ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ଜିଲ୍ଲା ସ୍ତରୀୟ ସି ଏମ କିଷାନ ସହାୟତା ରାଶି ପ୍ରଦାନ ସମାବେଶ ଅନୁଷ୍ଠିତ
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦ୍ୱାରା ଡିବିଟି ମାଧ୍ୟମରେ ପ୍ରଦାନ କରାଗଲା ସହାୟତା ରାଶି
ବାରିପଦା, (ଦେବସ୍ମିତ ଚୌଧୁରୀ) : କୃଷି ଭିତ୍ତିକ ଗଣପର୍ବ ପବିତ୍ର ନୂଆଁଖାଇ ଅବସରରେ ତଥା ପବିତ୍ର ଗଣେଶ ଚତୁର୍ଥୀ ଦିବସରେ ଆଜି କୃଷି ଶିକ୍ଷା ସଦନ, ଓୟୁଏଟି ଠାରେ ଆୟୋଜିତ ରାଜ୍ୟ ସ୍ତରୀୟ!-->!-->!-->…
Read More...
Read More...