ଆଗଲପୁର ବ୍ଲକ ସରପଂଚ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ୬ଦଫା ଦାବୀପତ୍ର ପ୍ରଦାନ
ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁରବ୍ଲକ ସରପଂଚ ସଂଘ ଆଗଲପୁର ବିଡିଓ ଶଂକର କେରକେଟାଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ୬ଦଫା ଦାବୀପତ୍ର ପ୍ରଦାନ କରିଛନ୍ତି । ଦାବୀପତ୍ରରେ ସର୍ବମୋଟ ୬ଗୋଟି ଦାବୀ ଉପରେ ଆଲୋକପାତ କରିଛନ୍ତି । ଯାହାକି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ!-->…
Read More...
Read More...