Browsing Tag

binika news

ମର୍ମନ୍ତୁଦ ସଡକ ଦୁର୍ଘଟଣା, ୨ ମୃତ

ବିନିକା : ସୋନପୁର ଜିଲ୍ଲା ରାମପୁର ଥାନା ବଡକର୍ଲେରେ କନ୍ୟା ଘରୁ ବୋଲେରୋରେ ବରଯାତ୍ରୀ ଫେରୁଥିବା ସମୟରେ ହଠାତ୍‌ ଗାଡ଼ି ଡ୍ରାଇଭର ନିୟନ୍ତ୍ରଣ ହରାଇ ଗଛରେ ଗାଡିଟି ପିଟି ହୋଇ ସଡ଼କ ଦୁର୍ଘଟଣା ଘଟିତିବା ଜଣାପହିଛି । ଘଟଣାରେ ୨ ଜଣଙ୍କ ଜୀବନ ଯାଇଥିବା ବେଳେ ଏକାଧିକ ବ୍ୟକ୍ତି ଗୁରୁତର
Read More...

ବଜ୍ରକାପ୍ତା ଉଦ୍ଧାର

ବିନିକା : ସୁବର୍ଣ୍ଣପୁର ଜିଲ୍ଲା ବିନିକା ବନ ବିଭାଗ ଅଧୀନରେ ଥିବା ଡୁଙ୍ଗୁରିପାଲି ବ୍ଲକ ଚନ୍ଦଲି ଗାଁରୁ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର ହୋଇଥିବା ଜଣାପଡ଼ିଛି । ସୂଚନା ଅନୁସାରେ ଚନ୍ଦଲି ଗାଁର ଯୋଗୀନ୍ଦ୍ରଙ୍କ ଘର ପାଖରେ ବଜ୍ରକାପ୍ତାଟି ବୁଲୁଥିବା ଦେଖି ସେ ବଜ୍ରକାପ୍ତାକୁ ଉଦ୍ଧାର କରି ନିଜ
Read More...

୨୮ ଲିଟର ମଦ ଜବତ, ୩ ଜଣ ଅଭିଯୁକ୍ତ ଗିରଫ

ବିନିକା : ବେଆଇନ ଭାବରେ ମଦ ବିକ୍ରି କରୁଥିବା ଅଭିଯୋଗରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି । ସୂଚନା ଯୋଗ୍ୟ ଯେ, ବିନିକାର ୩ଟି ସ୍ଥାନରେ ଅବକାରୀ ବିଭାଗ ଚଢ଼ାଉ କରି ୨୮ ଲିଟର ମଦ ଜବତ ସହ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ୩ ଜଣ ଅଭିଯୁକ୍ତ ମଧ୍ୟରୁ ୨ ଜଣ ଅଭିଯୁକ୍ତଙ୍କୁ ନୋଟିସ୍‌
Read More...