ଅଖିଳ ଭାରତୀୟ ସାହିତ୍ୟ ପରିଷଦ : ବଲାଙ୍ଗିରର ରାଷ୍ଟ୍ରୀୟ ନବବର୍ଷ ପାଳନ
ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ୍ ମାନସ ବିହାର ରୁଗୁଡିଖାଲଠାରେ ଅଖିଳ ଭାରତୀୟ ସାହିତ୍ୟ ପରିଷଦ, ବଲାଙ୍ଗିର ଦ୍ୱାରା ରାଷ୍ଟ୍ରୀୟ ନବବର୍ଷ ପାଳିତ ହୋଇଯାଇଛି । ପରିଷଦର ଜିଲ୍ଲା ସଂପାଦକ ରାମଚନ୍ଦ୍ର ପଟେଲଙ୍କ ଅଧ୍ୟକ୍ଷତାରେ ଆଗଲପୁର ଓ ଲୋଇସିଂହା ବ୍ଲକ୍ର!-->…
Read More...
Read More...