Browsing Tag

aagalapur news

ଭରସୁଜାରେ ପହଲଗାମ ଶହୀଦଙ୍କ ଉଦ୍ଦେଶ୍ୟରେ କ୍ୟାଣ୍ଡେଲ ଶୋଭାଯାତ୍ରା ଭରସୁଜା

ଆଗଲପୁର, (କେପିଏନ୍‌ଏସ୍‌) : ଭରସୁଜା ସ୍ଥିତ ଛେଲିଆପାଟ ସେବା ସଂଗଠନ ଓ ଗ୍ରାମବାସୀଙ୍କ ଦ୍ୱାରା ଗତ ୨୨ ତାରିଖ ଦିନ କାଶ୍ମୀରର ପହଲଗାମ ଠାରେ ପର୍ଯ୍ୟଟକଙ୍କ ଉପରେ ହୋଇଥିବା ଅମାନବୀୟ ଗୁଳିକାଣ୍ଡର ତୀବ୍ର ନିନ୍ଦା କରାଯାଇ ମୃତ ପର୍ଯ୍ୟଟକଙ୍କ ଆତ୍ମାର ସଦ୍‌ଗତି ପାଇଁ ଦୁଇ ମିନିଟ ନୀରବ
Read More...

ରୋତ କଲେଜରେ ଶୋକସଭା

ଆଗଲପୁର, (କେପିଏନ୍‌ଏସ୍‌) : ଆଗଲପୁର ପଞ୍ଚାୟତ ସମିତି ମହାବିଦ୍ୟାଳୟ, ରୋତ ପାଇଁ ଜମି ପ୍ରଦାନ କରିଥିବା ସ୍ଥାନୀୟ ଧର୍ମପରାୟଣା ଶତାୟୁ ମହିଳା ରକ୍ଷାବତୀ ପଟେଲଙ୍କ ୧୦୨ ବର୍ଷ ବୟସରେ ପରଲୋକ ହୋଇଯାଇଛି । ଏହି ଅବସରରେ ତାଙ୍କ ଉଦ୍ଦେଶ୍ୟରେ ଏକ ଶୋକସଭା ଅନୁଷ୍ଠିତ ହୋଇଥିଲା । ଅଧ୍ୟକ୍ଷ ପ୍ରଦୀପ
Read More...

ବାଉଁଶ ବୁଦା ନିକଟରୁ ନବଜାତ ଶିଶୁକନ୍ୟା ଉଦ୍ଧାର

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲାରେ ହଇଚଇ । ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଲକ ନେଗିପାଲି ନର୍ସରୀ କଡ ବାଉଁଶବୁଦା ନିକଟରୁ ଏକ ସଦ୍ୟଜାତ ଶିଶୁକନ୍ୟା ଉଦ୍ଧାର ହୋଇଥିବା ସୂଚନା ମିଳିଛି । ସୂଚନା ମୂତାବକ ଜଣେ ବ୍ୟକ୍ତି ସକାଳ ୭ଟା ସମୟରେ ରୁଗୁଡିଖାଲ ପଟୁ ନେଗିପାଲି
Read More...