om academy

ଶଶି ଭାଇଙ୍କ ସହ ଜୁହାର ଭେଟ୍‌ ପାଇଁ ପହଞ୍ଚିଲେ ସିଙ୍ଗାମୁଣ୍ଡା ଗ୍ରାମର ଯୁବକମାନେ

jsm

ଦେଓଗାଁ, (କେପିଏନ୍‌ଏସ୍‌) : ଆଜି ରୀତିନୀତି ଅନୁସାରେ ସାରା ପଶ୍ଚିମ ଓଡିଶାରେ ପାଳିତ ହୋଇଯାଇଛି ମହାନ ଗଣପର୍ବ ନୂଆଁଖାଇ । ଏହି ପର୍ବର ମୁଖ୍ୟ ଅଙ୍ଗ ହେଉଛି ନୂଆଁଖାଇ ଜୁହାର ଭେଟ୍‌ । ତେବେ ଆଜି ସିଙ୍ଗାମୁଣ୍ଡା ଯୁବକ ମାନେ ବିଶିଷ୍ଟ ବିଜେପି ନେତା ତଥା ରାଜ୍ୟ ଉପସଭାପତି ଓବିସି ମୋର୍ଚ୍ଚା ଶଶି ଭାଇଙ୍କୁ ଦେଓଗାଁ ସ୍ଥିତ ତାଙ୍କ ବାସଭବନରେ ଭେଟି ଜୁହାର ଭେଟ ହୋଇଛନ୍ତି । ଏଥିପାଇଁ ଶଶି ଭାଇ ଯୁବକମାନଙ୍କୁ ଅଶେଷ ଧନ୍ୟବାଦ ଜଣାଇଛନ୍ତି ।

Leave A Reply

Your email address will not be published.