Browsing Tag

bargarh news

ପୂର୍ବତନ ଶିକ୍ଷାମନ୍ତ୍ରୀ ରିପୁନାଥ ସେଠ୍‌ ଆଉ ନାହାନ୍ତି

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ପୂର୍ବତନ ଶିକ୍ଷାମନ୍ତ୍ରୀ ରିପୁନାଥ ସେଠ୍‌ଙ୍କ ଗତକାଲି ବିୟୋଗ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୪ ବର୍ଷ ହୋଇଥିଲା । ବରଗଡ଼ ଜିଲ୍ଲା ବରପାଲି ନିବାସୀ ସ୍ୱର୍ଗତ ସେଠ୍‌ କଂଗ୍ରେସରୁ ରାଜନୀତି ଜୀବନ ଆରମ୍ଭ କରିଥିଲେ ଏବଂ ୧୯୯୫ ବିଧାନସଭା ନିର୍ବାଚନରେ
Read More...

ଚୈତ୍ର ପୂର୍ଣ୍ଣିମାରେ ଗ୍ରାମ୍ୟଦେବୀ ମା’ ସମଲେଇଙ୍କୁ ଗଙ୍ଗାଜଳରେ ଅଭିଷେକ

ବରଗଡ, (ସତ୍ୟନାରାୟଣ ପ୍ରଧାନ) : ଚୈତ୍ର ପୂର୍ଣ୍ଣିମାରେ ଗ୍ରାମ୍ୟଦେବୀ ମା' ସମଲେଇଙ୍କୁ ଗଙ୍ଗାଜଳରେ ଅଭିଷେକ କରାଯିବ । ମା'ଙ୍କର ବାସନ୍ତିକ ପୂଜା ପାଇଁ ଅନୁଷ୍ଠିତ ବୈଠକରେ ଏ ନେଇ ନିଷ୍ପତି ନିଆଯାଇଥିବା ବେଳେ ଏ ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି । ଆଗାମୀ ଏପ୍ରିଲ ୧ ଚୈତ୍ର ଆମାବାସ୍ୟା ତିଥିରେ
Read More...

ପୂର୍ବତନ ଶିକ୍ଷା ମନ୍ତ୍ରୀ ରିପୁନାଥ ସେଠଙ୍କ ପରଲୋକ

ବରଗଡ, (ନିରୋଜ କୁମାର ପାଣୀ) : ଆଉ ନାହାନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ଶିକ୍ଷାମନ୍ତ୍ରୀ ରିପୁନାଥ ସେଠଙ୍କ ଆଜି ପରଲୋକ ହୋଇ ଯାଇଛି । ବରଗଡ଼ ଜିଲ୍ଲା ବରପାଲି ସହରର ନୂଆପଡା ଠାରେ ଜନ୍ମ ଗ୍ରହଣ କରିଥିବା କଂଗ୍ରେସ ନେତା ରିପୁନାଥ ସେଠଙ୍କ ବରପାଲିର ଏକ ଘରୋଇ ନର୍ସିଂହୋମରେ
Read More...

ଜିଲ୍ଲା ଓକିଲ ସଂଘ ନିର୍ବାଚନ : ଚନ୍ଦ୍ରଧ୍ଵଜ ଜାଲ ସଭାପତି ଓ ହରିହର ପ୍ରଧାନ ସାଧାରଣ ସମ୍ପାଦକ

ବରଗଡ, (ସତ୍ୟନାରାୟଣ ପ୍ରଧାନ) : ବରଗଡ ଜିଲ୍ଲା ଓକିଲ ସଂଘ ନିର୍ବାଚନରେ ବରିଷ୍ଠ ଓକିଲ ଚନ୍ଦ୍ରଧ୍ଵଜ ଜାଲ ସଭାପତି ଭାବରେ ନିର୍ବାଚିତ ହୋଇଥିବା ବେଳେ ହରିହର ପ୍ରଧାନ ଲଗାତାର ତୃତୀୟ ଥର ପାଇଁ ତଥା ସର୍ବମୋଟ ଚତୁର୍ଥ ଥର ସାଧାରଣ ସମ୍ପାଦକ ଭାବରେ ନିର୍ବାଚିତ ହୋଇଛନ୍ତି । ପୋଲିଂ ହୋଇଥିବା
Read More...

ଭେଡେନ ଓକିଲ ସଂଘ ନିର୍ବାଚନ : ଜଗତ ଭୂଷଣ ଶତପଥୀ ସଭାପତି ଓ ସୁଶିଲ ବେହେରା ସାଧାରଣ ସମ୍ପାଦକ ଭାବେ ନିର୍ବାଚିତ

ବରଗଡ, (ସତ୍ୟନାରାୟଣ ପ୍ରଧାନ) : ଭେଡେନ ଓକିଲ ସଂଘ ନିର୍ବାଚନରେ ଜଗତ ଭୂଷଣ ଶତପଥୀ ସଭାପତି ଓ ସୁଶିଲ ବେହେରା ସାଧାରଣ ସମ୍ପାଦକ ଭାବେ ନିର୍ବାଚିତ ହୋଇଛନ୍ତି । ସେହିଭଳି ସୁରେନ୍ଦ୍ର ହୋତା ଉପ-ସଭାପତି, ଗୋପ ଚନ୍ଦ୍ର ମେହେର ଯୁଗ୍ମ ସମ୍ପାଦକ, ମହେଶ୍ୱର ପାଣ୍ଡେ କୋଷାଧ୍ୟକ୍ଷ ଭାବରେ ନିର୍ବାଚିତ
Read More...

ଅତାବିରା ଓକିଲ ସଂଘ ନିର୍ବାଚନ : ସୁଶାନ୍ତ ମିଶ୍ର ସଭାପତି, ଅରବିନ୍ଦ ଶୁଶାରୀ ସାଧାରଣ ସମ୍ପାଦକ

ବରଗଡ/ଅତାବିରା, (ସତ୍ୟନାରାୟଣ ପ୍ରଧାନ) : ଅତାବିରା ଓକିଲ ସଂଘ ନିର୍ବାଚନରେ ସୁଶାନ୍ତ ମିଶ୍ର ସଭାପତି, ଅରବିନ୍ଦ ଶୁଶାରୀ ସାଧାରଣ ସମ୍ପାଦକ ଭାବରେ ନିର୍ବାଚିତ ହୋଇଥିବା ବେଳେ ତ୍ରିପୁରାରୀ ଚାନ୍ଦ ଉପ ସଭାପତି ଓ ଭି. ଜଗନ୍ନାଥ ରାଓ ଯୁଗ୍ମ ସମ୍ପାଦକ ଭାବରେ ନିର୍ବାଚିତ ହୋଇଛନ୍ତି । ଏଥିରେ
Read More...

ଯୋଖିପାଲିର ଝିଅ ସୀତା ବାରିକ ହେଲେ ବିଜେପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ବିଜେପୁର ବିଜ୍ଞାପିତ ଅଞ୍ଚଳ ପରିଷଦରେ ଅଧ୍ୟକ୍ଷା ପଦ ପାଇଁ ପ୍ରଥମ ଥର ନିର୍ବାଚନ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ବିଜୁ ଜନତ ଦଳ ସମର୍ଥିତ ପ୍ରାର୍ଥୀନୀ ସୀତା ବାରିକ ବିଜୟ ଲାଭ କରିଛନ୍ତି । ସେ ତାଙ୍କର ନିକଟତମ ପ୍ରତିଦ୍ବନ୍ଦୀଙ୍କ ଠାରୁ ୬୪୧
Read More...

ଭୋଟ ଗଣନା : ସକାଳ ୮ଟାରୁ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଆସନ୍ତା କାଲି ସକାଳ ୮ଟାରୁ ଶେଷ ପର୍ଯ୍ୟନ୍ତ ପୈାର ଭୋଟ ଗଣତି ଜିଲ୍ଲାର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହେବ । ବରଗଡ଼ ମ୍ୟୁନିସିପାଲଟି ପାଇଁ ଭୋଟ ଗଣତି ଜର୍ଜ ହାଇସ୍କୁଲ ଠାରେ ସକାଳ ୮ଟିରୁ ଅନୁଷ୍ଠିତ ହେବ । ୧୦ଟି ଟେବୁଲରେ ଭୋଟ ଗଣତି ହେବାକୁ ଥିବା ବେଳେ
Read More...

ଅତାବିରା ଓକିଲ ସଂଘର ପୂର୍ବତନ ସଭାପତି ରାକେଶ ପାଢ଼ୀଙ୍କ ପରଲୋକ

ବରଗଡ/ଅତାବିରା, (ସତ୍ୟନାରାୟଣ ପ୍ରଧାନ) : ବରିଷ୍ଠ ଓକିଲ ତଥା ଅତାବିରା ଓକିଲ ସଂଘର ପୂର୍ବତନ ସଭାପତି ରାକେଶ ପାଢ଼ୀଙ୍କ ଗତକାଲି ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ପରଲୋକ ହୋଇଯାଇଥିବା ଜଣାପଡିଛି । ମୃତ୍ୟୁ ବେଳକୁ ତାଙ୍କୁ ୫୩ ବର୍ଷ ବୟସ ହୋଇଥିଲା ।
Read More...

ବରପାଲି ବିଜ୍ଞାପିତ ଅଞ୍ଚଳ ପରିଷଦ ଓ ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦରେ ଯଥାକ୍ରମେ ୭୦.୯୨ ଏବଂ ୬୪.୩୫ ଭୋଟ ଦାନ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରପାଲି ଓ ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦରେ ଅନୁଷ୍ଠିତ ନିର୍ବାଚନରେ ଯଥାକ୍ରମେ ୭୦.୯୨ ଏବଂ ୬୪.୩୫ ଶତକଡା ମତଦାନ ହୋଇଛି । ବରପାଲି ବିଜ୍ଞାପିତ ଅଞ୍ଚଳ ପରିଷଦରେ ୧୯ଟି ୱାର୍ଡ ପାଇଁ ୧୭୦୭୪ ଭୋଟରଙ୍କ ମଧ୍ୟରୁ ୧୨୧୦୯ ଜଣ ମତଦାତା ଭୋଟ ଦେଇଥିଲେ । ସେଥି
Read More...