centurian jitm

ପାରାଦୀପ ମେଡିକାଲରେ ନର୍ସଙ୍କୁ ହତ୍ୟା କରାଯାଇଥିବା ନେଇ ଅଭିଯୋଗ କରିବା ସହ ଶବ ରଖି ଧାରଣାରେ ବସିଛନ୍ତି ପରିବାର ଲୋକେ

nschool

ପାରାଦୀପ, (ଶୁଭ୍ରାଂଶୁ ଶେଖର ପୃଷ୍ଟି) : ପାରାଦୀପ ମେଡିକାଲରେ ନର୍ସଙ୍କୁ ହତ୍ୟା କରାଯାଇଥିବା ନେଇ ଅଭିଯୋଗ କରିବା ସହ ଶବ ରଖି ଧାରଣାରେ ବସିଛନ୍ତି ପରିବାର ଲୋକେ ବୋଲି ଖବର ମିଳିଛି । ସୂଚନା ଅନୁସାରେ ଶନିବାର ମେଡିକାଲ୍ ଡ୍ୟୁଟିରେ ଥିବା ବେଳେ ନର୍ସଙ୍କୁ ଆମ୍ବୁଲାନ୍ସ ଯୋଗେ ଭୁବନେଶ୍ଵରର ଏକ ଘରୋଇ ହସ୍ପିଟାଲକୁ ନିଆଯାଇଥିଲା । ସେଠାରେ ତାଙ୍କର ସନ୍ଦେହଜନକ ମୃତ୍ୟୁ ଘଟିଛି । ମୃତକ ନର୍ସଙ୍କ ପରିବାର ଲୋକେ ତାଙ୍କ ଝିଅକୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ଏବଂ ଏହା ସହ କାର୍ଯ୍ୟାନୁଷ୍ଠାନ ଦାବୀରେ ପାରାଦୀପ ମେଡିକାଲ ଆଗରେ ଶବ ରଖି ଧାରଣା ଦେଇଛନ୍ତି ମୃତକଙ୍କ ପରିବାର ଲୋକେ ।

Leave A Reply

Your email address will not be published.