Browsing Tag

bramhapur news

ଭାରତବର୍ଷର ଜନଗଣନା ଓ ନମୁନା ପଞ୍ଜିକରଣର ଗୁରୁତ୍ୱ ବିଷୟରେ ଆଲୋକପାତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଭାରତ ସରକାରଙ୍କ ଗୃହ ମନ୍ତ୍ରାଳୟ ଅଧିନସ୍ଥ ଜନଗଣନା ନିର୍ଦ୍ଦେଶାଳୟ, ଓଡିଶା ପକ୍ଷରୁ ନମୁନା ପଞ୍ଜିକରଣ ପଦ୍ଧତି କାର୍ଯ୍ୟକ୍ରମରେ ଗଞ୍ଜାମ, ଗଜପତି ଏବଂ ପୁରୀ ଜିଲ୍ଲାର ୪୦ ଜଣ ସାମୟିକ ଗଣନାକାରୀମାନଙ୍କର ଏକ ଦିନିକିଆ ପ୍ରଶିକ୍ଷଣ କର୍ମଶାଳା
Read More...

କର୍କଟ ମୁକ୍ତ ଭାରତ ଅଭିଯାନ ଓ ସ୍ୱାସ୍ଥ୍ୟ ସେବା ଶିବିର

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଭାରତକୁ କର୍କଟ ରୋଗ ମୁକ୍ତ କରିବାର ଉଦ୍ଦେଶ୍ୟ ନେଇ ଏବେ ଚାରିଆଡେ ସ୍ୱାସ୍ଥ୍ୟ ସଚେତନତା ଶିବିର ଜାରି ରହିଛି । ସେହି କ୍ରମରେ ସମାଜସେବୀ ପ୍ରଶାନ୍ତ କରଙ୍କ ପ୍ରଚେଷ୍ଟାରେ ଓ ବିଜୁ ପଟ୍ଟନାୟକ ହୋମିଓପ୍ୟାଥିକ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟ,
Read More...

ନାଟ୍ୟକାର କିଶୋର ଚନ୍ଦ୍ର ସାହୁଙ୍କ ବିୟୋଗରେ ଶୋକସଭା

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଓଡିଶାର ଜଣେ ଲବ୍ଧ-ପ୍ରତିଷ୍ଠିତ ନାଟ୍ୟକାର, ଗାଳ୍ପିକ, କବି ମଞ୍ଚ ପରିଚାଳକ, ନିର୍ଦ୍ଦେଶକ ଯେ, କି ଛତ୍ରପୁର ମାଟିରେ ବଢ଼ିଥିଲେ । ନାଟ୍ୟକାର କିଶୋର ଚନ୍ଦ୍ର ସାହୁଙ୍କ ବିୟୋଗରେ ଏକ ଶୋକସଭା ଛତ୍ରପୁର ନିକଟସ୍ଥ ପୁରୁଣା ବ୍ୟାଘ୍ରଦେବୀ ମନ୍ଦିର
Read More...

ଗୋପାଳପୁର ସ୍ଥିତ ଭାରତୀୟ ତଟ ସୁରକ୍ଷା ବାହିନୀର ୪୯ତମ ପ୍ରତିଷ୍ଠା ଦିବସ ଭବ୍ୟ ସମାରୋହରେ ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ୨୦୨୫ ମସିହା ଫେବୃଆରୀ ୧ ତାରିଖରେ ଭାରତ ବର୍ଷର ଅନ୍ୟତମ ସୁରକ୍ଷା ସଂଗଠନ ଭାରତୀୟ ତଟ ସୁରକ୍ଷାବାହିନୀ (ICG) ୪୯ତମ ପ୍ରତିଷ୍ଠା ଦିବସ ଭବ୍ୟ ଆଡମ୍ବର ସହକାରେ ପାଳିତ କରାଯାଇଛି । ୧୯୭୭ ମସିହାରେ ଏହାର ପ୍ରାଥମିକତା ଦୃଷ୍ଟିରୁ ଆରମ୍ଭ ହୋଇ ମାତ୍ର
Read More...

“କଳାକୃତି” ଦିବସକୁ ଉଦ୍‌ଘାଟନ କଲେ କୁଳପତି ଗୀତାଞ୍ଜଳି ଦାସ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ସ୍କୁଲ ଅଫ ଏଜୁକେସନ୍ ବିଭାଗରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଅନୁଷ୍ଠିତ ହୋଇଥିବା କଳା ପ୍ରଦର୍ଶନୀ, "କଳାକୃତି"ର ଉଦ୍‌ଘାଟନ ଦିବସ ବିଶ୍ଵବିଦ୍ୟାଳୟର କୁଳପତି ମହୋଦୟା ପ୍ରଫେସର ଗୀତାଞ୍ଜଳି ଦାସଙ୍କ ଦ୍ୱାରା
Read More...

ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ଦ୍ୱାରା ବାଲୁଗାଁ-ପଲାସା ରେଳ ସେକ୍ସନ ନିରୀକ୍ଷଣ

ଭୁବନେଶ୍ୱର, (ପିଆଇବି) : ସୁରକ୍ଷା ପଦକ୍ଷେପ, ଟ୍ରାଫିକ ଯାତାୟାତ ସୁବିଧା, ଯାତ୍ରୀ ସୁବିଧା ଏବଂ ଭିତ୍ତିଭୂମି ବିକାଶର ପ୍ରଗତି ମୂଲ୍ୟାଙ୍କନ କରିବା ପାଇଁ ପୂର୍ବତଟ ରେଳପଥର ମହାପ୍ରବନ୍ଧକ ପରମେଶ୍ୱର ଫୁଙ୍କୱାଲ ଇତିମଧ୍ୟରେ ବାଲୁଗାଁ-ପଲାସା ରେଳପଥ ସେକ୍ସନର ପୁଙ୍ଖାନୁପୁଙ୍ଖ ନିରୀକ୍ଷଣ
Read More...

ବିଶ୍ଵ କର୍କଟ ଦିବସ ଅବସରରେ କ୍ରାନ୍ତି ତରଫରୁ ଦେଶବାସୀଙ୍କୁ ଆହ୍ୱାନ

"ଆସ ମିଳିମିଶି ସଚେତନ କରିବା, କର୍କଟ ମୁକ୍ତ ଭାରତ ଗଠନ କରିବା" ବ୍ରହ୍ମପୁର, (କେପିଏନ୍‌ଏସ୍‌) : ବିଶ୍ୱ କର୍କଟ ଦିବସ ଅବସରରେ "ଆସ ମିଳିମିଶି ସଚେତନ କରିବା, କର୍କଟ ମୁକ୍ତ ଭାରତ ଗଠନ କରିବା" ଏହି ବାର୍ତ୍ତା ଦେଶବାସୀଙ୍କୁ ଆହ୍ୱାନ ଦେବାପାଇଁ ବ୍ରହ୍ମପୁରର ଅଗ୍ରଣୀ ସାମାଜିକ ଅନୁଷ୍ଠାନ
Read More...

ଓଡ଼ିଆ ଗଣମାଧ୍ୟମ ଯୁଗ ଆରମ୍ଭ ହେବାରେ ଗଞ୍ଜାମ ମାଟିର ଭୂମିକା ଥିଲା ଗୁରୁତ୍ୱପୂର୍ଣ୍ଣ – ବାଚସ୍ପତି ସୁରମା ପାଢୀ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଓଡ଼ିଆ ଗଣମାଧ୍ୟମ ଯୁଗ ଆରମ୍ଭ ହେବାରେ ଗଞ୍ଜାମ ମାଟିର ଭୂମିକା ରହିଥିଲା ଗୁରୁତ୍ୱପୂର୍ଣ୍ଣ । ଯାହାକି, ବ୍ରହ୍ମପୁର ସହରରୁ ଓଡ଼ିଶାର ସର୍ବପ୍ରଥମେ ପ୍ରକାଶ ପାଇଥିବା "ଦୈନିକ ଆଶା" ଓଡିଶାର ଗର୍ବ ଓ ଗୌରବର ବାର୍ତ୍ତା ବହନ କରିଆସୁଥିଲା । ଦୈନିକ ଆଶା
Read More...

ଖଣ୍ଡଦେଉଳି ସ୍ଥିତ ସହୀଦ ଭଗତ ସିଂ ସ୍ନାତକ ମହାବିଦ୍ୟାଳୟକୁ ସି.ଗ୍ରେଡ୍ ନାକ୍ ମାନ୍ୟତା ମିଳିଲା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଖଣ୍ଡଦେଉଳି ସ୍ଥିତ ସହୀଦ ଭଗତ ସିଂ ସ୍ନାତକ ମହାବିଦ୍ୟାଳୟକୁ ସି.ଗ୍ରେଡ୍ ନାକ୍ ମାନ୍ୟତା ପ୍ରାପ୍ତ ହୋଇଯାଇଛି । ଅଳ୍ପ କିଛି ଦିନ ପୂର୍ବେ ଏକ ତିନ ଜଣିଆ ଅଭିଜ୍ଞ ନାକ୍ ଟିମ୍ ପରିଦର୍ଶନ କରି ପ୍ରଫେସର ଜୋସେଫ ଡୋରାଇରାଜ ତାମିଲନାଡୁ, ପ୍ରଫେସର ମୋହମଦ
Read More...

ଓଏସ୍‌ସିଆଇଟି ଶିକ୍ଷା କ୍ଷେତ୍ରରେ ଗଞ୍ଜାମ ରାଜ୍ୟରେ ୨ୟ ସ୍ଥାନରେ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ରାଜ୍ୟରେ ଆନ୍ତର୍ଜାତିକ ସ୍ତରର କମ୍ପ୍ୟୁଟର ପାଠ୍ୟକ୍ରମ ପ୍ରଦାନ କରି ଉଚ୍ଚକୋଟୀର ମାନବ ସମ୍ବଳ ବିକାଶ କରୁଥିବା ଓକେସିଏଲ୍‌ର ପାଠ୍ୟକ୍ରମ ପ୍ରଦାନ କ୍ଷେତ୍ରରେ ଗଞ୍ଜାମ ଜିଲ୍ଲା ରାଜ୍ୟରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛି । ବୁଧବାର ଦିନ ଭୁବନେଶ୍ୱରର
Read More...