centurian jitm

ଅଂଚଳ ମହାବିଦ୍ୟାଳୟରେ ୫-ଟି ସଚେତନତା କାର୍ଯ୍ୟକ୍ରମ

nschool

ପଦ୍ମପୁର, (ନିରୋଜ କୁମାର ପାଣୀ) : ମହାବିଦ୍ୟାଳୟର ସମ୍ମିଳନୀ ପ୍ରକୋଷ୍ଠରେ ଅଧ୍ୟକ୍ଷ ଡ଼. ଲଳିତେନ୍ଦୁ ନାୟକଙ୍କ ସଭାପତିତ୍ୱରେ ୫ଟି କାର୍ଯ୍ୟକ୍ରମର ଅଗ୍ରଗତି ସଂପର୍କରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଅଧ୍ୟକ୍ଷ ଶ୍ରୀ ନାୟକ ମହାବିଦ୍ୟାଳୟରେ ଚାଲିଥିବା ୫ଟି କାର୍ଯ୍ୟ ଉପରେ ବିସ୍ତିର୍ଣ୍ଣ ଭାବରେ ଛାତ୍ରଛାତ୍ରୀ ଏବଂ ଅଧ୍ୟାପକ ଅଧ୍ୟାପିକାଙ୍କୁ ଅବଗତ କରାଇଥିଲେ । ମହାବିଦ୍ୟାଳୟର ଆଠଟି ଲେବେରେଟରୀ ଛଅଟି ସ୍ମାର୍ଟ କ୍ଲାସ୍‌ ଇ ଲାଇବ୍ରେରୀ, ପାନୀୟ ଜଳ ବ୍ୟବସ୍ଥାର ଅଗ୍ରଗତି ସଂପର୍କରେ ଆଲୋଚନା କରାଯାଇଥିଲା । ମୁଖ୍ୟ ଅତିଥି ଭାବରେ ବ୍ଲକ୍‌ର ସହକାରୀ ଯନ୍ତ୍ରୀ ଧର୍ମରାଜ ବିଶ୍ୱାଲ ଯୋଗଦାନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଂସଖ୍ୟ ଛାତ୍ର ଛାତ୍ରୀ ଅଧ୍ୟାପକ, ଅଧ୍ୟାପିକା, ଅଣଶିକ୍ଷକ ବିଭାଗର କର୍ମଚାରୀ ବୃନ୍ଦ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ୫ଟି କୋଅର୍ଡିନେଟର ଡ଼. ବିରଂଚି ସାହୁ, ପ୍ରମୋଦ କୁମାର ତ୍ରିପାଠୀ, ଲଳିତ ପଣ୍ଡା, ସରୋଜ ନାଏକ, ଦେବାଶିଷ ସାହୁ, ଅଧ୍ୟାପିକା ବୁନି ସାହୁ, ମୋନାଲିସା ପଧାନ, ରୀନା ଧର୍ମବିନାୟକ, ସସ୍ମିତା ମେହେର ଶେଷରେ ୫ଟି କୋଅର୍ଡିନେଟର ଡ଼. ବିରଂଚି ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.