om academy

ବାର୍‌ହା ଆକ୍ରମଣରେ ୬ଗୁରୁତର

jsm

ହିଞ୍ଜିଳିକାଟୁ : ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ଥାନା ସିକିରି ଗାଁରେ ଆତଙ୍କ ଖେଳାଇଛି ବାର୍‌ହା । ବାର୍‌ହା ଆକ୍ରମଣରେ ୬ଗୁରୁତର ହୋଇଥିବା ବେଳେ ଗୁରୁତର ମାନ‌ଙ୍କୁ ଉଦ୍ଧାର କରି ନିକଟସ୍ଥ ହିଞ୍ଜିଳାକାଟୁ ଉପଖଣ୍ଡ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସେଠାରେ ସେମାନ‌ଙ୍କର ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି ।

Leave A Reply

Your email address will not be published.