oom

ଟ୍ରକ୍‌କୁ ପିଟିଲା ବାଇକ୍ : ଜଣେ ମୃତ

jsmm

ବଲାଙ୍ଗିର : ବଲାଙ୍ଗିର ଜିଲ୍ଲା ସିନ୍ଧେକେଲା ଥାନା ଅନ୍ତର୍ଗତ ଭବାନୀପାଟଣା – ରାୟପୁର ୧୬ ନମ୍ବର ରାଜ୍ୟ ରାଜପଥର ଶୁଣ୍ଢିମୁଣ୍ଡା ନିକଟରେ ସୋମବାର ରାତିରେ ସଡ଼କ ଦୁର୍ଘଟଣାରେ ଜଣେ ମୃତ । ଗତ ରାତିରେ ଭୁର୍ଶାଗୁଡା ଗ୍ରାମର ବିଜୟ ବନଛୋର ନିଜ ଗାଁରୁ ବାଇକ୍ (ନମ୍ବର ଓଡି ୦୩ ଏବି ୧୫୯୯)ରେ ବଙ୍କାପୁର ପଟକୁ କୌଣସି କାମରେ ଯାଉଥିବା ବେଳେ ଏକ ବ୍ରେକ୍‌ ଡାଉନ୍ ହୋଇ ରାସ୍ତାକଡ଼ରେ ଛିଡ଼ା ହୋଇଥିବା ଟ୍ରକ୍ (ନମ୍ବର ସିଜି ୦୪ ଏନ୍ ଏଚ ୮୬୧୧)ର ପଛପଟେ କୌଣସି କାରଣରୁ ପିଟି ହୋଇଯିବାରୁ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା ବୋଲି ସୂଚନ ମିଳିଛି ।

jittmm
Leave A Reply

Your email address will not be published.