ଚିଲିକାରୁ ମତ୍ସ୍ୟଜୀବୀଙ୍କ ମୃତଦେହ ଉଦ୍ଧାର ଓଡିଶା By Koshala Prabaha On Monday 16th January 2023, 11:19 am Share ବାଲୁଗାଁ : ଚିଲିକା ହ୍ରଦ ନିକଟରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଥିବା ଜରାପଡିଛି । ମୃତକ ଜଣକ ଚିଲିକା ବ୍ଲକ ଅନ୍ତର୍ଗତ ବଉଳାବନ୍ଧ ଗ୍ରାମର ବୋଲି ଜଣାପଡିଛି । ମୃତକଙ୍କ ନାମ ଶତ୍ରୁଘ୍ନ ବେହେରା ବୟସ ୬୩ ବର୍ଷ ବୋଲି ଜଣାପଡିଛି । balugaon news