ଆଜି ଶପଥ ନେବେ ଓଡ଼ିଶାର ନୂଆ ମୁଖ୍ୟ ବିଚାରପତି
କଟକ : ଆଜି ଶପଥ ନେବେ ଓଡ଼ିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ଜଷ୍ଟିସ୍ ହରିଶ୍ ଟଣ୍ଡନ । ଜଷ୍ଟିସ ହରିଶ୍ ଟଣ୍ଡନଙ୍କୁ ଶପଥପାଠ କରାଇବେ ରାଜ୍ୟପାଳ ହରିବାବୁ କମ୍ଭମ୍ ପାଟି । ହାଇକୋର୍ଟ ପରିସରରେ ହେବ ଶପଥ ଗ୍ରହଣ ଉତ୍ସବ । କଲିକତା ହାଇକୋର୍ଟର ବରିଷ୍ଠ ବିଚାରପତି ଜଷ୍ଟିସ୍ ହରିଶ୍ ଟଣ୍ଡନ!-->…
Read More...
Read More...