oum

ଭାରସାମ୍ୟ ହରାଇ ଓଲଟିଲା ଡ଼ଙ୍ଗା

jsm

ପାରାଦୀପ : ପାରାଦୀପ ନେହେରୁ ବଙ୍ଗଳା ନିକଟ ମୁହାଣ ପାଖରୁ କିଛି ଦୂରରେ ଶନିବାର ଏକ ଡ଼ଙ୍ଗା ଭାରସାମ୍ୟ ହରାଇ ଓଲଟି ପଡିଛି । ଡ଼ଙ୍ଗା ଓଲଟିବା ଫଳରେ ସେଥିରେ ଥିବା ୫ ଜଣ ମତ୍ସ୍ୟଜୀବୀ ପାଣୀକୁ ଖସି ପଡ଼ିଥିଲେ । ସେମାନେ ନିଜେ ନିଜକୁ ଉଦ୍ଧାର କରି ସେହି ଡ଼ଙ୍ଗାକୁ ଠିକ୍‌ କାି ପୁଣି ସେଥିରେ ବାଲିପ୍ଲଟ ସ୍ଥିତ ଡ଼ଙ୍ଗା ଘାଟକୁ ଆସିଥିଲେ । ଏନେଇ ମେରାଇନ ଥାନା ପୁଲିସକୁ ପଚାରିବାରୁ କେହି ଆହତ ହୋଇନଥିବା ସୂଚନା ଦେଇଛନ୍ତି ।

Leave A Reply

Your email address will not be published.