oum

ପାରାଦୀପରେ ବାତ୍ୟା ୟସ୍‌ ମୁକାବିଲା ପାଇଁ ଆଇଜି ଅପରେସନ ଅମିତାଭ ଠାକୁର

jsm

ପାରାଦୀପ, (ଶୁଭ୍ରାଂଶୁ ଶେଖର ପୃଷ୍ଟି) : ପାରାଦୀପରେ ଆଇଜି ଅପରେସନ ବାତ୍ୟା ୟସ୍‌ ମୁକାବିଲା ପାଇଁ ଅମିତାଭ ଠାକୁର ପହଞ୍ଚିଛନ୍ତି । ପାରାଦୀପ ଥାନାରେ ଜଗତସିଂହପୁର ଏସପି ପ୍ରକାଶ ଆରଙ୍କ ସହ ସ୍ଥିତିର ସମୀକ୍ଷା କରିଛନ୍ତି । ଏନଡିଆରଏଫ୍‌ ଓ ଓଡ୍ରାଫ ଟିମ୍‌ ସହ ଆଲୋଚନା କରି ବାତ୍ୟା ଓ ବାତ୍ୟା ପରବର୍ତ୍ତୀ ଉଦ୍ଧାର କାର୍ଯ୍ୟ ସମ୍ପର୍କରେ ଆଲୋଚନା କରିଥିଲେ । ପରେ ଷଣ୍ଢକୁଦ ବସ୍ତି ଅଞ୍ଚଳ ପରିଦର୍ଶନ କରିଥିଲେ । ସମସ୍ତଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ଆଣିବାକୁ ବ୍ୟବସ୍ଥା ହୋଇଥିବା ସେ କହିଛନ୍ତି ।

Leave A Reply

Your email address will not be published.