଦବାଲି : ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ମାଧପୁର ଅଣଖାସାହିରେ ପୋଖରୀରେ ବୁଡ଼ି ଜଣେ ଶିଶୁକନ୍ୟାର ମୃତ୍ୟୁ ଘଟିଥିବା ଜଣାପଡିଛି । ମୃତ ଶିଶୁକନ୍ୟା ଜଣଙ୍କ ମାଧପୁର ପଞ୍ଚାୟତ ଅଣଖାସାହି ଗାଁର ରଞ୍ଜନ ଦାସଙ୍କ ଝିଅ ସ୍ଵାତି ଦାସ ବୋଲି ଜଣାପଡିଛି । ସୂଚନା ଅନୁସାରେ ଶିଶୁଟି ଘର ନିକଟରେ
Read More...

ବୈତରଣୀ ନଦୀପଠାରୁ ମଇଁଷିକୁ ଝାମ୍ଫିନେଲା କୁମ୍ଭୀର

ଆରଡି : ଚାନ୍ଦବାଲି ବ୍ଲକ ଆରଡି ନିକଟସ୍ଥ ମୁଆଁ ଗାଁ ନିକଟରେ ବୈତରଣୀ ନଦୀପଠାରୁ ଏକ ମଇଁଷିକୁ ଝାମ୍ପିନେଲା କୁମ୍ଭୀର । ସୂଚନା ମୁତାବକ ନଦୀପଠାରେ କିଛି ମଇଁଷି ଚରୁଥିବା ବେଳେ ଗୋଟିଏ ମଇଁଷି ନଦୀରେ ପାଣି ପିଇବାକୁ ଯାଇଥିଲା । ସେହି ସମୟରେ ନଦୀରେ ଥିବା ୧୪ଦ୧୫ଫୁଟ ଲମ୍ବର ଏକ କୁମ୍ଭୀର
Read More...